Browsing Category

ସାହିତ୍ୟ

***କ୍ଷମତା ଓ କ୍ଷମତାର ଅପବ୍ୟବହାର ***

କ୍ଷମତା ଯାହା ପାଖରେ ଅଛି ସମସ୍ତେ ତାଙ୍କୁ ଖାତିରି କରନ୍ତି। ମୁଣ୍ଡିଆ ମାରନ୍ତି। ସେ ଯାହା କହିଲେ 'ହଁ' ମାରନ୍ତି। ଗାଳି କଲେ ବି ମୁଣ୍ଡ ପାତି ସହ୍ୟ କରନ୍ତି। କ୍ଷମତା ବିଭିନ୍ନ ପ୍ରକାର ହୋଇପାରେ। ରାଜନୈତିକ କ୍ଷମତା, ଅମଲା…
Read More...

***ଦର୍ପଣ***

ଧନୀ କି ଗରିବ ନାହିଁ ଭେଦାଭେଦ ଘରେ ଘରେ ଶୋଭା ଦର୍ପଣ.... ପିଲା ହେଉ ବୁଢା ସବୁରି ଆଦର ଦର୍ପଣରେ ମୁଖ ଦର୍ଶନ.....!! ସବୁଠି ଛଳନା ଅଛି ପ୍ରବଞ୍ଚନା ଦର୍ପଣରେ ନାହିଁ ପ୍ରତିବାଦ.... ବୟସର ଛାପ ଅବିକଳ ଦୃଶ୍ୟ ଦର୍ଶାଏ…
Read More...

ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନୟକ ।

ମହାନ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳି ଗୁମ୍ମା ଠାରେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପଦଲାମ ନାୟକ । ପଦଲାମ ନାୟକ ଥିଲେ…
Read More...

***ଡଷ୍ଟବିନ୍***

ଆମେ ସହର ବଜାର ସବୁଠି ଡଷ୍ଟବିନ୍ ରଖାଯାଇଥିବା ଦେଖୁ। ସେଥିରେ ଘରର ସମସ୍ତ ବର୍ଜ୍ୟବସ୍ତୁ ଫୋପାଡୁ। ଆଉ ସେହି ବର୍ଜ୍ଯ ବସ୍ତୁକୁ ଡଷ୍ଟବିନ୍ ରୁ ସଂଗୃହିତ କରି ସଫେଇ କର୍ମଚାରୀମାନେ ସକାଳେ ଆସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଜମା…
Read More...

ଜାତୀୟ ଗଣମାଧ୍ୟମ ଦିବସର ଅନୁଚିନ୍ତା ।

ନଭେମ୍ବର ୧୬ ତାରିଖକୁ ପ୍ରତି ବର୍ଷ ଆମେ ଜାତୀୟ ପ୍ରେସ ଦିବସ ଭାବେ ଭାରତରେ ପାଳନ କରାଯାଇଥାଏ l୧୯୬୬ ମସିହା ୧୬ ତାରିଖ ଦିନ ଭାରତୀୟ ପ୍ରେସ କାଉନସିଲଗଠିତ ହେଲା ପରେ ଭାରତର ପୂର୍ନତନ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ୩୦ତମ…
Read More...

***କବିର ପରିଭାଷା***

ହୃଦୟର ଭାଷା ନିଖୁଣ ଭାବରେ କବିତାରେ ରୂପ ଦେଇ.... ବ୍ଯକ୍ତ ଯେ କରିବ ବାସ୍ତବ ସ୍ବରୂପ କବି ବୋଲି ତାଙ୍କୁ କହି....!! କବି ହେବା ପାଇଁ ଶବ୍ଦର ଜ୍ଞାନ ରହିଥିବ ମସ୍ତିଷ୍କରେ.... ତେବେ ଯାଇ ଧୈର୍ଯ୍ଯ ସାହସ ବାନ୍ଧିବ…
Read More...

***ଆ.କା.ମା.ବୈ***

(ଆ)ରେ ଆଷାଢ (କା) ରେ କାର୍ତ୍ତିକ (ମା) ରେ ମାର୍ଗଶିର ମାସ.... (ବୈ)ରେ ବୈଶାଖ ନାମ ଠିକ ଠିକ ବୋଇତ ବନ୍ଦାଣେ ଘୋଷ.....!! କାର୍ତ୍ତିକ ପୂର୍ଣ୍ଣିମା ବ୍ରହ୍ମ ମୁହୂର୍ତ୍ତରେ ଓଡ଼ିଆଣୀ ନାରୀ ଉଠି..... ସୁଦ୍ଧ ସ୍ନାନ…
Read More...

***ଶିଶିର ଭିଜା ଶୀତ ସକାଳ***

ମୁକ୍ତ ବୃକ୍ଷ ଡାଳେ ବସିଣ ବିହଙ୍ଗ ସକାଳ ସୂଚନା ପାଇ.... ମଙ୍ଗଳ ସ୍ତବକେ ଆହ୍ବାନ କରନ୍ତି ଊଷା ନାମ ଗାଇ ଗାଇ....!! ପୂରୁବ ଗଗନେ ଫାଟଇ ସିନ୍ଦୁରା ସବିତା ଉଇଁବା ପାଇଁ.... ରକ୍ତିମ ଆଭାରେ ପୂର୍ବ ଦିଗ ଶୋଭା ବିଚିତ୍ର…
Read More...

***(ହଁ) ଟି***

ତୁ କହିଲେ ହେଲା ମୁଁ ଏମିତି ପିଲା ଆଣିଦେବି କଇଁ ଫୁଲ ତୋଳି ସାତ ତାଳ ପାଣି ପହଁରି ପହଁରି ମୋ ଜୀବନ ପଛେ ଗଲେ ଗଲା...!! ଭଲ ପାଉଅଛି ସେ ଝିଅକୁ ବୋଲି ଡେଣା ବିନା ଉଡେ ଆକାଶରେ ବିନା ପୂର୍ଣ୍ଣିମାରେ ଜହ୍ନକୁ ଦେଖଇ…
Read More...

***ପ୍ରୀତିର ପହିଲି ଚିଠି***

ଯଉବନ ଯେବେ ଛୁଇଁଲା ଜୀବନେ ପ୍ରେମରେ ପଡିଲି ମୁହିଁ.... ସେ ଝିଅକୁ ମନେ ଭଲ ମୁଁ ପାଇଲି କହିତ ପାରିଲି ନାହିଁ.....!! ତା ଆଖିରେ ଆଖି ମିଶିଯାଏ ଯେବେ ଲାଜରେ ସେ ଚାହେଁ ନାହିଁ.... ହସି ଦେଇ ଟିକେ ଚାଲଯାଏ ଧୀରେ ପଦେ…
Read More...