Browsing Category

ସାହିତ୍ୟ

***ମୋ ଗାଁ***

ମୁଁ ତ ରହିଲି ବାହାରେ ଗାଁ ସ୍ଥିତି ଏବେ ପୂର୍ବ ପରି ନାହିଁ ପଢୁଛି ଘଟଣା ଖବରେ....!! ମୋ ପିଲା ଦିନ ସ୍ମୃତି ସାଉଁଟିଲେ ଗାଁ ଥିଲା କେତେ ସୁନ୍ଦର.... ଆମ୍ବ ତାଳ ଗଛ ଦିଶେ ଧାଡ଼ି ଧାଡ଼ି ଦୂରୁ ଦୃଶ୍ୟ ଶୋଭା…
Read More...

କବି କେଶବ ଚନ୍ଦ୍ର ନାୟକଙ୍କ ଦାରୁ ଦେବତା ପୁସ୍ତକ ଉନ୍ମୋଚିତ ।

ମାଲକାନଗିରି,୧୩/୦୭(ପିପିଟି) :ଉତ୍କଳ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଏମଭି-୭ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ଠାରେ କବି କେଶବ ଚନ୍ଦ୍ର ନାୟକଙ୍କ ଭାବ ଭକ୍ତି ପୂର୍ଣ୍ଣ ଭଜନ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ଉତ୍ସବରେ…
Read More...

***ତୁଳସୀ ମାଳିଆ***

ତୁଳସୀ ମାଳିଆ ମୋ ଜଗା କାଳିଆ ଦୁଇ ଆଖି ରୂପା ଥାଳିଆ ନୀଳାଚଳେ ଲୀଳା ଖେଳା ନୀଳାଚଳିଆ....!! ବଡ ଦେଉଳର ସିଂହ ଦ୍ବାର ଠାରେ ଭକତ ଗହଳ ଭିଡ..... ଦରଶନ ଲାଗି ଠେଲାପେଲା ବେଶି ପଡ଼ିଛି ଲୁହାର ବାଡ଼.... ସେ ଚକାନୟନ…
Read More...

***ଧନ୍ଯ ନନ୍ଦିଘୋଷ ରଥ***

ଧନ୍ଯ ନନ୍ଦିଘୋଷ ରଥ ଯେଉଁ ରଥେ ବିଜେ କରିଛନ୍ତି ଜଗନ୍ନାଥ (ଘୋଷଣା) ଦେଖ ଦେଖ ନନ୍ଦିଘୋଷ ଚିତ୍ର ଯେ ବିଚିତ୍ର ଝୁମ୍ପା ଝୁମ୍ପା ଫୁଲ ମାଳ କି ଦେଖଇ ନେତ୍ର ନାନା ରଙ୍ଗ ଚାନ୍ଦୁଆ ଯେ ହୋଇଛି ଆବୃତ୍ତ ସିଂହାସନ ସୁସଜ୍ଜିତ…
Read More...

***ହେ ମଣିମା***

ହେ ମଣିମା ଆସିଛି ମୁଁ ପୁରୀଧାମକୁ ମହୋଦଧି କୂଳେ ବସିଣ ଆକୁଳେ ଜପୁଛି ତୋ ଦିବ୍ଯ ନାମକୁ....!! ବଡ ଦାଣ୍ଡେ ପାଦ ପଡୁ ପଡୁ ମୋର ଅଧା ପାପ ହେବ ଦୂର..... ଆଉ ଅଧା ପାପ ଖଣ୍ଡନ ହୋଇବ ଦେଖିଲେ ରଙ୍ଗା ଅଧର.... ହେ…
Read More...

***ତୁମେ ମୋ ଆଖିରେ***

ତୁମେ ମୋ ଆଖିରେ ନିଦ୍ରା ଦିଅ ପ୍ରଭୁ ସପନ ବି ଦିଅ ଭରି.... ଶୋଇ କି ଉଠିବି ଉଠିବି କି ନାହିଁ ସେ ସବୁ ଇଛା ତୁମରି.... ମୁଁ ଯେ ନିମିତ୍ତ ମାତ୍ର ତୁମ ମନ୍ତ୍ରେ ମୁଁ ଯେ ନିୟନ୍ତ୍ରିତ...!! ଏ ପ୍ରାଣ ଦେଇଛ ଅପଘନେ ମୋର…
Read More...

***ବାଘ – ମଣିଷ***

ବାଘ ବୋଲି କେବେ ମଣିଷ କହୁଛି ସାଧୁ ବୋଲି କେବେ କହୁନି..... ମଦ ମାଂସ ଖାଇ ରାକ୍ଷସ କହୁଛି ନିରାମିଷ କେବେ ଖାଉନି....!! ଗର୍ବ ଅହଙ୍କାର ମେଞ୍ଚା ମେଞ୍ଚା ଧରି କୁକର୍ମରେ ନିତ୍ଯ ମଜୁଛି.... ପରସ୍ବ ହରଣ ମହାମନ୍ତ୍ର…
Read More...