Browsing Category

ରାଜ୍ୟ ଖବର

ଦାରିଙ୍ଗବାଡିର ଶୀତ ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ପାଇଁ ଜିଲାପାଳଙ୍କ ନିକଟରେ ଦାବି ।

ଦାରିଙ୍ଗବାଡି,୧୦/୧୧(ପିପିଟି): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିଛି। ରାଜ୍ୟରେ ସବୁଠାରୁ ଶୀତଳ ବ୍ଲକ ଭାବେ ପରିଚିତ ଦାରିଙ୍ଗବାଡିରେ ପ୍ରତିବର୍ଷ ଜାନୁୟାରୀରେ ଶୀତ ମହୋତ୍ସବ ପାଳନ ହେଉଛି। ତେବେ…
Read More...

ଜିଲ୍ଳା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଛାତ୍ରୀଙ୍କ କୃତୀତ୍ୱ ।

ବେଲଗୁଣ୍ଠା,୦୯/୧୧(ପିପିଟି):ଶନିବାର ବ୍ରହ୍ମପୁର ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବ୍ଳକ୍ ଦୁଇ ଜନ ଛାତ୍ରୀ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ…
Read More...

ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଖସୁଛି ପାରଦ: ଶୀତର ମଜା ନେବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି ।

ଦାରିଙ୍ଗବାଡି, ୦୯/୧୧ (ପିପିଟି): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ଶୀତ ଆସିବାରେ ବିଳମ୍ବ ହୋଇଛି । ତେବେ ଗତ ୨ ଦିନ ହେଲା ପାରଦ ଖସୁଛି ଏବଂ ଶୀତ ଧୀରେ ଧୀରେ ଅନୁଭୂତ ହେଉଛି। ଘର ଭିତର ଅପେକ୍ଷା ଶୀତ ବାହାର…
Read More...

ବୋଇତ ବନ୍ଦାଣ ଉତ୍ସବର ଦ୍ୱିତୀୟ ରଜନୀ ।

ଗୋପାଳପୁର,୦୬/୧୧(ପିପିଟି): ଗୋପାଳପୁର ବୋଇତ ବନ୍ଦାଣ ମହୋତ୍ସବର ଦ୍ୱିତୀୟ ରଜନୀରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବ ହେଉଛି ଆମର ସଂସ୍କୃତି । ଆମ…
Read More...

ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଶୋକସଭା ।

ବ୍ରହ୍ମପୁର,୦୬/୧୧(ପିପିଟି):କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ବରିଷ୍ଠ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ବିୟୋଗରେ କଟକ-ଗୋପାଳପୁର ସାହି କୋଠ ଘର ଠାରେ ଏକ ଶୋକସଭା…
Read More...

ସୁବର୍ଣ୍ଣପୁର ଠାରେ ରାଜ୍ୟ ସ୍ତରୀୟ ନୌକାଚାଳନା ପ୍ରତିଯୋଗିତା ।

ସୁବର୍ଣ୍ଣପୁର ,୦୫/୧୧(ପିପିଟି ):ସୁବର୍ଣ୍ଣପୁର ସହରର ବଡ଼ବଜାର ତେନ୍ତୁଳିଘାଟ ଠାରେ ଭଗବତୀ ପାଠାଗାର ପକ୍ଷରୁ ୬୨ ତମ ବାଳକ ଭୋଜନ ସମାରୋହ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…
Read More...

ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ଉଦଘାଟିତ ।

ଗୋପାଳପୁର,୦୫/୧୧(ପିପିଟି): ଗୋପାଳପୁର ବେଳାଭୂମି ଠାରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ମହୋତ୍ସବ ୨୦୨୫ ଜିଲ୍ଲପାଳ ୱି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ…
Read More...

ଯାଜପୁର ରୋଡ ଏରିଆ ଡାକ୍ତରଖାନାକୁ ସବଡିଭିଜନାଲ ଡାକ୍ତରଖାନାକୁ ଉନ୍ନୀତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ…

ସୁକିନ୍ଦା,୦୨/୧୧(ପିପିଟି): ଶିଳ୍ପ ରାଜଧାନୀ କଳିଙ୍ଗ ନଗର ର ମୁଖଶାଳା ବ୍ୟାସନଗର ସହର ରେ ଅବସ୍ଥିତ ଯାଜପୁର ରୋଡ ଏରିଆ ଡାକ୍ତରଖାନା କୁ ସବ ଡିଭିଜନାଲ ଡାକ୍ତରଖାନାରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ…
Read More...

ଜିଲ୍ଲାପ୍ରଶାସନ ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ।

ଯାଜପୁର,୦୧/୧୧(ପିପିଟି): ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଖଣ୍ଡରା ଗାଁରେ ଗାର୍ଡ ଅଫ୍ ଅନର ପରେ ସହିଦ ଯବାନ ଚିତ୍ତରଞ୍ଜନ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭାରତ-ପାକିସ୍ତାନ ସୀମା ଜମ୍ମୁ ଅଖନୁର ସେକ୍ଟରରେ ଗତ…
Read More...

ଭିଜିଲାନ୍ସ ଜାଲରେ ଜିଏସଟି ବିଭାଗ ଅଧିକାରୀ ।

ଟିଟିଲାଗଡ଼,୨୯/୧୦: ଟିଟିଲାଗଡ଼ ସି.ଟି.ଏଣ୍ଡ ଜି.ଏସ.ଟି. ବିଭାଗ ଅଧିକାରୀ ଉମାକାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜୋରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା…
Read More...