Browsing Category

ଜିଲ୍ଲା

ପୋଖରୀରେ ବୁଡ଼ି ବୃଦ୍ଧ ମୃତ ।

ବେଲଗୁଣ୍ଠା,୨୯/୧୨(ପିପିଟି): ଗାଙ୍ଗପୁର ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମରେ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହେବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ପ୍ରକାରେ କେନ୍ଦୁପଦର ଗ୍ରାମର ନକୁଳ ପଲେଇ…
Read More...

କ୍ଷତ୍ରିୟବରପୁର କଲେଜରେ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ।

ବେଲଗୁଣ୍ଠା,୨୯/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ କ୍ରସ ତରଫରୁ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଉଦ୍‌ଘାଟନ କରି ଅଧ୍ୟକ୍ଷ…
Read More...

ଅଜାଦି କା ଅମୃତ ମହୋତ୍ସବ ଉଦଘାଟିତ: ମନ ମୋହିଲା ଢୁମ୍ପା ବାଦ୍ୟ ଓ ମହିଳା ରଣପା ନୃତ୍ୟ ।

ଭଞ୍ଜନଗର,୨୯/୧୨(ପିପିଟି): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଲୋକ ସଙ୍ଗୀତ, ଦାସକାଠିଆ ଓ ପାଲାକୁ ନେଇ ଅଜାଦି କା ଅମୃତ ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଯାଇଛି।ଏଥିରେ…
Read More...

ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୨୧।

ଭୁବନେଶ୍ବର ୨୯/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୧ ପଜିଟିଭ ସଂଖ୍ୟା  ୧୦,୫୪,୩୮୧ ଚିହ୍ନଟ ହୋଇଛନ୍ତି ୧୦,୪୪,୨୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୯୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୭ ଜଣଙ୍କର ମୃତ୍ୟୁ…
Read More...

ଅଜଣା ଗାଡି ଧକ୍କାରେ ଜଣେ ଗୁରୁତର ।

ଭଞ୍ଜନଗର,୨୮/୧୨(ପିପିଟି) : ଭଞ୍ଜନଗର - ବେଲଗୁଣ୍ଠା ରାସ୍ତାର ତନରଡା ନିକଟରେ ଅଜଣା ଗାଡି ଧକ୍କାରେ ଭଞ୍ଜନଗର ମୋଚି ସାହିର କେ.କାର୍ତ୍ତିକେଶ୍ୱର ଗୁରୁତର ଆହତ ହୋଇଛନ୍ତି। କାର୍ତ୍ତିକେଶ୍ୱର ମଙ୍ଗଳବାର ସନ୍ଧ୍ୟା ସମୟରେ ଚାଲି…
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେଉଛନ୍ତି ବହୁତ ରୋଗୀ ।

ଛତ୍ରପୁର,୨୮/୧୨(ପିପିଟି): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ ଅନେକ ପରିବାର । ରାଜ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ଏହା ଜନ ମଙ୍ଗଳ ଯୋଜନା । ଏହି…
Read More...

ପଶୁ ମାନଙ୍କ ପ୍ରତି ଅତ୍ୟାଚାର ରୋକିବା ପାଇଁ ଜିଲ୍ଲା ସ୍ତରୀୟ କମିଟି ଗଠନ,ପଶୁ ସମ୍ପଦର ସୁରକ୍ଷା ସକାଶେ ସମସ୍ତ ପ୍ରକାର…

ଛତ୍ରପୁର,୨୮/୧୨(ପିପିଟି) : ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତଥିବା ପଶୁ ସୁରକ୍ଷା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ପ୍ରୋତ୍ସାହନ ଦିଆଯିବ । ଜିଲ୍ଲାର ପଶୁ ସମ୍ପଦ ସୁରକ୍ଷା ସକାଶେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା…
Read More...

ପିକନିକ ସ୍ପଟର ସୌନ୍ଦର୍ଯ୍ୟ କରଣ  ବାଉଁଶ ପୋଲ ।

ମାଲକାନଗିରି,୨୮/୧୨(ପିପିଟି): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗରାଜ ଗୁମ୍ମା ନିକଟରେ ଏକ  ଝରଣା କୁଳୁ କୁଳୁ ନାଦରେ ପ୍ରବାହିତ ହୋଇ ଜନମନ ଆକର୍ଷିତ କରୁଥିବା ବେଳେ ଏହାକୁ ପିକନିକ ସ୍ପଟ…
Read More...

ଇ-ଫାଇଲିଙ୍ଗ ଷ୍ଟେସନ ଉଦଘାଟନ ଓ ଭର୍ଚୁଆଲ ଏବଂ ଭଲନେରେବୁଲ ଡିପୋଡିସନ କୋର୍ଟର ଶୁଭାରମ୍ଭ ।

ମାଲକାନଗିରି,୨୮/୧୨(ପିପିଟି): ସକାଳ ୮.୩୦ ମି. ସମୟରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୂରଲୀଧର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ନୂତନ ଭାବେ ନିର୍ମିତ କୋର୍ଟ ପରିସରରେ ଇ-ଫାଇଲିଙ୍ଗ ଷ୍ଟେସନ ତାଲିମ ଶିବିରକୁ…
Read More...

ରାଜ୍ୟସ୍ତରୀୟ ୫୯ତମ ବାର୍ଷିକ ଅଧିବେଶନ, ଓଡିଶା ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ ।

ବ୍ରହ୍ମପୁର, ୨୮/୧୨(ପିପିଟି): ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ୫୯ ତମ ବାର୍ଷିକ ଅଧିବେଶନ ଉଦଯାପନୀ ଉତ୍ସବ ୨୦୨୨ ବର୍ଷ ନିମନ୍ତେ ସଂଘ ନୂତନ କର୍ମକର୍ତ୍ତା ହେବା ସହିତ ବିଦ୍ୟୁତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା…
Read More...