Browsing Category

ଜିଲ୍ଲା

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ଅନୁଷ୍ଠିତ।

ଯାଜପୁର,୩୧/୧୦(ପିପିଟି): ଆଜି ଭାରତ ରତ୍ନ, ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ 'ଏକତା ଦୌଡ଼' ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ…
Read More...

ବିଶିଷ୍ଟ ଗବେଷକ ଓ ଶିକ୍ଷାବିତ୍ ଗୌରୀ ଶଙ୍କର ମିଶ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକଛାୟା।

ପୋଲସରା,୩୧/୧୦ (ପିପିଟି) :ଓଡ଼ିଶାର ବିଶିଷ୍ଟ ଗବେଷକ ଗୌରୀ ଶଙ୍କର ମିଶ୍ର ୮୮ ବର୍ଷ ବୟସରେ ଆସ୍କା ସହର ବାଣୀବିହାର ବାସ ଭବନରେ ସ୍ଵର୍ଗାରୋହଣ କରିଛନ୍ତି। ପବିତ୍ର କାର୍ତ୍ତିକ ମାସ ୩୦ ତାରିଖ ଗୁରୁବାର ଅଷ୍ଟମୀ ତିଥି ଦିବସରେ…
Read More...

ମିଶନ୍ ଜ୍ୟୋତି ଟ୍ରଷ୍ଟ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ।

ଯାଜପୁର,୩୧/୧୦(ପିପିଟି):ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ସାଧାରଣ ଲୋକଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ବିଭିନ୍ନ ପ୍ରକାର ସୁଵିଧାମାନ କରିଥାଆନ୍ତି। ତଥାପି ସେଇ ବ୍ୟବସ୍ଥା ଭିତରୁ ଅନେକ ଯୋଗ୍ୟ ହିତାଧିକାରୀ…
Read More...

କୋଦଳା ଓ ବେଗୁନିଆପଡା ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ।

ବେଗୁନିଆପଡା,୩୧/୧୦(ପିପିଟି): ଶୁକ୍ରବାର ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସରକାର ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି । ଏହି ଏକତା ଦିବସ ଅବସରରେ ରନ ଫର ୟୁନିଟକୁ ମଜବୁତ କରିବା ପାଇଁ ଓଡିଶା…
Read More...

ଛାଡିଗଲା ମେଘ,ଦେଇଗଲା ଦୁଃଖ,ପାଣିରେ ଭାସୁଛି ପାଚିଲା ଧାନ,ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ବେଗୁନିଆପଡା,୩୧/୧୦(ପିପିଟି) :ସାମୁଦ୍ରିକ ଝଡ଼ ମୋନ୍ଥା ର ପ୍ରଭାବ ରେ ଲଗାଣ ବର୍ଷା ବନ୍ଦ ହୋଇଯାଇଥିଲେ ସୁଦ୍ଧା ଚାଷୀଙ୍କ ଚିନ୍ତା କମୀନାହିଁ,ଅତ୍ୟଧିକ ବର୍ଷା ଯୋଗୁ ପାଚିଲା ଧାନ ଗଛ ତଳେ ପଡିଯାଇ ତାରି ଉପରେ ପାଣି ସୁଅ କାଟି…
Read More...

୧୨୦ ଗ୍ରାମ ସୁନା ଓ ୪.୫ ଲକ୍ଷ ଟଙ୍କା ଜବତ, ୩ ଗିରଫ

ମାଲକାନଗିରି,୩୦/୧୦(ପିପିଟି):ଜଣେ ସୁନା ଦୋକାନୀ ଠାରୁ ସୁନା ଗହଣା ଓ ନଗଦ ଟଙ୍କା ଛଡ଼ାଇ ନେବା ଘଟଣାରେ ମାଲକାନଗିରି ପୋଲିସ ୧୨୦ ଗ୍ରାମ ସୁନା ସହିତ ୪.୫ ଲକ୍ଷ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
Read More...

ଗାଙ୍ଗପୁର ପୋଲିସ୍ ପକ୍ଷରୁ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ।

ବେଲଗୁଣ୍ଠା,୩୦/୧୦(ପିପିଟି):ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ୍ ଙ୍କ ଶତବାର୍ଷିକୀ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ…
Read More...

ବ୍ଲକ କରିଥିବା ରୋଷେଇ ଶାଳ କାର୍ଯ୍ୟକୁ ଭାଙ୍ଗିଲା ଏନ୍ଏସି,ସାମାନ୍ୟ ବର୍ଷାରେ ଭିତରେ ପାଣି;ଭକ୍ତଙ୍କ ଅସନ୍ତୋଷ ।

ବ୍ରହ୍ମପୁର,୩୦/୧୦(ପିପିଟି):କୋଦଳା ଦଣ୍ଡିଶ୍ୱର ମନ୍ଦିର ରେ ବ୍ରାହ୍ମଣ ଭୋଜନ ପାଇଁ ନିର୍ମାଣ ହୋଇଥିବା ରୋଶେଇ ଶାଳ ର ଅବ୍ୟବସ୍ଥା ପାଇଁ ଭକ୍ତଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି ।ଭକ୍ତ ଏବଂ ସେବାୟତଙ୍କ ଅନୁରୋଧ ରକ୍ଷାକରି…
Read More...

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ।

ବାଲିଗୁଡ଼ା, ୩୦/୧୦:(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଦିବସ…
Read More...

ସାଇବର କ୍ରାଇମ ରୋକିବାକୁ ସଚେତନତା ଆବଶ୍ୟକ ।

ଭଞ୍ଜନଗର, ୩୦/୧୦(ପିପିଟି ):ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ…
Read More...