Browsing Category
ଜିଲ୍ଲା
ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ; ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ ।
ସାନଖେମୁଣ୍ଡି,୨୨/୧୦(ପିପିଟି): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଦିଗପହଣ୍ଡି - ଆସିକା ମୁଖ୍ୟ ରାସ୍ତା ଶ୍ରୀଚନ୍ଦନପୁର ସାମନ୍ତରାୟପୁର ଛକରେ ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।…
Read More...
Read More...
ମୁହାଁମୁହିଁ ବାଇକ ଧକ୍କାରେ ଦୁଇ ଚାଳକ ଗୁରୁତର ।
ଭଞ୍ଜନଗର,୨୨/୧୦(ପିପିଟି): ଭଞ୍ଜନଗର ଥାନା ଅଧୀନ ପଇତା ଗାଁ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ପଇତା ଗାଁ ର ଵୃଦ୍ଧିଆ ନାୟକ (୪୨) ଓ ଟୁନା ଗୌଡ଼…
Read More...
Read More...
ବେଲଗୁଣ୍ଠାରେ ଗଜଲକ୍ଷ୍ମୀ ପୂଜା ପାଳନ ।
ବେଲଗୁଣ୍ଠା,୨୨/୧୦(ପିପିଟି): ବେଲଗୁଣ୍ଠା ମୁଖ୍ୟ ସଡ଼କ ଶୁଖୁଆ ହାଟ ଏବଂ ବସ ଷ୍ଟାଣ୍ଡ ଠାରେ ମା ଗଜଲକ୍ଷ୍ମୀଙ୍କ କୋଭିଡ କଟକଣା ନିୟମ ଅନୁଯାୟୀ ପୂଜା କାର୍ଯ୍ୟ ଆରମ୍ଭ ହୋଇଛି । ପୁଜା ମଣ୍ଡପ ରେ ବହୁ ଶ୍ରଦ୍ଧାଳୁ ମା' ଙ୍କ ଦର୍ଶନ…
Read More...
Read More...
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଶାଖାର ସମ୍ମିଳନୀ ଅନୁଷ୍ଠିତ ।
ପୋଲସରା,୨୨/୧୦(ପିପିଟି): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପୋଲସରା ଶାଖାର ସମ୍ମିଳନୀ ପାଟିଗଡ ରୋଡ ସ୍ଥିତ ଯୋଗାସନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ ପ୍ରାରମ୍ଭରେ ପାର୍ଟିର ବରିଷ୍ଠ ଗୌରହରି ବିଷୋୟୀ ପାର୍ଟି…
Read More...
Read More...
ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୬୭।
ଭୁବନେଶ୍ବର ୨୨/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୬୭। ପଜିଟିଭ ସଂଖ୍ୟା ୧୦,୩୭,୫୨୩ ଚିହ୍ନଟ ହୋଇଛନ୍ତି ୧୦,୨୪,୪୨୨ ଜଣ ସୁସ୍ଥ ହୋଇଥିବା ବେଳେ ୪,୭୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୦୧ ଜଣଙ୍କର ମୃତ୍ୟୁ…
Read More...
Read More...
ସୁବର୍ଣ୍ଣପୁର ହରଗୌରୀ ଯାତ୍ରାର ପ୍ରମୁଖ ଆକର୍ଷଣ ହର ନିମନ୍ତ୍ରଣ ଅନୁଷ୍ଠିତ ।
ଉଲୁଣ୍ଡା,୨୧/୧୦(ପିପିଟି): ସୁବର୍ଣ୍ଣପୁର ସହରର ପ୍ରସିଦ୍ଧ ହରଗୌରୀ ଯାତ୍ରା ପାଇଁ ଆଜି ହରଙ୍କୁ ନିମନ୍ତ୍ରଣ କରାଯାଇ ଗତ ଦିନକ ପୂର୍ବରୁ ପୂଜାମଣ୍ଡପରେ ବିଜେ କରିଥିବା ଗୌରୀଙ୍କ ପାର୍ଶ୍ବରେ ଉପବିଷ୍ଟ କରିବା ପରେ ଏବେ…
Read More...
Read More...
ଉଲୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଧନଦାତ୍ରୀ ଦେବୀ ମାଁ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଉତ୍ସବ ମୁଖର ।
ଉଲୁଣ୍ଡା,୨୧/୧୦(ପିପିଟି): ମହିଷାମର୍ଦିନୀ ମାଁ ଦୁର୍ଗା ଙ୍କର ପ୍ରତ୍ୟାଗମନ ପରେ ପରେ ମାଁ ଗଜଲକ୍ଷ୍ମୀଙ୍କ ଆଗମନ ହୋଇଥିବାରୁ ସହରଠୁ ଆରମ୍ଭ କରି ପୁରପଲ୍ଲୀ ପର୍ଯ୍ୟନ୍ତ ସବୁଠି ଭକ୍ତ ମାନଙ୍କ ମନରେ ଆନନ୍ଦ ଉଲ୍ଲାସ ପରିଲକ୍ଷିତ…
Read More...
Read More...
ପରମାନନ୍ଦ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ।
ବୋଲଗଡ଼,୨୧/୧୦(ପିପିଟି): ସ୍ଥାନିୟ ପରମାନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଗୁରୁବାର ଏକାଦଶ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜ୍ଞାପନ କରାଯାଇଛି। ବିଦ୍ୟାଳୟରେ କଳା, ବିଜ୍ଞାନ,…
Read More...
Read More...
ଭଞ୍ଜନଗର ଠାରେ ଶହୀଦ ଜ୍ୟୋତିକୁ ଶ୍ରଦ୍ଧାଞ୍ଜଳି ।
ଭଞ୍ଜନଗର,୨୦/୧୦(ପିପିଟି): ଗତ ୧୯୭୧ ମସିହାରେ ହୋଇଥିବା ଭାରତ ପାକିସ୍ତାନ ଯୁଦ୍ଧରେ ଭାରତ ବିଜୟର ୫୦ବର୍ଷ ପାଳନ ଅବସରରେ ଶହୀଦ ବୀର ଅମର ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସେହି ବିଶେଷ ମୁହୂର୍ତ୍ତକୁ ସ୍ମରଣୀୟ କରିବା…
Read More...
Read More...
ଫେରାର ଅପରାଧୀଙ୍କୁ ଟାର୍ଗେଟ କରି ଗୁଜୁରାଟ ପୋଲିସ ଭଞ୍ଜନଗରରେ; ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ।
ଭଞ୍ଜନଗର,୨୦/୧୦(ପିପିଟି): ଗୁଜୁରାଟର ସୁରଟ ସମେତ ଅନ୍ୟ କେତେକ ସ୍ଥାନରୁ ଚିଟଫଣ୍ଡ ଭଳି ବହୁ ସଂସ୍ଥା ସାଧାରଣ ଗରୀବ ଓ ଅସହାୟ ଲୋକଙ୍କୁ ଠକି କୋଟି କୋଟି ଟଙ୍କା ଲୁଟି ନେଇଥିବା ବେଳେ ଆଉ କେତେକ ଦୁର୍ଦ୍ଦାନ୍ତ ଅପରାଧୀ ସେଠାରେ…
Read More...
Read More...