Browsing Category

ସାହିତ୍ୟ

****ବାଣ****

ନିଆଁ ଲଗାଇଲେ ଘଟେ ବିସ୍ଫୋରଣ ବାହାରେ ପ୍ରବଳ ଧୂଆଁ.... ରଙ୍ଗ ବେରଙ୍ଗର ବଜାରେ ପ୍ରାପ୍ତ ବାଣ ବୋଲି ତା'ର ନାଁ....!! ଦୀପାବଳି ସନ୍ଧ୍ୟା ପ୍ରବେଶ ହୁଅନ୍ତେ ବାଣ ଫୁଟା ଶୁଭେ ଗର୍ଜନ... ଶବ୍ଦ ପ୍ରଦୂଷଣ ବାୟୁ ପ୍ରଦୂଷଣ…
Read More...

***ସ୍ମୃତି ରେଖା***

ଜହ୍ନ ଜ୍ୟୋତ୍ସ୍ନାରେ ଭିଜିବାକୁ ଇଛା ମନ ନୁହେଁ ମୁଁ ତଡାଗେ କଇଁ ନାହିଁ ଅପଘନେ ଯଉବନ ଚିହ୍ନ ବର୍ଣ୍ଣ ତଥାପି ବ୍ୟାକୁଳ ପ୍ରାଣ....!! ମ୍ଳାନ ଶରୀରେ ବୟସର ଅପରାହ୍ନ ବାହୁଡ଼ା ବେଳର ରବି ବିହଙ୍ଗେ ଦିଅନ୍ତି କ୍ରନ୍ଦନ ସମ…
Read More...

***ଶୟନ***

ଶୋଇପଡ଼ିଲା ଏ ଲୋକଟିଆ ଉ ଉଠିବନି....ବ ନ୍ଧୁ ପରିଜନ "ଉଠ୍ ଉଠ୍"କହି ଚିତ୍କାର କଲେ/ପରିବାର ଲୋକେ ବିକଳରେ କାନ୍ଦିଲେ/ସେ ଆଉ ନିଦ୍ରା ପରିହରି କରିବନି....!! ଚାରିଆଡେ ଚର୍ଚ୍ଚା ହେଲା:ସେ ଲୋକଟି ଚାଲିଗଲା ଆଉ…
Read More...

***ଗାଁ କୁ ସୁନ୍ଦର***

ଗାଁ କୁ ସୁନ୍ଦର ଧାନ କ୍ଷେତ ଯେବେ ଧଳା ଧଳା ବଗ ବସଇ.... କାର୍ତ୍ତିକ ପ୍ରବେଶେ ମିଠା ମିଠା ଶୀତ ଦେହକୁ ଟିକିଏ ଛୁଅଁଇ.....!! ଗାଁ କୁ ସୁନ୍ଦର ଦେଉଳର ବାନା ଫର ଫର ଯେବେ ଉଡଇ.... ଗାଁ ବୁଢ଼ା ଯେତେ ସଞ୍ଜରେ ଏକାଠି…
Read More...

***ମୃତ୍ୟୁ***

ମୃତ୍ୟୁ କେତେ ନିଷ୍ଠୁର ଛଡାଇ ନିଏ ନିଜ ପାଖରୁ ନିଜ ଲୋକ....!! କାହା ବ୍ୟାକୁଳ ଚିତ୍କାର ବୁକୁ ଫଟା କାନ୍ଦ ଫରକ ପଡେ ନା ତାକୁ....!! ବୟସର ବାଡ ବନ୍ଧ ନାହିଁ ସମୟକୁ ପ୍ରତୀକ୍ଷା କରେ ନାହିଁ ଦେହରୁ ଝାମ୍ପି ନିଏ…
Read More...

***ପ୍ରେମ***

ପ୍ରେମ:ଏକ ନିଷ୍ପାପ ମନର ନିର୍ଜାସ ପରି ଆପେ ଆପେ ମିଶିଯାଏ ନିର୍ଝର ସହ ପ୍ରତୀକ୍ଷିତ ଅର୍ଣ୍ଣବରେ ଯେପରି ବିନା ଦ୍ବିଧାରେ ଚୁମ୍ବିଯାଏ ବର୍ଷା ଧରଣୀର ତୃଷିତ ଓଠକୁ...!! ପ୍ରେମ:ଏକ ମଧୁ ଝରା ପୁଷ୍ପିତ ଉଦ୍ୟାନ ସୁଗନ୍ଧରେ…
Read More...

ପ୍ରିୟା

କାହିଁକି ଖୋଜିବି ଫୁଲର ଉଦ୍ୟାନ ତୁମେ ତ ଫୁଲର ରାଣୀ..... ତୁମେ ପ୍ରାଣ ପ୍ରିୟା ସୁମନ ସୁଗନ୍ଧ ଚିତ୍ତକୁ ନିଅ ମୋ ଟାଣି...!! ଜହ୍ନକୁ କାହିଁକି ଖୋଜିବି ଗଗନେ ତୁମେ ତ ରଜତ ମାର୍ଗ.... ତୁମ ଦରଶନେ ବିଷାଦ ବିମୁକ୍ତ…
Read More...

ଜୀବନର ମନ୍ତ୍ର

ଜୀବନର ମନ୍ତ୍ର ମୋହିତ କରୁଛି ମୋତେ ସେ ପାରିରେ ରହି ଡାକେ ବାର ବାର କିଏ ଘନ ଅନ୍ଧକାର ଭେଦି କାହିଁକି ଯିବି ମୁଁ ସତେ.....!! ସାଧୁ ବେଶେ ଆଜି ସଇତାନ ମାଳ ମାଳ ମିଛେ ଗଡାଏ କେ ରାମ ନାମ କଣ୍ଠି ମାଳ ବାଣୀଟା ମଧୁର…
Read More...

ସ୍ମୃତି ରେଖା

ଜହ୍ନ ଜ୍ୟୋତ୍ସ୍ନାରେ ଭିଜିବାକୁ ଇଛା ମନ ନୁହେଁ ମୁଁ ତଡାଗେ କଇଁ ନାହିଁ ଅପଘନେ ଯଉବନ ଚିହ୍ନ ବର୍ଣ୍ଣ ତଥାପି ବ୍ୟାକୁଳ ପ୍ରାଣ....!! ମ୍ଳାନ ଶରୀରେ ବୟସର ଅପରାହ୍ନ ବାହୁଡ଼ା ବେଳର ରବି ବିହଙ୍ଗେ ଦିଅନ୍ତି କ୍ରନ୍ଦନ ସମ…
Read More...

***ଝାଟି- ମାଟି-ଜୀବନ***

ଝାଟି ମାଟି ଆଉ ଗୋବର ଲିପାରେ ଠିଆ ମୋ ଟିକି କୁଡିଆ..... ନଡା ଛପରରେ ଘୋଡାଇ ଦେଇଛି ପ୍ରିୟ ମୋ ବାସ ଚାଳିଆ....!! ଏଇ କୁଡିଆକୁ ଆସିଛି ଘରଣୀ ସଂସାର ଗଢିବା ପାଇଁ.... ମୁରୁଜ ପକାଏ ସୁପ୍ରଭାତେ ଉଠି ଦାଣ୍ଡ ଦ୍ବାର…
Read More...