Browsing Category

ଜିଲ୍ଲା

ଫୁଟବଲ ମ୍ୟାଚର ଫଳାଫଳକୁ ନେଇ ଉଭୟ ଗୋଷ୍ଠୀ ଭିତରେ ବାଦ ବିବାଦ ଓ ମାର୍‌ପିଟ୍; ପଥର ସାହାଯ୍ୟରେ ଆକ୍ରମଣ ।

କନ୍ଧମାଳ,୦୫/୧୧(ପିପିଟି):ଫୁଟବଲ ମ୍ୟାଚରେ ହାରଜିତକୁ ନେଇ ଗଣ୍ଡଗୋଳ। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ଘଟିଛି, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡାଠାରେ । ଏଠାରେ ଏକ ପଞ୍ଚାୟତ ସ୍ତରୀୟ…
Read More...

ଗ୍ରାମରେ ଦୀପାବଳି ପାଳନ କରୁ ଥିବାବେଳେ ହଠାତ୍ ଅଗ୍ନିକାଣ୍ଡଘଟି ଦୁଇ ବଖରା ଘର ଭସ୍ମୀଭୂତ।

ବେଗୁନିଆ,୦୫/୧୧(ପିପିଟି): ସମସ୍ତେ ଆନନ୍ଦ ଉଲ୍ଲାସର ସହିତ ଦୀପାବଳି ପାଳନ କରୁଥିବା ସମୟରେ ଘଟିଚି ଅଘଟଣ । ଏଭଳି ଏକ ହସଖୁସିର ମହୋଲ ଭିତରେ ଦୁଃଖର ପାହାଡ଼ ଭାଙ୍ଗି ଯାଇଛି । ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ମାଣତୀର ଗ୍ରାମର…
Read More...

ସଞ୍ଜୟ କୁମାର ପାତ୍ର ହେଲେ ଧରାକୋଟ ବ୍ଳକ ବିଜେଡି ସଭାପତି।

ଧରାକୋଟ, ୦୫/୧୧(ପିପିଟି): ଆଗମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତିଙ୍କ ନାମ ଘୋଷଣା କରାଯାଇଛି। ବିଜେଡି ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବ୍ଲକ ଓ ନଗର…
Read More...

ଭୁଲ ଇଞ୍ଜେକ୍ସନ ଡାକ୍ତର ଦେବାରୁ ରୋଗୀର ମୃତ୍ୟୁକୁ ନେଇ ଉତ୍ତେଜନା ଜାରୀ: ୫୯ ଜାତୀୟ ରାଜପଥ ରାସ୍ତାରୋକ ।

ବାଲିଗୁଡ଼ା,୦୫/୧୧(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ଗୁରୁବାର ରାତି ରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗ କରିଛନ୍ତି। ବାଲିଗୁଡା…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୭୦।

ଭୁବନେଶ୍ବର ୦୫/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୭୦। ପଜିଟିଭ ସଂଖ୍ୟା ୧୦,୪୨,୯୪୩ ଚିହ୍ନଟ ହୋଇଛନ୍ତି ୧୦,୩୦,୮୮୯ ଜଣ ସୁସ୍ଥ ହୋଇଥିବା ବେଳେ ୩,୬୫୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୫୦ ଜଣଙ୍କର ମୃତ୍ୟୁ…
Read More...

ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଦାବିରେ ତହସିଲ ସମ୍ମୁଖରେ କୃଷକ ସଭାର ଆମରଣ ଅନଶନ ଜିଲ୍ଲାପାଳଙ୍କ ଲିଖିତ…

ଏରସମା,୦୪/୧୧(ପିପିଟି):ଚଳିତ ବର୍ଷ ସେପ୍ଟେମ୍ବର ୧୩ରୁ ଲଘୁଚାପଜନିତ ପ୍ରଳୟଙ୍କାରୀ ଓ ମୂଷାଳଧାରାରେ ବର୍ଷା ଫଳରେ ଜଳବୁଡିରେ ଥିବା ଏରସମା ବ୍ଲକକୁ ସମ୍ପୂର୍ଣ୍ଣ ଧୋଇ ଅଞ୍ଚଳ ଘୋଷଣା ଓ ଚାଷୀକୁ ଏକର ପିଛା ୨୦୦୦୦ ଟଙ୍କା…
Read More...

କୋଦଳା ଏନ୍ଏସି ର ମିଶନ ଜିରୋ ଜିପିଏସ କାର୍ଯ୍ୟକ୍ରମ ।

କୋଦଳା,୦୪/୧୧(ପିପିଟି): ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳଙ୍କ ଆଦେଶ ଅନୁଯାଇ (ଜିରୋ ଜିପିଏସ ସପ୍ତାହ )ପ୍ରତ୍ୟକ ରାସ୍ତାଘାଟ ରେ ପଡ଼ିଥିବା ଜରି, ପ୍ଲାଷ୍ଟିକ ଓ ମାଟିକୁ ସମ୍ପୂର୍ଣ ଭାବେ ସଫା କରିବାକୁ କହିଥିବା ବେଳେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୫୧।

ଭୁବନେଶ୍ବର ୦୪/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୧। ପଜିଟିଭ ସଂଖ୍ୟା ୧୦,୪୨,୭୭୩ ଚିହ୍ନଟ ହୋଇଛନ୍ତି ୧୦,୩୦,୪୪୨ ଜଣ ସୁସ୍ଥ ହୋଇଥିବା ବେଳେ ୩,୯୩୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୪୭ ଜଣଙ୍କର ମୃତ୍ୟୁ…
Read More...

ବିଶ୍ଵକର୍ମା ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ।

ବାଲିଗୁଡା,୦୩/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ଠାରେ ନିର୍ମାଣ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗ ଦେଇ ଥିଲେ। ବୈଠକରେ…
Read More...

ଛେଚା ଖାଇଲେ ଦୁଇ ବାଇକ ଲୁଟେରା, ଜଣେ ଫେରାର ।

ଭଞ୍ଜନଗର,୦୩/୧୧(ପିପିଟି): ଭଞ୍ଜନଗର ଅଞ୍ଚଳରେ ଦିନକୁ ଦିନ ବାଇକ ଓ ସାଇକେଲ ଚୋରି ବୃଦ୍ଧି ପାଇବାରେ ଲାଗିଛି।ଲୁଟେରାମାନେ ଜନ ଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରୁ ଦିନ ଦ୍ଵି ପହରରେ ନିର୍ଦ୍ୱନ୍ଦରେ ଚୋରୀ କରି ଖସି ଯାଉଛନ୍ତି।…
Read More...