Browsing Category

ଜିଲ୍ଲା

ଵନସୁରକ୍ଷା ସମିତିର ବନୀକରଣ କାର୍ଯ୍ୟକ୍ରମ ।

ବେଲଗୁଣ୍ଠା,୩୦/୦୯(ପିପିଟି): କୁଡୁତାଇ ପଞ୍ଚାୟତ କପିଳପଲ୍ଲୀ ବନସୁରକ୍ଷା ସମିତି ପକ୍ଷରୁ ପଥପ୍ରାନ୍ତ ବନୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ର ଖାଲିସ୍ଥାନ ଓ ଘର ସମ୍ମୁଖରେ ବୃକ୍ଷରୋପଣ କରି ଏହାର ସୁରକ୍ଷା…
Read More...

ବୋଲଗଡ଼ରେ ଗଡିଲା ଅହିଂସା ରଥ ।

ବୋଲଗଡ଼,୩୦/୦୯(ପିପିଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ଅହିଂସା ରଥ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ସୁସ୍ଥ ସୁନ୍ଦର କରିବା, ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତିକୁ ଗ୍ରହଣ କରିବାର…
Read More...

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୋଦଳା ପୋଲିସର ଫ୍ଲାଗମାର୍ଚ୍ଚ।

କୋଦଳା,୨୯/୦୯(ପିପିଟି):ପବିତ୍ର ଦଶହରା ପର୍ବରେ ଜଗତଜନନୀ ମା ଦୁର୍ଗାଦେବୀଙ୍କ ଆଗମନକୁ ଦୃଷ୍ଟି ରେ ରଖି ଟ୍ରାଫିକ ନିୟନ୍ତ୍ରଣ ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନେଇ କୋଦଳା ପୋଲିସ ତତ୍ପର ହୋଇ ଉଠିଛି । ଗୁରୁବାର ସନ୍ଧ୍ୟା…
Read More...

ମୁନିଗାଡ଼ିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ।

ବେଲଗୁଣ୍ଠା,୨୯/୦୯(ପିପିଟି): ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମପଂଚାୟତ ଠାରେ ସରପଞ୍ଚ ସବିତା ସ୍ୱାଇଁ ଏବଂ ସମାଜସେବୀ ସନ୍ତୋଷ କୁମାର ସ୍ଵାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ମାଗଣା ଚକ୍ଷୁ ଚିକିତ୍ସା…
Read More...

ଶାରଳା ବସ ଦୁର୍ଘଟଣାଗ୍ରସ୍ତ; ବର୍ତ୍ତିଲେ ସମସ୍ତ ଯାତ୍ରୀ ।

ଭଞ୍ଜନଗର,୨୯/୦୯(ପିପିଟି): ବୁଧବାର ରାତି ପ୍ରାୟ ସାଢ଼େ ୩ଟା ସମୟରେ ଭଞ୍ଜନଗର ଥାନା ଅନ୍ତର୍ଗତ ଜାମପଲି ଛକ ରାସ୍ତା କଡରେ ଥିବା ଏକ ପାଚେରୀକୁ ଘରୋଇ ଯାତ୍ରୀବାହୀ ବସ ଶାରଳା ଧକ୍କା ଦେବା ଫଳରେ ବାମ ପାର୍ଶ୍ଵରେ ବସିଥିବା କିଛି…
Read More...

ଜେଲ ପଡ଼ିଆ ଠାରେ ୧୫୧କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ।

ଭଞ୍ଜନଗର,୨୯/୦୯(ପିପିଟି): ଭଞ୍ଜନଗର ନିକଟ ତନରଡ଼ା ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମ ଆନୁକୂଲ୍ୟରେ ସ୍ଥାନୀୟ ଜେଲ ପଡ଼ିଆ ଠାରେ ବୈଦିକ ରୀତିରେ ଏକ ୧୫୧କୁଣ୍ଡିୟ ମହାଯଜ୍ଞର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀବତ୍ସ ଗୋ-ରକ୍ଷା ଆଶ୍ରମର…
Read More...

ଜମିକୁ ଜୋରଜବରଦସ୍ତ ହାତେଇବାକୁ ଉଦ୍ୟମ : ଜମିରେ ହଳ କରି ନଷ୍ଟ କରିଦେଲେ ଫସଲ ।

ବାଲିଗୁଡା,୨୮/୦୯(ପିପିଟି): ନିର୍ବାଚନ ସମୟର ରାଗ ସୁଝେଇବାକୁ ଯାଇ ନଷ୍ଟ କରିଦେଲେ ଫସଲ । ପଦର ଜମିରେ ଚାଷ କରାଯାଇଥିବା ଫସଲକୁ ହଳ କରି ନଷ୍ଟ କରିଦେଲେ ପ୍ରତିବାଦୀ ଗୋଷ୍ଠୀ । ଏନେଇ ଫସଲ ମାଲିକ ସୁକାନ୍ତ ପ୍ରଧାନ ଥାନାରେ…
Read More...

ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ ।

ଛତ୍ରପୁର,୨୮/୦୯(ପିପିଟି): ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଶନ୍ ବାତ୍ସଲ୍ୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ…
Read More...

ବେଲଗୁଣ୍ଠା ସେବା ସମବାୟ ସମିତିର ପରିଚାଳନା ପରିଷଦର ବୈଠକ ।

ବେଲଗୁଣ୍ଠା,୨୮/୦୯(ପିପିଟି):ଆଜି ବେଲଗୁଣ୍ଠା ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ସେବା ସମବାୟ ସମିତିର ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ପରିଚାଳନା ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂସ୍ଥାର କର୍ମକର୍ତ୍ତା ଚୟନ ।

ବ୍ରହ୍ମପୁର,୨୮/୦୯(ପିପିଟି):ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଂଗଠନ " ମା' କୁରେଈଶୁଣୀ ଲୋକ କଳା ନିର୍ଦ୍ଦେଶକ ସଂଘ"ର ଏକ ସାଙ୍ଗଠନିକ ବୈଠକ ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଭାଲିଆଗଡ ବିଶ୍ଵକର୍ମା ମନ୍ଦିର ପରିସରରେ ଅନୁଷ୍ଠିତ…
Read More...