Browsing Category

ଜିଲ୍ଲା

ବିଜେଡିର ମିଶ୍ରଣ ପର୍ବ ଓ ଉନ୍ନୟନ କାର୍ଯ୍ଯର ଉଦ୍‌ଘାଟନ।

କବିସୂର୍ଯ୍ଯ ନଗର, ୨୦/୧୨(ପିପିଟି): ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଆଜି ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକର ବୋଲସର, ବାଲ୍ୟାସରା ପଞ୍ଚାୟତରେ ଆସିକା ବିଜୁ ଜନତା ଦଳର ମିଶ୍ରଣ ପର୍ବ,ବିଭିନ୍ନ…
Read More...

ପୂଣ୍ୟକର୍ମ ସେବା ସଂଗଠନ ତରଫରୁ ତୃତୀୟବାର୍ଷିକ ପ୍ରତିଭା ସମ୍ମାନ।

ବେଗୁନିଆ,୨୦/୧୨(ପିପିଟି): ବେଗୁନିଆ ବ୍ଳକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପୂଣ୍ୟକର୍ମ ସେବା ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ…
Read More...

ଆଜି ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିରୁ ଧାନ କ୍ରୟ ଆରମ୍ଭ ।

ମାଲକାନଗିରି,୨୦/୧୨(ପିପିଟି):ଆଜି ବହୁବାଦ ବିବାଦ ସତ୍ବେ ଧାନ ମଣ୍ଡିରେ ଧାନ କ୍ରୟ ଲ୍ଯାମ୍ପ କର୍ମଚାରୀମାନେ ଆରମ୍ଭ କରିଛନ୍ତି । ସୋମବାର ଦିନ ୧୪ ଗୋଟି ଧାନ ମଣ୍ଡିଥିବାରୁ ସବୁ ମଣ୍ଡିଗୁଡିକୁ କ୍ରିୟାଶୀଳ କରାଯାଇଛି ।…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୮୬।

ଭୁବନେଶ୍ବର ୨୦/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୮୬ ପଜିଟିଭ ସଂଖ୍ୟା ୧୦,୫୩,୦୨୦ ଚିହ୍ନଟ ହୋଇଛନ୍ତି ୧୦,୪୨,୭୦୧ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୨୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୫ ଜଣଙ୍କର ମୃତ୍ୟୁ…
Read More...

ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ସେନମୁଖ୍ୟ ବିପିନ ରାୱତ ଓ ସେନା କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ।

ସୁବର୍ଣ୍ଣପୁର,୧୯/୧୨(ପିପିଟି):ଆଜି ସ୍ୱଚ୍ଛଭାରତ ସଂଗଠନ ସୋନପୁର/ମନମୁଣ୍ଡା ପକ୍ଷରୁ ସହିଦ ସେନମୁଖ୍ୟ ବିପିନ ରାୱତ ଓ ସେନା କର୍ମଚାରୀମାନଙ୍କ ଉଦ୍ଧେଶ୍ୟରେ ସ୍ଥାନୀୟ ତ୍ରିବେଣୀ ସଙ୍ଗମ ସୁବର୍ଣ୍ଣମେରୁ ମନ୍ଦିର ପରିସରରେ ଏକ…
Read More...

ସାନଖେମୁଣ୍ଡି ଛଣାମେରୀ ଗ୍ରାମ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ।

୧୯/୧୨(ପିପିଟି): ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଛଣମେରି ଗ୍ରାମପଞ୍ଚାୟତ ରେ ଆଜି ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଉତ୍ସବରେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇ…
Read More...

ଭଞ୍ଜନଗର ଏନ୍ଏସି ଓ ବ୍ଲକରେ ସ୍ମାର୍ଟ କାର୍ଡ଼ ବାଣ୍ଟିଲେ ମନ୍ତ୍ରୀ ଆରୁଖ ।

ଭଞ୍ଜନଗର,୧୯/୧୨(ପିପିଟି):ଭଞ୍ଜନଗର ଏନଏସିର ୩ଟି ୱାର୍ଡ ଓ ବ୍ଲକର କେତେକ ପଞ୍ଚାୟତରେ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର…
Read More...

ଜିପିଏ ଚକ୍ଷୁ ଚିକିତ୍ସା ଶିବିରରେ ୧୨୫ରୋଗୀଙ୍କ ଚିକିତ୍ସା ଓ ୧୫ଜଣଙ୍କ ଅସ୍ତ୍ରୋପଚାର ।

ଭଞ୍ଜନଗର,୧୯/୧୨(ପିପିଟି): ଭଞ୍ଜନଗର ଅଞ୍ଚଳରେ ଚକ୍ଷୁ ରୋଗୀଙ୍କ ଚିକିତ୍ସା ପାଇଁ ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ…
Read More...

ବରିଷ୍ଠ କଂଗ୍ରେସ ନେତା ଭଜରାମ ପୋଲାଇଙ୍କ ପରଲୋକ ।

ଶେରଗଡ,୧୯/୧୨(ପିପିଟି):ଶେରଗଡ଼ ବ୍ଲକର ଜଣା ଶୁଣା ବରିଷ୍ଠ କଂଗ୍ରେସ ନେତା ଭଜରାମ ପୋଲାଇଙ୍କ ୯୭ ବର୍ଷ ବୟସରେ ଆଜି ସକାଳ ୧୧:୩୦ ମିନେଟ ସମୟରେ ନିଜ ପୈତୃକ ବାସଭବନ ଠାରେ ଦେହାନ୍ତ ଘଟଥିଲା । ସେ ୧୯୬୩ ମସିହାରେରେ କଂଗ୍ରେସ…
Read More...

ବିପଦର ବନ୍ଧୁ ଗଞ୍ଜାମ ତରଫରୁ କର୍କଟ ରୋଗୀଙ୍କ ପରିବାରକୁ ସହାୟତା ।

ଶେରଗଡ,୧୯/୧୨(ପିପିଟି):ଶେରଗଡ଼ ହାଡ଼ିଚିରା ଗ୍ରାମର ବିନ ସେଠୀ ଆଜକୁ ଏକ ବର୍ଷ ହେଲା ମୁଖଗହ୍ଵର କର୍କଟ ରେ ପୀଡ଼ିତ ହେଉଛନ୍ତି । ତାଙ୍କର ସ୍ତ୍ରୀ, ପୁଅ ଓ ଝିଅ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ପୁଅ ଅଷ୍ଟମ ଓ…
Read More...