Browsing Category

ଜିଲ୍ଲା

ରେଞ୍ଜରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ।

ଉଲୁଣ୍ଡା,୦୯/୧୨(ପିପିଟି): ଉଲୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟର ରେଞ୍ଜର ଶିବ ପ୍ରସାଦ ନାଏକଙ୍କୁ ବିଦାୟ କାଲୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରକାଶ ଯେ ଶ୍ରୀଯୁକ୍ତ ନାୟକଙ୍କୁ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ରେଞ୍ଜକୁ ବଦଲି…
Read More...

ତିଳେଶ୍ୱର ଓ ବାଦୁଆ ମୌଜା ଗ୍ରାମବାସୀଙ୍କ ଫସଲ କ୍ଷୟକ୍ଷତି ନେଇ ତହସିଲଦାରଙ୍କୁ ଦାବିପତ୍ର ।

ସାନଖେମୁଣ୍ଡି,୦୯/୧୨(ପିପିଟି): ଗତ ଲଘୁଚାପଜନିତ ଲଗାଣ ବର୍ଷା ପରେ ଜୱାଦ ବାତ୍ୟା ଜନିତ ବର୍ଷା ଓ ତାପରେ ପୁଣି ଲଘଚାପ ଜନିତ ବର୍ଷା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଛି । ଧାନ ଫସଲ ର ଅକଳନୀୟ କ୍ଷତି ହୋଇଥିବା ଚାଷୀ ପ୍ରକାଶ…
Read More...

କୁରାଳ ପଞ୍ଚମୀ ଅବସରରେ କୁରାଳ ପୂଜା ଅନୁଷ୍ଠିତ ।

ଉଲୁଣ୍ଡା,୦୯/୧୨(ପିପିଟି): ପବିତ୍ର କୁରାଳ ପଞ୍ଚମୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଉଦେପଦର ଲିମ୍ବପାଲି ଠାରେ କୁମ୍ଭାର ସମାଜର ବ୍ଲକ ସ୍ତରୀୟ କୁରାଳ ପୁଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି କୁରାଲ ସମାଜର ମହିଲା…
Read More...

ଫସଲ କ୍ଷତିର ତୁରନ୍ତ ଆକଳନ ଓ ଉପଯୁକ୍ତ କ୍ଷତିପୂରଣ ପାଇଁ ତହସିଲଦାରଙ୍କୁ ସ୍ମାରକ ପତ୍ର ।

ଜଗନ୍ନାଥପ୍ରସାଦ,୦୯/୧୨(ପିପିଟି): କ୍ରାନ୍ତିକାରୀ କୃଷକ ସଭା ଜଗନ୍ନାଥପ୍ରସାଦ ବ୍ଳକ କମିଟି ପକ୍ଷରୁ ଅଦିନିଆ ଲଘୁଚାପ ଜନିତ ବର୍ଷାରେ ଜଗନ୍ନାଥପ୍ରସାଦ ବ୍ଲକରେ ଚାଷୀମାନଙ୍କ ଅବସ୍ଥା ଅତି ଦୟନୀୟ ହୋଇଯାଇଛି । ଧାନ ଫସଲ ବିଲରେ…
Read More...

ମାନବିକ ଅଧିକାର ।

(ଆଲେଖ୍ଯ:କେଶବ ଚନ୍ଦ୍ର ନାୟକ,ଏମ.ଏ,ସମାଜ ବିଜ୍ଞାନ) ଦ୍ବିତୀୟ ଯୁଦ୍ଧ ପରେ ହିଁ ମାନବ ଅଧିକାର ସଂପର୍କରେ ଗୁରୁତର ଭାବେ ଚିନ୍ତା କରାଗଲା । ୧୯୪୫ ମସିହାକେ ମିଳିତ ଜାତି ସଂଘ ପ୍ରତିଷ୍ଠା ବେଳେ ଏହାର ପ୍ରସ୍ତାବନା…
Read More...

ମହିଳା ସ୍ୱୟଂ ସହାୟକ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ ।

ବ୍ରହ୍ମପୁର,୦୯/୧୨(ପିପିଟି): ଛତ୍ରପୁର ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳା ସଦସ୍ୟା ମାନେ ନିଜକୁ ବହୁ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଥଇଥାନ, ଗରୀବ ଅସହାୟ…
Read More...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ ।

ସାନଖେମୁଣ୍ଡି,୦୯/୧୨(ପିପିଟି):ଆଗାମୀ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟିରେ ରଖି ସାନଖେମୁଣ୍ଡି ବିଜେପି ପକ୍ଷରୁ ବୁଧବାର ବୁଦ୍ଧେଶ୍ଵର୍ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଭଞ୍ଜନଗର ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ।

ଭଞ୍ଜନଗର,୦୯/୧୨(ପିପିଟି): ଭଞ୍ଜନଗର ଥାନା ପରିସରରେ ଏକ ଭବ୍ୟ ପରିବେଶ ମଧ୍ୟରେ ବୁଧବାର ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭଗବାନ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପିତଳ ପ୍ରତିମାକୁ ନବ ନିର୍ମିତ…
Read More...

ଦୁବାଇ ଫେରନ୍ତାଙ୍କ ଦାୟିତ୍ବହୀନତା; ଲଣ୍ଡେଇ ସାହିକୁ ମିନି କଣ୍ଟେନମେଣ୍ଟ ଜୋନ ଘୋଷଣା ।

ଭଞ୍ଜନଗର,୦୯/୧୨(ପିପିଟି): ଦୀର୍ଘଦିନ ପରେ କରୋନା ଠାରୁ ନିସ୍ତାର ମିଳିଥିବାରୁ ଜନ ସାଧାରଣ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥିବା ବେଳେ ଏବେ ପୁଣି କରୋନା ଫେରିଥିବାରୁ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହାକୁ ରୋକିବାକୁ…
Read More...

ପାଟପୁର ପୁଲିସ ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ୪କୋଟି ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଗଲା ।

ସାନଖେମୁଣ୍ଡି,୦୯/୧୨(ପିପିଟି): ଗଞ୍ଜାମ ଜିଲ୍ଲା ଏସପି ବ୍ରିଜେଶ ରୟ ଙ୍କ ନିର୍ଦେଶ କ୍ରମେ ପାଟପୁର ଥାନା ପୁଲିସ ପକ୍ଷରୁ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି । ସକାଳ ସମୟ ଠାରୁ ଅପରାହ୍ନ ସମୟ ପଯ୍ୟନ୍ତ ପାଟପୁର ଥାନାର…
Read More...