Browsing Category

ରାଜ୍ୟ ଖବର

ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସ ପାଳନ ।

ଯାଜପୁର,୦୧/୧୦(ପିପିଟି): ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରସୁଲପୁର ଵ୍ଲକ୍ ଅନ୍ତର୍ଗତ ଜୟନ୍ତୀ ପାଠାଗାର ଦ୍ବାରା ପରିଚାଳିତ ବରିଷ୍ଠ ନାଗରିକ ଆବାସିକ ଗୃହ ପରିସର ରେ ଅନ୍ତଃରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଦିବସ…
Read More...

ଚିକିଟି ମଦ ମୃତ୍ଯୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ କ୍ଷତିପୂରଣ ଦାବୀକଲା ଫରୱାର୍ଡ ବ୍ଲକ।

ଚିକିଟି,୦୧/୧୦(ପିପିଟି): ଚିକିଟି ଅଞ୍ଚଳର ଜେନାପୁର ଓ କରବାଲୁଆ ରେ ବିଷାକ୍ତ ମଦ୍ୟପାନ ଜନିତ ୫ଜଣଙ୍କ ମୃତ୍ଯୁ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ବସିଥିବାବେଳେ ଆଜିସୁଦ୍ଧା ମଦ ମୃତ୍ଯୁ ପରିବାରକୁ କ୍ଷତିପୂରଣ ମିଳିନାହିଁ।…
Read More...

ନିଶ୍ଚିତ ମୃତ୍ୟୁ ମୁଖ ରୁ ବର୍ତ୍ତିଲେ ଲେ ଛାତ୍ରୀ ଓ ଶିକ୍ଷକ ।

ବୋଲଗଡ଼,୩୦/୦୯(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମ ପଞ୍ଚାୟତ ଅଧୀନ ଧଳାପଥର କଳା ପଥର ବାଳିକା ଉଚ୍ଚ ବିଦ୍ୟାଳୟ ରେ ଏକ ଅଘଟଣ ଘଟିଯାଇଛି। ସୂଚନା ଥାଉକି ଦିନ ଦଶଟା ତିରିଶି ମିନିଟ୍ ସମୟରେ ଶିକ୍ଷକ ମଧୁସୂଦନ…
Read More...

ବୌଦ୍ଧରୁ ପୁରୁଣାକଟକ କୁ ଗଡିଲା ରେଳ ,ଦେଖିବା ପାଇଁ ଲୋକଙ୍କ ଭିଡ଼ ।

ହରଭଙ୍ଗା,୩୦/୦୯: ବହୁଦିନର ପ୍ରତୀକ୍ଷାପରେ ଖୋର୍ଦ୍ଧା - ବଲାଙ୍ଗୀର ରେଳପଥରେ ବୌଦ୍ଧ ରୁ ପୁରୁଣାକଟକକୁ ରେଳ ଇଂଜିନ ପରୀକ୍ଷାମୂଳକ ଭାବେ ଗଡିଛି। ଦେଖିବା ପାଇଁ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଖୁସିରେ ଲୋକେ…
Read More...

ଶ୍ରମିକ ବିରୋଧି ୪ ଶ୍ରମ ସଂହିତାକୁ ବାତିଲ କରିବା ଓ ସର୍ବନିମ୍ନ ମଜୁରି ମାସିକ ୨୬,୦୦୦ ଟଙ୍କା ପାଇଁ ଆଇଏଫଟିୟୁର ଦାବୀ ।

ବ୍ରହ୍ମପୁର,୩୦/୦୯(ପିପିଟି): କେନ୍ଦ୍ର ସରକାର ଦେଶୀ ବିଦେଶୀ କର୍ପୋରେଟମାନଙ୍କ ସ୍ଵାର୍ଥରେ ଶ୍ରମିକମାନଙ୍କ ପାଇଁ ରହିଥିବା ୪୪ ଟି ଶ୍ରମ ଆଇନକୁ ଉଚ୍ଛେଦ କରି ଚାରୋଟି ଶ୍ରମ ସଂହିତା ଆଣିବାର ଇତି ମଧ୍ୟରେ ଚାରି ବର୍ଷ ପୁରିଛି ।…
Read More...

ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ କିନ୍ନର ଓ ମହିଳା ଦୁର୍ବୁତଙ୍କ ଆତଙ୍କରାଜ ।

ଭୁବନେଶ୍ଵର,୩୦/୦୯(ପିପିଟି): ଭୁବନେଶ୍ଵର ରେଳଓ୍ବେ ଷ୍ଟେସନକୁ ଟିକଟ କାଉଣ୍ଟର ରୁ ବାହରକୁ ବାହାରିବା ସମୟରେ ଧକ୍କା ମାରି ଜୋରଜବରଦସ୍ତ ୬୫୦ ଟଙ୍କାରୁ ଉର୍ଦ୍ଧ୍ବ ଲୁଟି ନେଇଥିବା ଛାତ୍ର ନେତା ଶଶାଙ୍କ ପାତ୍ର ଆଜି ରେଳଓ୍ବେ…
Read More...

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ।

ବୋଲଗଡ଼,୨୮/୦୯(ପିପିଟି): ବୋଲଗଡ଼ ଶିକ୍ଷା ବ୍ଳକ୍ ଅନ୍ତର୍ଗତ ନୂଆସାହି ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ମାଧ୍ୟମିକ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାଳୟ ସ୍ତରୀୟ ସୁରଭି କୃତୀ ଛାତ୍ରଛାତ୍ରୀମାନ ଙ୍କୁ ନେଇ…
Read More...

ସମଗ୍ର ଶିକ୍ଷା ଗଞ୍ଜାମ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କାର୍ଯ୍ୟରତ ଅଧିକାରୀ ମାନଙ୍କୁ ବଦଳି ପାଇଁ ଦାବି ।

ଛତ୍ରପୁର,୨୮/୦୯(ପିପିଟି): ସମଗ୍ର ଶିକ୍ଷା ଗଞ୍ଜାମ, ଛତ୍ରପୁର ଠାରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ସର୍ଭିସ ଆକ୍ଟ ଉଲ୍ଲଘଂନ କରି ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ଅଛନ୍ତି। ଅର୍ଥବଳ ଓ ପ୍ରଭାବରେ ନିଜର ପଦବୀ ଓ ଚୌକିକୁ…
Read More...