Browsing Category
ଜିଲ୍ଲା
ଶ୍ରାବଣରେ ଶୁଖିଲା ପଡିଛି ଜମି ଚିନ୍ତାରେ ଚାଷୀ।
ବୋଲଗଡ଼,୧୫/୦୭(ପିପିଟି):ଅକ୍ଷୟ ତୃତୀୟା ରେ ଅଖି ମୁଠି ଅନୁକୂଳ ପରେ ଚାଷୀ ମୌସୁମୀ ବର୍ଷାକୁ ଅନାଇ ବସିଛି ଚାଷୀ । କେଉଁଠି ବିଲ ଫାଟିଲାଣି କେଉଁଠି ଗଜା ଧାନ ମରିବାକୁ ବସିଲାଣି ମୁହଁ ଦେଖାଇ ମୌସୁମୀ ଗାଏବ ହେଲାଣି କଥାରେ ଅଛି…
Read More...
Read More...
ସ୍ବାଧୀନତାର ୭୬ ବର୍ଷ ପରେ ଦୁର୍ଗମ ଅଞ୍ଚଳକୁ ବିଜୁସେତୁ ଯୋଜନାରେ ପୋଲ ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ ।
ବାଲିଗୁଡା,୧୪/୦୭(ପିପିଟି): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଅନେକ ଗାଁକୁ ରାସ୍ତା ନ ଥିବା ବେଳେ ଏକାଧିକ ଗ୍ରାମକୁ ନଦୀ, ନାଳ ପାର ହୋଇ ଯିବା ଆସିବାରେ ଲୋକେ ସମସ୍ୟାର ସମ୍ମୁଖୀନ…
Read More...
Read More...
ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି ।
ଛତ୍ରପୁର,୧୪/୦୭(ପିପିଟି): ଗଞ୍ଜାମ ଜିଲ୍ଲାରେ ଲିଙ୍ଗ ନିରୂପଣ କରି ଭୃଣ ହତ୍ୟା ହେଉଥିବା ତଥ୍ୟ ପ୍ରଦାନକାରୀଙ୍କ ନାମ ଗୋପନ ରଖାଯାଇ ୨୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି…
Read More...
Read More...
ବେଲଗୁଣ୍ଠା ଥାନା ପରିସରରେ ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ।
ବେଲଗୁଣ୍ଠା, ୧୪/୦୭(ପିପିଟି):ବେଲଗୁଣ୍ଠା ନୂତନ ଥାନା ପରିସରରେ ଆଜି ତ୍ରିନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର…
Read More...
Read More...
ବନ କର୍ମଚାରୀଙ୍କ ଦ୍ୱାରା ୧୭ କଇଁଛ ଉଦ୍ଧାର,୨ଗିରଫ ।
ମାଲକାନଗିରି,୧୩/୦୭(ପିପିଟି): ବିକ୍ରି ଉଦ୍ଦେଶ୍ୟରେ ଚୋରା ଚାଲାଣ ହେଉଥିବା ୧୭ ଗୋଟି କଇଁଛ କୁ ମୋଟୁ ବନ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଦୁଇ…
Read More...
Read More...
ଶ୍ରାବଣରେ ଡହ ଡହ ଖରା ରେ ଶୁଖିଲା ଜମି; ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ ।
ବାଲିଗୁଡା,୧୨/୦୭(ପିପିଟି):(ପିପିଟି): ଆଷାଢ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି । ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି । ପାଣି ଅଭାବ ଯୋଗୁଁ…
Read More...
Read More...
ଗୁଳିମାଡ଼ରେ ବାପା ମୃତ,ଝିଅ ଆହତ।
ପୋଲସରା,୧୨/୦୭(ପିପିଟି): ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଗୁଳିକାଣ୍ଡ ଘଟି ଜଣେ ମୃତ ଓ ଜଣେ ଆହତ। ମୃତ ବ୍ୟକ୍ତି ହେଲେ ବିଜୟ ବେହେରା (୬୨)। ଏହି ଗୁଳିମାଡ଼ର ଶିକାର ହୋଇଥିବା ଝିଅଙ୍କୁ ଗୁରୁତର…
Read More...
Read More...
ସୁମଣ୍ଡଳ ଠାରେ ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ।
କୋଦଳା,୧୨/୦୭(ପିପିଟି):ପୂର୍ବତନ ବିଧାୟିକା ତଥା ଖଲ୍ଲିକୋଟ ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ଦେଓଙ୍କ ୮୬ତମ ଜନ୍ମ ଦିବସ ଅବସର ରେ ସୁମଣ୍ଡଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ…
Read More...
Read More...
ଜିଲ୍ଳା ସ୍ତରୀୟ ଜାତୀୟ ଯୁବ ଉତ୍ସବ ଅନୁଷ୍ଠିତ ।
ମାଲକାନଗିରି, ୧୨/୦୭(ପିପିଟି): ଜୁଲାଇ ୧୨ ତାରିଖକୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯୁବ ବିଭାଗ ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ…
Read More...
Read More...
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ପରିଣତ କରିବା ଦାବିରେ ଅନିର୍ଦ୍ଦିଷ୍ଟ ପର୍ଯ୍ୟନ୍ତ…
ବେଗୁନିଆ,୧୨/୦୭(ପିପିଟି):ବେଗୁନିଆ ବନ୍ଦ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରିବା ଦାବିରେ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥକୁ ବେଗୁନିଆ ଠାରେ ବନ୍ଦ କରିଛନ୍ତି ବେଗୁନିଆ…
Read More...
Read More...