Browsing Category
ଜିଲ୍ଲା
ଭଞ୍ଜନଗରର ପ୍ରିୟବ୍ରତ ପାଲକ ପାଇଲେ ଓଏଏସ ।
ଭଞ୍ଜନଗର,୦୯/୧୦(ପିପିଟି): କଥାରେ ଅଛି ପଢ଼ିବାର ଆଗ୍ରହ ଓ ଇଛା ଶକ୍ତି ଥିଲେ ଜଣେ ଛାତ୍ର ଦିନେ ନା ଦିନେ ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ସେହିଭଳି ଜଣେ ଛାତ୍ର ଆଜି ତାଙ୍କ ନିଜ…
Read More...
Read More...
ଭଞ୍ଜନଗର ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ ।
ଭଞ୍ଜନଗର,୦୯/୧୦(ପିପିଟି): ଦୀର୍ଘ ଦିନ ପରେ ବିଭିନ୍ନ ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦର ବିଭିନ୍ନ ସମୁଦାୟ ସକାଶେ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି।ଯାହାକୁ ନେଇ ଚାରିଆଡେ ଉତ୍କଣ୍ଠା ଦେଖାଦେଇଛି। ପ୍ରକାଶିତ ତାଲିକା…
Read More...
Read More...
ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବୀରେ କୋଦଳା ଠାରେ ରାସ୍ତାରୋକ।
କୋଦଳା,୦୯/୧୦(ପିପିଟି): ଗତ କାଲି ଅପରାହ୍ନ ୩ଟା ସମୟରେ କୋଦଳା ଥାନା ଅନ୍ତର୍ଗତ ମଠସରସିଂ ଗ୍ରାମ ନିକଟରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଗୁଞ୍ଜବାଳା ଗ୍ରାମର ଅମୁଲ୍ୟ ରାଉତ ନାମକ ଜଣେ ବିଦ୍ୟୁତ କର୍ମଚାରୀଙ୍କ…
Read More...
Read More...
ବ୍ରହ୍ମପୁର ସହରର ସମରଜିତ ତ୍ରିପାଠୀ, ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ।
ବ୍ରହ୍ମପୁର ,୦୯/୧୦(ପିପିଟି):ବ୍ରହ୍ମପୁର ସହରର ଖୋଡାସିଂ ଅଲେଖନଗର ପ୍ରଥମ ଲେନର ସରୋଜ କୁମାର ତ୍ରିପାଠୀ, ସସ୍ମିତା ଦେଵୀଙ୍କ ସୁପୁତ୍ର ସମରଜିତ୍ ତ୍ରିପାଠୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୪ତମ ସ୍ଥାନ ରଖି କୃତକାର୍ଯ୍ୟ…
Read More...
Read More...
ତିର୍ତ୍ତୋଲ ବ୍ଳକର ଆସନ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା।
ତିର୍ତ୍ତୋଲ,୦୯/୧୦(ପିପିଟି); ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ତିର୍ତ୍ତୋଲ ବ୍ଲକର ଅଧ୍ଯକ୍ଷ ପଦ ଅସଂରକ୍ଷିତ ରହିଛି। ସେହିଭଳି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପାଇଁ ମଧ୍ଯ ସଂରକ୍ଷଣ…
Read More...
Read More...
ଗୋପବନ୍ଧୁ ଜୟନ୍ତୀରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ ।
ଭଞ୍ଜନଗର,୦୯/୧୦(ପିପିଟି):ଗୋପବନ୍ଧୁ ଜୟନ୍ତୀ ପାଳନ ଅବସରରେ ସମାଜରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କିନୀ ଇମ୍ଫୋଟେକ ତରଫରୁ ଶନିବାର ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
Read More...
Read More...
ପଞ୍ଚାୟତ ନିର୍ବାଚନ ପାଇଁ ସାନଖେମୁଣ୍ଡି ବ୍ଲକ ସଂରକ୍ଷଣ ତାଲିକା ପ୍ରସ୍ତୁତ ।
ସାନଖେମୁଣ୍ଡି,୦୯/୧୦(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସାନଖେମୁଣ୍ଡି ବ୍ଲକର ଅଧ୍ଯକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଞ୍ଚାୟତର ସରପଞ୍ଚ ଓ ସମିତି…
Read More...
Read More...
ପଞ୍ଚାୟତ ନିର୍ବାଚନ ପାଇଁ ପୁରୁଷୋତ୍ତମପୁର ବ୍ଲକର ସଂରକ୍ଷିତ ତାଲିକା ପ୍ରକାଶିତ।
ବ୍ରହ୍ମପୁର, ୦୯/୧୦(ପିପିଟି): ପୁରୁଷୋତ୍ତମପୁର ବ୍ଲକର ସଂରକ୍ଷିତ ତାଲିକା ପ୍ରକାଶ ପାଇଛି। ଅଧ୍ୟକ୍ଷ ପଦ ଅଣସଂରକ୍ଷିତ ରହିଛି। ସରପଞ୍ଚ ଓ ସମିତି ପାଇଁ ସଂରକ୍ଷିତ ତାଲିକା ପ୍ରକାଶିତ ପରେ ରାଜନୈତିକ ଚଳଚଞ୍ଚଳ ଆରମ୍ଭ…
Read More...
Read More...
ବୋଲଗଡ଼ ବ୍ଳକର ସଂରକ୍ଷଣ ତାଲିକା।
ବୋଲଗଡ଼,୦୯/୧୦(ପିପିଟି):ବୋଲଗଡ ବ୍ଳକର ପ୍ରତ୍ୟେକ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଅଛି। ମୋଟ ୧୯ଟି ଗ୍ରାମ ପଞ୍ଚାୟତ ସରପଞ୍ଚ ପାଇଁ ଯଥାକ୍ରମେ ଅସରଳାଦଳ ଅଣସଂରକ୍ଷିତ, ଆରିକିମା ମହିଳା,କଡବ ମହିଳା,କଳାଙ୍ଗ…
Read More...
Read More...
ପଞ୍ଚାୟତ ନିର୍ବାଚନ ପାଇଁ କବିସୂର୍ଯ୍ୟନଗର ବ୍ଲକ ସଂରକ୍ଷଣ ତାଲିକା ପ୍ରକାଶ।
କବିସୂର୍ଯ୍ୟନଗର,୦୯/୧୦(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। କବିସୂର୍ଯ୍ୟନଗର ବ୍ଲକର ଅଧ୍ଯକ୍ଷ ପଦ ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିଭଳି ପଞ୍ଚାୟତର ସରପଞ୍ଚ ଓ…
Read More...
Read More...