Browsing Category

ଜିଲ୍ଲା

କୁଲାଙ୍ଗୀ ଗ୍ରାମରେ ଚୋରି ଘଟଣାରେ ୧୦ ଗିରଫ ।

ବେଲଗୁଣ୍ଠା,୨୮/୧୨(ପିପିଟି): ଗତ ୨୨ ତାରିଖ ରାତିରେ ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଗ୍ରାମରେ ଘଟିଥିବା ଏକ ଚୋରି ଘଟଣାର ପର୍ଦ୍ଦାଫାସ୍ କରିଛି ଗାଙ୍ଗପୁର ପୁଲିସ । ଗତ ୨୩ ତାରିଖରେ ଚୋରି ସମ୍ପର୍କରେ ଗାଙ୍ଗପୁର ପୋଲିସ୍…
Read More...

ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ, ପୈତୃକ ଘର ସମେତ ୪ ଜାଗାରେ ଚଢ଼ଉ ଜାରି ।

ବ୍ରହ୍ମପୁର, ୨୮/୧୨(ପିପିଟି): ଭିଜିଲାନ୍ସ ପଞ୍ଝାରେ ପଡ଼ିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ବଂଶୀଧର ସେଠୀ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ବ୍ରହ୍ମପୁର ଗ୍ରାମୀଣ କାର୍ଯ୍ୟ ଉନ୍ନୟନ ବିଭାଗ-୨ କନିଷ୍ଠ…
Read More...

ନେହେରୁ ଯୁବ କେନ୍ଦ୍ର ତରଫରୁ ବିଭିନ୍ନ ସ୍ଥାନରେ ଯୁବ ସଚେତନତା କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୨୮/୧୨(ପିପିଟି): ଯୁବକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହିତ ଶୃଙ୍ଖଳିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଆନୂକୂଲ୍ଯରେ ଗଞ୍ଜାମ ଜିଲ୍ଳା ନେହେରୁ ଯୁବ କେନ୍ଦ୍ର ତରଫରୁ…
Read More...

ଦର୍ଶନୀୟ ସ୍ଥାନ ତପ୍ତପାଣିର ଉନ୍ନତି କରଣ ସକାଶେ ଜିଲ୍ଲାପାଳଙ୍କ ଗୁରୁତ୍ୱ ।

ଛତ୍ରପୁର,୨୮/୧୨(ପିପିଟି):ଗଞ୍ଜାମ ଜ଼ିଲ୍ଲାର ଉଷ୍ମପ୍ରବଣ ଜଳଉତ୍ସ ଅଞ୍ଚଳ ତପ୍ତପାଣିର ଉନ୍ନତି କରଣ ସକାଶେ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁତ୍ୱ ଆରୋପ କରିଛନ୍ତି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆଜି…
Read More...

ଆସିକା ଚିନି କଳର ଆଧୁନିକୀକରଣ ହେବ – ଜିଲ୍ଲାପାଳ।

ଛତ୍ରପୁର,୨୮/୧୨(ପିପିଟି): ଆସିକା ଠାରେଥିବା ଚିନି ଶିଳ୍ପର ଆଧୁନିକୀକରଣ କରିବାନେଇ ଜିଲ୍ଲାପାଳ ବିଜୟ ଅମ୍ବୃତା କୁଲାଙ୍ଗେ ପରିଚାଳନା ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଆସିକା ଚିନିଶିଳ୍ପ…
Read More...

ବୋଲଗଡ଼ ବ୍ଲକ ସଂରକ୍ଷଣ ତାଲିକା।

ବୋଲଗଡ,୨୮/୧୨(ପିପିଟି):ବୋଲଗଡ଼ ବ୍ଲକ ର ପ୍ରତେକ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଛି। ମୋଟ୍ ୧୯ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ପାଇଁ ଯଥାକ୍ରମେ ଅସରଳା ମହିଳା,ଆରିକିମା ଅଣସଂରକ୍ଷିତ, କଡବ…
Read More...

ଭଞ୍ଜନଗର ଠାରେ ୩ଦିନିଆ ଆଜାଦି କା ଅମୃତ ମହୋତ୍ସବର ପ୍ରସ୍ତୁତି ବୈଠକ ।

ଭଞ୍ଜନଗର,୨୭/୧୨(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଜିଲ୍ଲା ପ୍ରଶାସନ ଓ ସଂସୃତି ପରିଷଦ ଗଞ୍ଜାମ ର ମିଳିତ ସହଯୋଗରେ ଭଞ୍ଜନଗର ଏନ.ଏ.ସି ଟାଉନ ହଲ ଠାରେ ଆଜାଦି କା…
Read More...

ପାରିବାରିକ ଝଗଡ଼ାରୁ କିରୋସିନ ଢାଳି ହୋଇ ମହିଳାଙ୍କ ଆତ୍ମହତ୍ୟା ।

ସାନଖେମୁଣ୍ଡି,୨୭/୧୨(ପିପିଟି): ପାରିବାରିକ ଝାଗଡାକୁ କେନ୍ଦ୍ରକରି ଜଣେ ମହିଳା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳ ୮ ଘଣ୍ଟ ସମୟରେ ଏହି ଘଟଣା ଘଟିଛି । ମୃତ ମହିଳା ପାଟପୁର ଥାନା…
Read More...

ବିଜେପି ଗଞ୍ଜାମ ଜିଲ୍ଲା ତରଫରୁ ଏମ.କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ ।

ବ୍ରହ୍ମପୁର, ୨୭/୧୨(ପିପିଟି): ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ତରଫରୁ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲର ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏମ.କେ.ସି.ଜି ( ଏମ.ସି.ଏଚ ) ଅଧ୍ୟକ୍ଷଙ୍କ ସହିତ…
Read More...

ପୋଖରୀରେ ମାଛ ଚାଷକୁ ନେଇ ଛିଣ୍ଡୁନି ବିବାଦ,ନ୍ଯାୟ ଅପେକ୍ଷାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ।

ମାଲକାନଗିରି,୨୭/୧୨(ପିପିଟି): ପୋଖରୀରେ ମାଛ ଚାଷ କରି ହନ୍ତସନ୍ତ ହେଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରଶାସନକୁ ଗୁହାର କରି ଚାରିବର୍ଷ ବିତିଗଲାଣି, ମହିଳାମାନଙ୍କୁ ମିଳୁନି ନ୍ୟାୟ, ଶୁଣୁ ନାହିଁ ଜିଲ୍ଲା ପ୍ରଶାସନ ଏବଂ…
Read More...