Browsing Category

ସାହିତ୍ୟ

***ତୁମେ ମୋ ଆଖିରେ***

ତୁମେ ମୋ ଆଖିରେ ନିଦ୍ରା ଦିଅ ପ୍ରଭୁ ସପନ ବି ଦିଅ ଭରି.... ଶୋଇ କି ଉଠିବି ଉଠିବି କି ନାହିଁ ସେ ସବୁ ଇଛା ତୁମରି.... ମୁଁ ଯେ ନିମିତ୍ତ ମାତ୍ର ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ...!! ଏ ପ୍ରାଣ ଦେଇଛ ଅପଘନେ ମୋର…
Read More...

***ବାଘ – ମଣିଷ***

ବାଘ ବୋଲି କେବେ ମଣିଷ କହୁଛି ସାଧୁ ବୋଲି କେବେ କହୁନି..... ମଦ ମାଂସ ଖାଇ ରାକ୍ଷସ କହୁଛି ନିରାମିଷ କେବେ ଖାଉନି....!! ଗର୍ବ ଅହଙ୍କାର ମେଞ୍ଚା ମେଞ୍ଚା ଧରି କୁକର୍ମରେ ନିତ୍ଯ ମଜୁଛି.... ପରସ୍ବ ହରଣ ମହାମନ୍ତ୍ର…
Read More...

***କାଶତଣ୍ଡୀର ଅଭିସାର***

ଧାନ ଫସଲର ଶ୍ଯାମଳ କ୍ଷେତରେ କାଶତଣ୍ଡୀ ଦୂରୁ ଦିଶେ..... ପଲ୍ଲୀ ପ୍ରାନ୍ତ ଶୋଭା ଅତି ମନଲୋଭା ଶରତେ ହାସ ପ୍ରକାଶେ....!! ଲହ ଲହ ଶୁଭ୍ର ବେଶ ପରି ପାଟି ବୀଣାପାଣି ରୂପ ବହି.... ମନ୍ଦ ମଳୟରେ ଛନ୍ଦ ତୋଳି ନୃତ୍ୟ…
Read More...

***ଭିଜା ମାଟିର ସ୍ବପ୍ନ***

ଗ୍ରୀଷ୍ମ ଋତୁ ଶେଷରେ ଆସଇ ବରଷା ଭିଜା ମାଟିର ପୃଷ୍ଠା.... ଖରାର ତାତିରେ ତୃଷା ନିବାରଣେ ଖୋଲି ଦେଏ ଶୁଷ୍କ ଓଠ....!! ଦେହରୁ ନିର୍ଗତ ହୁଅଇ ଉତ୍ତପ୍ତ ପାଇଣ ଶୀତ ନିର.... ମେଘରୁ ବରଷେ ଅବିରତ ବାରି ଧରାରେ ବାହିତ…
Read More...

ବିଶ୍ୱ ପରିବେଶ ଦିବସ ଅବସରରେ ବାର୍ତ୍ତା ।

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପ୍ରତିବର୍ଷ ଜୁନ ମାସ 5ତାରିଖ କୁ ଅନ୍ତର୍ଜାତୀୟ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି ଯାହାକି ୧୯୭୩ ମସିହା ଠାରୁପାଳନ କରାଯାଇଆସୁଛି। ଏହିଦିନ ପରିବେଶକୁ ସଫାସୁତୁରା ରଖିବା…
Read More...

ବିଶ୍ୱ ପରିବେଶ ଦିବସ ଅବସରରେରେ ବାର୍ତ୍ତା ।

ଆଜି ହେଉଛି ବିଶ୍ୱ ପରିବେଶ ଦିବସ, ପ୍ରତିବର୍ଷ ଜୁନ ମାସ 5ତାରିଖ କୁ ଅନ୍ତର୍ଜାତୀୟ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଆସୁଛି ଯାହାକି ୧୯୭୩ ମସିହା ଠାରୁପାଳନ କରାଯାଇଆସୁଛି। ଏହିଦିନ ପରିବେଶକୁ ସଫାସୁତୁରା ରଖିବା…
Read More...

***ଦୁର୍ନୀତି***

କିଏ ରୋକି ପାରିବ ଦୁର୍ନୀତି ? ରାସ୍ତା, ପୋଲ,କୋଠା ସବୁ ଗିଳି ଗଲେଣି ମୁଦ୍ରା ରାକ୍ଷସମାନେ..... କାହାକୁ ଜଗିବ କିପରି ଜଗିବ ସବୁଠି ଶିକ୍ଷିତ ଡ଼କାୟତଙ୍କ ଯୋଜନା ବଦ୍ଧ ଲୁଣ୍ଠନ.....!! ପଞ୍ଚାୟତ ଠାରୁ ବ୍ଲକ ବ୍ଲକ…
Read More...

***ଲତା ପାଇଁ ଚିନ୍ତା***

ରଞ୍ଜାର ସାହାରା ନେଇ ଉପରକୁ ଉଠୁଥିବା ଲତା ତା'ର ଆଖି ଅଛି ଯେ ଦେଖି ଦେଖି ଯିବ ନା ତା'ର ପାଟି ଅଛି ଯେ ପଦେ ମନ କଥା କହିବ ସେମିତି ସେଇଠି ଗୁରୁଣ୍ଡୁ ଥିବ....!! ଲାଉ, କଖାରୁ, ତରଭୁଜ,କାକୁଡି, ପୋଟଳ,କଲରା, ମଟର…
Read More...

***ହାରିଯାଇଥିବା ଲୋକ***

କେତେ ଖଟିବ ଏ ରକ୍ତ ମାଂସ ଦେହକୁ ନେଇ ପ୍ରତି ମୁହୂର୍ତ୍ତରେ ଥକାପଣ ସୂର୍ଯ୍ୟର ପ୍ରଚଣ୍ଡ ପ୍ରକୋପରେ ଟାଣ ଖରା ସିଝାଇ ଦେଉଛି ମାଂସ ପୋଡି ଦେଉଛି ଚର୍ମ ଆବରଣ.... ତଥାପି ମେଣ୍ଟାଇ ପାରୁନି ଭୋକ ଆଉ ଅଭାବ.....!! ଏଇ…
Read More...

***ଆମ ଗାଁ ଚାଟଶାଳୀ***

ଆମ ଗାଁରେ ଛୋଟ ଛୋଟ ପିଲାମାନେ ପାଠ ପଢିବା ପାଇଁ ଏକ ଚାଟଶାଳୀ ଥିଲା। ଏକ ବଖରୀ,ମାଟି କାନ୍ଥ ଆଉ ନଡ଼ା ଛାଉଣୀ ଘର। ଆମେ ତଳେ ବସୁଥିଲୁ । ଯିଏ ଯାହା ଘରୁ ଆସନ ଆଣୁଥିଲା, ସେ ସେଥିରେ ବସୁଥିଲା। ଯାହାର ନାହିଁ,ସେ ମାଟିରେ…
Read More...