Browsing Category

ଜିଲ୍ଲା

ପଲିଥିନ ନିଷିଦ୍ଧ ଏକ ଭେଳିକି: ଗାଈ ପେଟରେ ୩୦ କିଲୋ ଜରି ।

ବ୍ରହ୍ମପୁର,୦୨/୦୮(ପିପିଟି):ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି। କିନ୍ତୁ ତାହା କେବଳ କାଗଜକଲମରେ ସୀମିତ ରହିଛି। କିଛିଦିନ ଧରପଗଡ ପରେ ସରକାରୀ କଳ ଶୋଇପଡ଼ିଛି।…
Read More...

ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ।

ବୋଲଗଡ,୦୨/୦୮(ପିପିଟି):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ସମ୍ମିଳନୀକକ୍ଷରେ ସ୍ୱାସ୍ଥ୍ୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନତା କାର୍ଯ୍ୟକ୍ରମରେ ଡାକ୍ଟର ଦେବାଶିଷ ବାହିନୀପତି, ଡାକ୍ଟର…
Read More...

ଗଛପଡ଼ି ଜାତୀୟ ରାଜପଥ ଅବରୋଧ , ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ ।

ବାଲିଗୁଡା,୦୧/୦୮(ପିପିଟି) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି । ଏପରି ସ୍ଥଳେ…
Read More...

ସ୍ଵାଭିମାନ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି ଏବଂ ଦକ୍ଷତା ବିକାଶ ତାଲିମ ।

ମାଲକାନଗିରି, ୦୧/୦୮ (ପିପିଟି):ରାଜ୍ୟର ଯୁବଗୋଷ୍ଠୀଙ୍କୁ ସଶକ୍ତ ଏବଂ ଦକ୍ଷ କରିବା ପାଇଁ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନେକ ପଦକ୍ଷେପ ନେଉଛନ୍ତି। ସେହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଦକ୍ଷତା…
Read More...

କନ୍ଧମାଳ ଜିଲ୍ଲା ସ୍ତରୀୟ ଘରୋଇ ବସ ମାଲିକ ସଙ୍ଘର ମିଳିତ ଅଧିବେଶନ ।

ବାଲିଗୁଡା,୩୧/୦୭(ପିପିଟି): ଜୁଲାଇ ୨୬ ତାରିଖ ଦିନ ଭୁବନେଶ୍ୱର ଠାରେ ରାଜ୍ୟ ଘରୋଇ ବସ ମାଲିକ ସଙ୍ଘର ଅନୁଷ୍ଠିତ ବୈଠକ ରେ ନିଷ୍ପତି କୁ କାର୍ଯ୍ୟକାରୀ କରିବା ସହ ସମର୍ଥନ ଜଣାଇବା ପାଇଁ ଟିକାବାଲି ସଙ୍ଘ ର ସହଯୋଗ ରେ କଳିଙ୍ଗା…
Read More...

୭୭ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ ।

ମାଲକାନଗିରି, ୩୧/୦୭ (ପିପିଟି):ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୭ତମ ସ୍ଵାଧୀନତା ଦିବସ ଡିଏନକେ ଖେଳ ପଡିଆ ଠାରେ ମହା ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ…
Read More...

ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ମୃତ।

ଭଞ୍ଜନଗର, ୩୧/୭. ତାରସିଂ ଥାନା ଲେମ୍ଭେଇ ପଞ୍ଚାୟତ ଟାଙ୍ଗଣ ଗ୍ରାମରେ ରବିବାର ସନ୍ଧ୍ୟାରେ ଟ୍ରାକ୍ଟର ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଛି।ଏହି ଗ୍ରାମର ଧୋବା ସାହୁ(୩୫) ନିଜ ଟ୍ରାକ୍ଟର ଯୋଗେ ସନ୍ଧ୍ୟା ସମୟରେ ଜମି ଚାଷ…
Read More...

ବୀରମହାରାଜପୁର ବ୍ଲକରେ ମନରେଗା ସାମାଜିକ ସମୀକ୍ଷା ବୈଠକ ।

ଉଲୁଣ୍ଡା ,୩୦/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ମହାତ୍ମାଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର…
Read More...

ମା କୁଣ୍ଡା ଖାଇ ସେବାସଂଘ ପକ୍ଷରୁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା।

ବୋଲଗଡ,୩୦/୦୭(ପିପିଟି):ବୋଲଗଡ ବ୍ଲକ ଅନ୍ତର୍ଗତ ସାନପଦର ଗ୍ରାମପଞ୍ଚାୟତର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁଙ୍କୁ ରାସୋଳ ମା କୁଣ୍ଡାଖାଇ ସେବା ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବିଭିନ୍ନ ଜନହିତକର କାର୍ଯ୍ୟରେ ସାମିଲ ହେବା…
Read More...

କୁକୁର କାମୁଡ଼ାରେ ହରିଣର ମୃତ୍ୟୁ ।

ଭଞ୍ଜନଗର, ୨୯/୭(ପିପିଟି):ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ କୁକୁର କାମୁଡ଼ାରେ ଏକ ଅଣ୍ଡିରା ହରିଣର ମୃତ୍ୟୁ ଘଟିଥିବା ଜଣାପଡିଛି।ନିକଟସ୍ଥ ଜଙ୍ଗଲରୁ ଆସି କାଳି ପଙ୍କା ଗ୍ରାମ ବିଲରେ ହରିଣଟି ଚରୁଥିବା ବେଳେ ଗ୍ରାମର…
Read More...