Browsing Category
ସାହିତ୍ୟ
***ଫୁଲ: ଅମୂଲ ମୂଲ***
ଫୁଲ ଫୁଟେ ଡାଳେ ପ୍ରସରେ ସୌରଭ
ବୃକ୍ଷର ବଢାଏ ଶୋଭା....
ପାଇ ସେ ସୌରଭ ଉଡି ପ୍ରଜାପତି
ପୁଷ୍ପ ପାଶେ ହୁଏ ଉଭା....!!
ମଧୁପାନ କରି ଆପଣା ତୃଷା କୁ
ମେଣ୍ଟାଏ ଆନନ୍ଦେ ଅତି....
ମହୁ ମାଛି ମହୁ କରିଣ ସଂଗ୍ରହ
ସଞ୍ଚୟ…
Read More...
Read More...
***ମଦ୍ଯପ***
ମଦ ପାନ କରି ମଦ୍ଯପ ବୋଲାଏ
ଥାଉ ବା ନଥାଉ ଇଜତ.....
ସଂସାର ବୁଡିଲେ ବୁଡୁ ପଛେ ଅବା
ମଦୁଆର ମଦ ମହତ୍ଵ.......!!
ଯେତେ ଭଲ ଖାଦ୍ୟ ଦିଅ କି ନଦିଅ
ମଦ ପାଶେ ମନ ଛଟପଟ.....
ମଦୁଆ ପାଇଁ ତ ଅବକାରୀ ଯେତେ
ଦରମାରେ ତାଙ୍କ…
Read More...
Read More...
***ବୋଉ***
ବୋଉ ମୋର ପଖାଳ କଂସା
ବୋଉ ମୋର ସକଳ ଆଶା ।
ବୋଉ ମୋର ମୁଖର ଭାଷା
ବୋଉ ମୋର ସାହା ଭରସା ।
ବୋଉ ମୋର ଅନ୍ଧାରେ ଦୀପ
ବୋଉ ମୋର ଶିକ୍ଷା ପ୍ରଦୀପ ।
ବୋଉ ମୋର ସର୍ବ ସଂପଦ
ବୋଉ ମୋର ଓଁକାର ଶବ୍ଦ ।
ବୋଉ ମୋର ପବିତ୍ର ନଈ…
Read More...
Read More...
***ବିରହ ବିଳାପ***
ତୁମେ ତ ଆସିଲ ମୋ ପ୍ରେମ ପଥରେ
ଭସା ବାଦଲଟି ହୋଇ.....
କେଉଁଠି ବରଷି ମେଣ୍ଟାଇଲ ତୃଷା
କୋଉଠି ତ ମରୁ ଭୂଇଁ....!!
ତୁମେ ତ ଆସିଲ ମୋ ପ୍ରେମ ପଥରେ
ଗୋଲାପ କୁସୁମ ହୋଇ.....
କା' ଶେଯରେ ତୁମେ ହସିଲ ନାଚିଲ
କଣ୍ଟା ହେଲ…
Read More...
Read More...
ଐତିହାସିକ ତାକରଡ଼ା ଗୁଳିକାଣ୍ଡର ୭୬ ବର୍ଷ ପୂର୍ତ୍ତି। ଚାଷୀ ଆନ୍ଦୋଳନକୁ ତେଜୀୟାନ କରୁଛି ତାକରଡ଼ାର ଶହିଦ୍ ବେଦୀ ।
ସ୍ୱାଧୀନତାପ୍ରାପ୍ତି ପାଇଁ ସଂଗ୍ରାମ ସହ ସ୍ୱାଧୀନତା ପରେ ମଧ୍ୟ ବହୁ ଗଣସଂଗ୍ରାମ ହୋଇଛି । ସ୍ୱାଧୀନତାପରେ ମଧ୍ୟ ସାଧାରଣମଣିଷ ର ଜୀବନଜୀବିକା କୃଷକ ଶ୍ରମିକ କ୍ଷେତମୁଲିଆ ଶ୍ରେଣୀ ତାଙ୍କ ସର୍ବନିମ୍ନ ଦାବୀ ଓ ଅଧିକାର ପାଇଁ…
Read More...
Read More...
***ତୁମ ଗାଁ***
ତୁମ ଗାଁ ଚହଟୁଛି ମଲ୍ଲୀ ଫୁଲ ବାସେ
ବସନ୍ତରେ କୋଇଲିଟା କୁହୁ କୁହୁ ଭାଷେ ।
ସୁନ୍ଦର ସରଳ ତୁମ ଗାଁ ର ମଣିଷ
ଲାଗେ ସବୁ ଆପଣର ମୁହଁ ହସ ହସ ।
ତୁମ ଗାଁ ଟିକି ନଈ କୁଳୁ କୁଳୁ ବହେ
ସବୁଜ ସୁନ୍ଦର କ୍ଷେତ ଜନମନ ମୋହେ ।…
Read More...
Read More...
***ମୁଁ ବିଦଗ୍ଧ ପ୍ରେମିକ***
ପ୍ରେମିକା ଭାବିଣ ହୃଦେ ସାଇତିବି
କରୁଥିବି ସ୍ମୃତି ତୁମ ଚାରଣ....
ତୁମେ ଜହ୍ନ ହୋଇ ଉଇଲେ ଗଗନେ
ଦେଖୁଥିବ ମୋର ବେନି ନୟନ ।
ନିତି ପ୍ରଭାତରେ ଫୁଲ ହୋଇ ଡାଳେ
ଫୁଟିଲେ ସୁଗନ୍ଧେ ହେବି ତନ୍ମୟ....
ଶୀତ ହୋଇ କେବେ ଛୁଇଁଲେ…
Read More...
Read More...
ଅଧିକାର।
ବୋଲଗଡ଼,୨୦/୦୫(ପିପିଟି): ସାଧାରଣତଃ ଗ୍ରାମାଞ୍ଚଳ ମାନଙ୍କରେ ପୋଖରୀ ମାଛ ମାରିସାରିଲା ପରେ ଗ୍ରାମବାସୀ ମାନଙ୍କ ମଧ୍ୟରେ ମାଛ ବଣ୍ଟନ କରାଯାଇଥାଏ। ମାଛ ବଣ୍ଟନ କଲାବେଳେ କାହା ଭାଗରୁ ଟିକିଏ କମ ହୋଇଯାଇଥାଏ ସେହି ବ୍ୟକ୍ତି ଜଣକ…
Read More...
Read More...
***କାଳ ବୈଶାଖୀ***
ଆକାଶରେ ନୂଆ ମେଘ ମାରେ ଘନେ ବିଜୁଳି
ପବନ ବହୁଛି ଖରେ ଉଡ଼େ ପତ୍ର ଭୂ-ଧୂଳି !!
ବୃକ୍ଷ ଶାଖା ନାଚେ ଶୁଭେ ପବନର ଝଙ୍କାର
ସନ୍ଧ୍ୟାକାଶେ ମେଘ ବର୍ଷା ଚାରି ଆଡେ଼ ଅନ୍ଧାର !!
ଦାଣ୍ଡେ ଉଡ଼େ ଚାଳ ଟିଣ ଭାଙ୍ଗେ ବୃକ୍ଷ ପ୍ରଶାଖା…
Read More...
Read More...
***ମିଠା କଥା***
ମିଠା କଥା ପଦେ କୁହନ
କହି ପାରିଲେ ମଉନ ରୁହ
ନ ହେଲେ ଘରକୁ ଯାଅ....!!
ହାଡଶୁଳା କଥା ଥାଉ
କିମ୍ପା ହୁଅ ହାଉ ଯାଉ
ତୁମ ଟାଣ କଥା ଚୁଲିକି ଯାଉ...!!
ପର ନିନ୍ଦା ପର ଚର୍ଚ୍ଚା
ତୁଛାଟାରେ ବୁଦ୍ଧି ଖର୍ଚ୍ଚା…
Read More...
Read More...