Browsing Category

ସାହିତ୍ୟ

***ଏଇତ ଜୀବନ***

କେବେ ଦୁଃଖ ଆସିଲେ ଦୁଇ ଟୋପା ଲୁହ ଝରିଯାଏ ଆଉ ସ୍ବଳ୍ପ ପ୍ରାପ୍ତିରେ ମିଠା ମିଠା ହସ ମହୁ ହୋଇ ନିଗିଡ଼ି ପଡେ କାହାର ଟାଣ କଥା ଶୁଣି ମଥା ଗରମ ହୋଇ ଯାଏ ଏଇତ ଜୀବନ.....!! ଜୀବନର ମାନେ ହେଲା କର୍ମ - ଧର୍ମ-ଆଉ…
Read More...

***ଦୂର ପାହାଡ***

ଦୂର ପାହାଡ ଲାଗେ ଅତି ସୁନ୍ଦର ସେ ପାହାଡ଼େ ଘସି ହୁଏ ମେଘ ଆସେ ଯେବେ ବର୍ଷା ଦିନ ଝରଣା ତା ଗାଏ ଗୀତ ବର୍ଷା ଛୁଆଁରେ ଶୁଷ୍କ ନଦୀ ପାଏ ଜୀବନ୍ୟାସ କୁଆଁରୀ କନିଆ....!! ବସନ୍ତରେ ଦୂର ବଣ କେଡେ ମନୋହର ବିମଣ୍ଡିତ…
Read More...

***ଭଲ ଲୋକ***

ଭଲ ଲୋକ ହେବି ବୋଲି ମୁଁ ମଦ ପାନ କରିନି.... ଜୁଆ ଖେଳି ନି ଝିଅ ପଛରେ ଗୋଡାଇ ନି କି ମିଛ କହି ନାହିଁ.....!! ମଦ ପିଉନି ବୋଲି ବହୁ ମଦୁଆ ମୋତେ ଦେଖି ଈର୍ଷା କରନ୍ତି/ସମାଲୋଚନା କରନ୍ତି ଆଉ ବିପକ୍ଷରେ ପଛରେ…
Read More...

***ସଜନୀ ପାଇଁ ପଦେ***

ମଲେ ମୁଁ ସଜନୀ କରିବୁନି ଦୁଃଖ ତୋ ଖୁସିରେ ଦିନ ବଞ୍ଚେ.... ମଲା ପରେ କିଏ ଜାଣୁଅଛି କିସ ବନ୍ଧନ କାଟିନି ଇଞ୍ଚେ...!! ଖାଇଛି ତୋ ହାତୁ କେତେ ରନ୍ଧା ଦ୍ରବ୍ୟ ଅଲଣା ଲୁଣିଆ ସ୍ବାଦ.... କ୍ଷୀର ପିଠା ଖଟା ରାଗ ଯେ ତିଅଣ…
Read More...

ଜନ୍ମାଷ୍ଟମୀର ମହତ୍ତ୍ୱ।

ବୋଲଗଡ଼,୨୬/୦୮(ପିପିଟି):କିମ୍ବଦନ୍ତୀ ଅନୁସାରେ କଂସ ସମେତ ଅନ୍ୟ ଦାନବମାନଙ୍କୁ ନିପାତ କରିବାଉଦ୍ଦେଶ୍ୟରେ ଦ୍ୱାପର ଯୁଗରେ ଭାଦ୍ରଵ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମାନବ ରୂପରେ ମହାପ୍ର ଭୁଧରାବତରଣ କରିଥିଲେ ।ଦେବକୀଙ୍କ…
Read More...

***ସ୍ବାର୍ଥର ହାଟରେ ସଂପର୍କ ସଉଦା***

ସବୁଠି ଅଛି ସ୍ବାର୍ଥ ନିସ୍ବାର୍ଥ କେହି ନାହିଁ ଏ ଧରାରେ ଯିଏ କହୁଛି: ନିଜକୁ ନିସ୍ବାର୍ଥୀ ସେ ସଂପର୍କର ସ୍ବାଦ ଚାଖି ନାହିଁ କିବା ଛଳନାର ଆଶ୍ରୟରେ ଆବୃତ୍ତ ମାତ୍ର....!! ପିତା ମାତା:ବିନା ସ୍ବାର୍ଥରେ ପିଲାକୁ ଜନ୍ମ…
Read More...

***ଦୁର୍ବଳ***

ବୟସ ବଢ଼ିବା ସାଥେ ସାଥେ ମୁଁ ଏକା ହୋଇ ଯାଉଛି ମୋ ଚାରି ପାଶେ ଲୋକଙ୍କ ଗହଳ ତଥାପି ମୁଁ ନିଜକୁ ନିର୍ଜନ ନିବାସୀ....!! ମନେ ହୁଏ ମୁଁ ଏବେ ଅଲୋଡା ହୋଇଗଲି କି ମନେ ମନେ ଅନେକ ପ୍ରଶ୍ନ କାହିଁକି କେଜାଣି ବୃକ୍ଷ ଟା…
Read More...

*ଗାଁ କୁ ସୁନ୍ଦର*

ଗାଁ କୁ ସୁନ୍ଦର ଧାନ କ୍ଷେତ ଯେବେ ଧଳା ଧଳା ବଗ ବସଇ.... କାର୍ତ୍ତିକ ପ୍ରବେଶେ ମିଠା ମିଠା ଶୀତ ଦେହକୁ ଟିକିଏ ଛୁଅଁଇ.....!! ଗାଁ କୁ ସୁନ୍ଦର ଦେଉଳର ବାନା ଫର ଫର ଯେବେ ଉଡଇ.... ଗାଁ ବୁଢ଼ା ଯେତେ ସଞ୍ଜରେ ଏକାଠି…
Read More...

***ଇନ୍ଦ୍ରଧନୁ***

ବର୍ଷା ଋତୁରେ ଆକାଶ ବକ୍ଷରେ ଟାଣି ହୁଏ ସାତ ଗାର.... ସାତଟି ରଙ୍ଗର ସମାହାର ଯେଣୁ ଇନ୍ଦ୍ରଧନୁ ନାମ ତା'ର.....!! ସୂର୍ଯ୍ୟ କିରଣ ବର୍ଷା ବିନ୍ଦୁ ପରେ ପତିତ ହୋଇଲେ ପୁଣି..... ବିପରିତ ଦିଗେ ଦେଶେ ଇନ୍ଦ୍ରଧନୁ ଅତି…
Read More...

ଗୁରୁ ପୂର୍ଣ୍ଣିମା ବା ବ୍ୟାସ ପୂର୍ଣ୍ଣିମା ବା ଆଷାଢ ପୁର୍ଣିମା।

ଖୋର୍ଦ୍ଧା,୨୧/୦୭(ପିପିଟି): ଗୁରୁ ପୂର୍ଣ୍ଣିମା ପ୍ରଥା ବହୁ ପୁରାତନ ଯୁଗରୁ ଚାଲିଆସୁଛି ଯାହା କି ବର୍ତ୍ତମାନ ସୁଦ୍ଧା ଆମେ ପାଳନକରି ଆସୁଛେ। ଆଷାଢ଼ ପୂର୍ଣ୍ଣିମା, ଯାହାକୁ ସନାତନ ହିନ୍ଦୁ ସଂସ୍କୃତିରେ ପବିତ୍ର ଗୁରୁ…
Read More...