Browsing Category

ଜିଲ୍ଲା

ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେ ସେଣ୍ଟର ବନ୍ଦ, ଗ୍ରାହକ ହନ୍ତସନ୍ତ ।

କନ୍ଧମାଳ, ୦୧/୧୧ (ପିପିଟି): ସ୍ୱୟଂ ସହାୟକ ଗୋଷ୍ଟି ର ଆର୍ଥିକ ବିକାଶ ନିମନ୍ତେ ସରକାର ଙ୍କ ଅନୁମୋଦନ କ୍ରମେ ୨୦୨୩ ମସିହାରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ…
Read More...

୪ଦିନ ପରେ ନିଖୋଜ ମହିଳାଙ୍କ ମୃତ ଦେହ ଉଦ୍ଧାର ।

ଭଞ୍ଜନଗର, ୦୧/୧୧(ପିପିଟି ):ଭଞ୍ଜନଗର ଥାନା ବିରିକୋଟ ଗ୍ରାମ ନିକଟରେ ଥିବା ଜଙ୍ଗଲି ନାଳରେ ଭାସିଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଥିଲେ।ଏହାର ୪ଦିନ ପରେ ଆଜି ଗାଁ ଠାରୁ କିଛି ଦୂରରେ ଥିବା ନାଳରୁ ମହିଳାଙ୍କ ମୃତ ଦେହ ଠାବ…
Read More...

ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ଦନ୍ତାହାତୀର ମୃତ୍ୟୁ।

ଭଞ୍ଜନଗର, ୦୧/୧୧(ପିପିଟି ):ପୁଣି ଏକ ହାତୀର ମୃତ୍ୟୁ ଘଟିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିରିକୋଟ ନିକଟସ୍ଥ ବଣିଆପଲ୍ଲୀ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟର ଘଟିଛି ଏଭଳି…
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉପଲକ୍ଷେ ଗଣ ଦୌଡ଼ ।

ମାଲକାନଗିରି, ୩୧/୧୦(ପିପିଟି):ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଉପଲକ୍ଷେ ଏକ ଗଣଦୌଡ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ…
Read More...

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ ସଭା।

ଯାଜପୁର,୩୧/୧୦(ପିପିଟି): ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପ୍ରଶାସନ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ସମୂହ ଶପଥ ପାଠ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
Read More...

ଗଲେ ଦାଦନ ହୋଇ, ଫେରିଲେ ଶବ ହୋଇ ।

ପୋଲସରା ,୩୧/୧୦(ପିପିଟି): ପରିବାର ପ୍ରତିପୋଷଣ ପାଇଁ ଗଲେ ଦାଦନ ହୋଇ ଫେରିଲେ ଶବ ହୋଇ। ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୩ ନମ୍ବର ଓ୍ବାର୍ଡର ଅନିଲ ଜେନା (୨୯) ଦେଢ଼ ବର୍ଷ ଧରି ଚେନ୍ନାଇର ଏକ ଘରୋଇ…
Read More...

ସୁବର୍ଣ୍ଣପୁରରୁ ବାହାରିଲା କାଳିଆ ତୁଳସୀ ଯାତ୍ରା ରଥ ।

ସୁବର୍ଣ୍ଣପୁର ,୩୧/୧୦(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରୁ ଶ୍ରୀକ୍ଷେତ୍ର ପୁରୀ କୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ନିମନ୍ତେ ପଦ୍ମ ଓ ଗେଣ୍ଡୁଫୁଲ ସହିତ ତୁଳସୀ ଲାଗି ହେବାପାଇଁ…
Read More...

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଦିବସରେ ଏକତା ଦୌଡ଼ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୩୧/୧୦(ପିପିଟି):ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼ ସୁବର୍ଣ୍ଣପୁର ସ୍ଥିତ ରୟାଲ ପଡିଆ ଠାରୁ ଆରମ୍ଭ ହୋଇ ବ୍ଲକ ଛକ, ଆମ୍ବେଦକର ଛକ, ଉପ…
Read More...

ପ୍ରାଚୀନ ଶୈବ ପୀଠ ଶ୍ରୀ କୋଶଳେଶ୍ୱର ମନ୍ଦିର ର ଉନ୍ନତି ଲାଗି କମିଟି ଗଠନ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ସୁବର୍ଣ୍ଣପୁର ,୩୧/୧୦(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ସ୍ଥିତ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବାବା କୋଶଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ର ଉନ୍ନତି ମୂଳକ କାର୍ଯ୍ଯ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
Read More...

ଭଞ୍ଜନଗର ପୋଲିସ୍ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ।

ଭଞ୍ଜନଗର, ୩୧/୧୦(ପିପିଟି ):ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ସମସ୍ତ ଥାନାରେ ଅକ୍ଟୋବର ୩୧ ରାଷ୍ଟ୍ରୀୟ ଏକତା ଦିବସକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ଏହି ପରିପ୍ରେକ୍ଷୀରେ ମହାପୁରୁଷ ସର୍ଦ୍ଦାର ବଲ୍ଲଭଭାଇ…
Read More...