Browsing Category
ଜିଲ୍ଲା
ପାତାଳି ଶ୍ରୀକ୍ଷେତ୍ର ମନ୍ଦିରରୁ ଗ୍ରିଲ୍ ଭାଙ୍ଗି ଟଙ୍କା ଚୋରି କଲା ଦୁବୃର୍ତ୍ତ ।
ଉଲୁଣ୍ଡା ,୦୭/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା କୋଟସମଲାଇ ସ୍ଥିତ ପ୍ରସିଦ୍ଧ ପୀଠ ପାତାଳି ଶ୍ରୀକ୍ଷେତ୍ରରେ ଗତ ବିଳମ୍ବିତ ରାତିରେ ଦୁବୃର୍ତ୍ତ ମାନେ ଗ୍ରିଲ୍ ଭାଙ୍ଗି ଦାନ ବାକ୍ସ ରୁ ଟଙ୍କା ଚୋରି କରିଥିବା…
Read More...
Read More...
ଜାତୀୟ ଶିଶୁ ସୁରକ୍ଷା ଆୟୋଗଙ୍କ ୪୫୬ ଅଭିଯୋଗ ଶୁଣାଣି ।
ମାଲକାନଗିରି ,୦୭/୦୭ (ପିପିଟି):ଜାତୀୟ ଶିଶୁ ସୁରକ୍ଷା ଆୟୋଗ, ନୂଆଦିଲ୍ଲୀରୁ ଏକ ପ୍ରତିନିଧି ଦଳ ଦୁଇ ଦିନିଆ ମାଲକାନଗିରି ଗସ୍ତ କରିଛନ୍ତି। ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ…
Read More...
Read More...
ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ ।
ବାଲିଗୁଡ଼ା,୦୬/୦୭(ପିପିଟି): ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ପକ୍ଷରୁ ବନଖଣ୍ଡ ଅଧିକାରୀ ବିଶ୍ବରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏବଂ ବନାଞ୍ଚଳ ଅଧିକାରୀ…
Read More...
Read More...
ବାଲିଗୁଡା ବ୍ଲକ୍ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ।
ବାଲିଗୁଡ଼ା,୦୬/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସ୍ତରୀୟ ପଞ୍ଚାୟତ ଜନ ପ୍ରତିନିଧି ପରିଷଦ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ ସଭା ସ୍ଥାନୀୟ ସଭାଗୃହ ଠାରେ ଅନୁଷ୍ଠିତ…
Read More...
Read More...
ସୁବଳୟା ଦେଇ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ ; ପ୍ରଶାସନ ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଲା ।
ଉଲୁଣ୍ଡା ,୦୬/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଆଜି ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାସ୍ତା ନିର୍ମାଣ ଦାବିରେ ରାସ୍ତା ଅବରୋଧ ହୋଇଥିଲା ।…
Read More...
Read More...
୯୬ବର୍ଷ ବୟସରେ ପୂର୍ବତନ ସରପଞ୍ଚଙ୍କ ପରଲୋକ ।
ବେଲଗୁଣ୍ଠା,୦୬/୦୭(ପିପିଟି):ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ କେ ଶ୍ରୀରାମୁଲୁ ପାତ୍ରଙ୍କର ୯୬ ବର୍ଷ ବୟସରେ ପାଇଲିପଡ଼ା ସ୍ଥିତ ନିଜ ବାସ ଭବନରେ ପରଲୋକ ଘଟିଛି I ସେ କିଛି…
Read More...
Read More...
ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗଙ୍କ ମାଲକାନଗିରି ଗସ୍ତ ।
ମାଲକାନଗିରି ,୦୬/୦୭(ପିପିଟି):ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (ଏନସିପିସିଆର)ଙ୍କ ଏକ ଦଳ ମାଲକାନଗିରି ଗସ୍ତ କରିଛନ୍ତି । ଏନସିପିସିଆର ରେଜିଷ୍ଟ୍ରାର ଶ୍ରୀମତୀ ଅନୁ ଚୌଧୁରୀ ଆଜି ମାଲକାନଗିରି ସଦରର ଶିଶୁଙ୍କ ସହ…
Read More...
Read More...
ହଜିବାକୁ ବସିଛି ପୁରୁଣା ଲୋକଗୀତ ଓ କେନ୍ଦରା ବାଦ୍ୟ।
ବୋଲଗଡ଼,୦୬/୦୭(ପିପିଟି):ଓଡ଼ିଶାର ସଂସ୍କୃତି ଓ ଲୋକ କଳା ମଧ୍ୟରୁ କେନ୍ଦରା ବାଦ୍ୟ ବହୁପୁରୁଣା ଅଟେ। ଏହି କେନ୍ଦରାବାଦ୍ୟ ବାଉଁଶ, ସଢେଇ ଓ ଘୋଡା ଲାଞ୍ଜର ଚୁଟିରୁ ତିଆରି କରାଯାଇଥାଏ। ସେହି ବାଦ୍ୟଯନ୍ତ୍ର କୁ ଧରି ଯୋଗୀ…
Read More...
Read More...
ବନ୍ଥପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ଖଣ୍ଡାରେ ଆକ୍ରମଣ,ଆହତ ଅବସ୍ଥାରେ ମେଡ଼ିକାଲ ସ୍ଥାନାନ୍ତର,ଥାନାରେ ମାମଲା…
ବ୍ରହ୍ମପୁର , ୦୫/୦୭ (ପିପିଟି) :ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ୍ ଅଧୀନ ବନ୍ଥପଲ୍ଲୀ ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସ୍ବାଇଁଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତେବେ ସୂଚନା…
Read More...
Read More...
୨୫ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଆରଆଇ ।
ମାଲକାନଗିରି।,୦୫/୦୭(ପିପିଟି): ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଦ୍ରିମାଳ ଆରଆଇ ୨୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଜେଲ ଯାଇଥିବା ଜଣାପଡିଛି।
ଘଟଣାଟିରୁ ପ୍ରକାଶ ଯେ ମାଲକାନଗିରି…
Read More...
Read More...