Browsing Category

ରାଜ୍ୟ ଖବର

୪୬ ଲକ୍ଷ ଚାଷୀଙ୍କୁ ୯୩୩ କୋଟିରୁ ଅଧିକ ଟଙ୍କାର କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୧୧/୦୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଚାଷୀ…
Read More...

ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ଡେମ୍ ହେଲେ ନଦୀ ଶୁଖିଯିବ;ଋଷିକୂଲ୍ୟା ନଦୀ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଗଠିତ ।

ବ୍ରହ୍ମପୁର,୦୯/୦୩(ପିପିଟି): ଓଡ଼ିଶା ସରକାର ଛତ୍ରପୁର ନିକଟରେ ଥିବା ଶିଳ୍ପ କରିଡରର ଘରୋଇ କମ୍ପାନୀମାନଙ୍କ କଳକାରଖାନାକୁ ପାଣି ଯୋଗାଇବାକୁ ଇତି ମଧ୍ୟରେ ଏକ ହଜାର କୋଟି ଟଙ୍କା ବ୍ୟୟରେ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା…
Read More...

ଅଗ୍ରଗାମୀ ମହିଳା ସମିତିର ତୃତୀୟ ରାଜ୍ୟ ସମ୍ମିଳନୀ ଉଦ୍‌ଯାପିତ ।

ବୈପାରିଗୁଡ଼ା,୦୯/୦୩(ପିପିଟି):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ମହିଳା ସଂଗଠନ “ଅଲ ଇଣ୍ଡିଆ ଅଗ୍ରଗାମୀ ମହିଳା ସମିତି” ର ତୃତୀୟ ରାଜ୍ୟ ସମ୍ମିଳନୀ ଆଜି କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା…
Read More...

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର,୦୯/୦୩:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି।…
Read More...

ବିଏସକେୱାଇ ନବୀନ କାର୍ଡ଼ ବାଣ୍ଟିଲେ ଅର୍ଥମନ୍ତ୍ରୀ ।

ଭଞ୍ଜନଗର,୦୭/୦୩(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ପରିସରରେ ଆଜି ସ୍ଥାନୀୟ ବିଧାୟକ ତଥା ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଏସକେୱାଇ ନବୀନ କାର୍ଡ଼ର ଶୁଭାରମ୍ଭ କରିଥିଲେ।ମନ୍ତ୍ରୀ ଶ୍ରୀ ଆରୁଖ ରାଜ୍ୟ ସରକାରଙ୍କ…
Read More...

ମୃତ୍ୟୁ ପରେ ଅଙ୍ଗଦାନ କରିବେ ଯୁବ ସାମ୍ୱାଦିକ ଅଶୋକ କୁମାର ପ୍ରଧାନ।

ବୋଲଗଡ଼,୦୬/୦୩ (ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ବଡକୁମ୍ଭାରୀ ପଞ୍ଚାୟତର ରାଜସୁନାଖଳା ସ୍ଥିତ କାର୍ଯ୍ୟରତ ଯୁବ ସାମ୍ବାଦିକ ଅଶୋକ କୁମାର ପ୍ରଧାନ ସେ ଜଣେ ଗଣମାଧ୍ୟମ ପ୍ରତିନିଧି ଓ ଜଣେ ସମାଜ ସେବି ଏବଂ…
Read More...

୫ଟି ମେଡିକାଲ କଲେଜର ଟିଚିଂ ହସ୍‌ପିଟାଲର ଉଦ୍‌ଘାଟନ ଓ ୪ଟି ମେଡିକାଲ କଲେଜର ରୂପାନ୍ତରଣ ପାଇଁ ଭିତ୍ତିପ୍ରସ୍ତର ଦେଲେ…

ଭୁବନେଶ୍ବର,୦୨/୦୩:ଆଜି ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ…
Read More...

ବରମୁଣ୍ଡା ବସ ଟର୍ମିନାଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର,୦୧/୦୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ବରମୁଣ୍ଡାଠାରେ ୫-ଟି ଉପକ୍ରମରେ ନବନିର୍ମିତ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍‌ ଟର୍ମିନାଲର ଶୁଭ ଉଦ୍‌ଘାଟନ କରିଛନ୍ତି। ବରମୁଣ୍ଡା ବସଷ୍ଟାଣ୍ଡ ଭାବେ…
Read More...

ରାସ୍ତା ନିର୍ମାଣ ଦାବିରେ କୀରାପଲ୍ଲୀ ଗ୍ରାମବାସୀଙ୍କ ବେଲଗୁଣ୍ଠା-ବାଲିପଦର ମୂଖ୍ୟ ରାସ୍ତା ଅବରୋଧ ।

ବେଲଗୁଣ୍ଠା, ୨୯/୦୨(ପିପିଟି) : ଆଜି ସକାଳ ଆଠ ଘଣ୍ଟା ଠାରୁ ବେଲଗୁଣ୍ଠା ବ୍ଳକ୍ ବଙ୍କା ପଂଚାୟତର କୀରାପଲ୍ଲୀ ଗ୍ରାମର ପୁରୁଷ ଓ ମହିଳା ମାନେ ହାତରେ ପ୍ଲାକାର୍ଡ଼ ଧରି ରାସ୍ତାକୁ ଓହ୍ଲାଇଥିଲେ I ଦୀର୍ଘ 40 ବର୍ଷ ହେବ…
Read More...

ଅର୍ଥମନ୍ତ୍ରୀଙ୍କ ଦ୍ଵାରା ଜୀବିକା ସହାୟତା ରାଶି ଓ ପଟ୍ଟା ବଣ୍ଟନ ।

ଭଞ୍ଜନଗର, ୨୬/୦୨(ପିପିଟି) : ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ଜନସାଧାରଣଙ୍କୁ ସହାୟକ ହେବା ନିମନ୍ତେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ…
Read More...