Browsing Category

ଜିଲ୍ଲା

ଭଞ୍ଜନଗର ଠାରେ ହେବ ୨ଦିନିଆ କଣ୍ଢେଇ ଉତ୍ସବ ।

ଭଞ୍ଜନଗର,୨୬/୦୩(ପିପିଟି):କଣ୍ଢେଇ ନାଚ ପ୍ରତି ନୂଆଁ ସମ୍ଭାବନା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପପେଟ୍ ୱାର୍ଲ୍ଡ ପକ୍ଷରୁ ଆସନ୍ତ ୨୯ ଏବଂ ୩୦ ତାରିଖ ଦିନ ଭେଜିପୁଟ ବଡଦାଣ୍ଡରେ ଘୁମସର କଣ୍ଢେଇ ଉତ୍ସବ ପାଳନ କରିବା ନେଇ ସଂସ୍ଥାର…
Read More...

କଣ୍ଟେନରରୁ ୪୭୫ କିଗ୍ରା ଗଞ୍ଜେଇ ଜବତ ।

ମାଲକାନଗରି,୨୬/୦୩(ପିପିଟି):ମାଲକାନଗରିରୁ ଜୟପୁର ଯାଉଥିବା ଏକ କଣ୍ଟେନରରୁ ଚମ୍ପାଖେରୀ ଚେକ ପୋଷ୍ଟ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କାଲିମେଳା ଅଞ୍ଚଳରୁ ଆସୁଥିବା ଏକ କଣ୍ଟେନର ସୂଚନା ପାଇ ମାଲକାନଗିରି ଥାନା…
Read More...

କାର ବାଇକ ମୁହାଁମୁହିଁ ଧକ୍କା:ଦୁଇ ମୃତ୍ଯୁ ।

ମାଲକାନଗିରି,୨୬/୦୩(ପିପିଟି): କାଲିମେଳା ଥାନା ଅନ୍ତର୍ଗତ ପୋତାଖାଲ କଲୋନି ନିକଟରେ ଆଜି ଏକ କାର୍‌ ସହିତ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ…
Read More...

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା ଶୋଚନୀୟ : ତୁରନ୍ତ ମରାମତି ପାଇଁ ଦାବି ।

ବାଲିଗୁଡା,୨୬/୦୩(ପିପିଟି):ବାଲିଗୁଡା ବସଷ୍ଟାଣ୍ଡ ନିକଟ ନୁଆସାହି ଓ ବୁଡ଼ାଗୁଡା କୁ ଯିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିବା ଦେଖାଦେଇଛି । ଏହି ରାସ୍ତା ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଗତ…
Read More...

ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ:ସଭାପତି ହରିଶ୍ଚନ୍ଦ୍ର,ସମ୍ପାଦକ ଅନିଲ ନିର୍ବାଚିତ ।

ବାଲିଗୁଡା,୨୫/୦୩(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘର ୨୦୨୩-୨୪ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିର୍ଦ୍ବନ୍ଦରେ ନିର୍ବାଚିତ…
Read More...

ସେବା ସମବାୟ ସମିତି ତରଫରୁ ଗ୍ରାମାଞ୍ଚଳ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ।

ବେଲଗୁଣ୍ଠା,୨୫/୦୩(ପିପିଟି): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବେଲଗୁଣ୍ଠା ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ୍ ଲିମିଟେଡ଼୍ ବେଲଗୁଣ୍ଠା ଶାଖା ଅଧୀନସ୍ଥ ୧୪ ଗୋଟି ସେବା ସମବାୟ ସମିତି…
Read More...

ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର ।

ଭଞ୍ଜନଗର,୨୫/୦୩(ପିପିଟି): ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରେ ବାଇକ ଦୁର୍ଘଟଣାରେ ଚାଳକ ଗୁରୁତର  ହୋଇଛନ୍ତି।ଚାଳକ ଜଣଙ୍କ ହେଲେ ତାରାସିଙ୍ଗି ଥାନା କାଦଲୁଣ୍ଡି ଗ୍ରାମର ପ୍ରମୋଦ ପ୍ରଧାନ (୬୦) । ସେ କୌଣସି କାମରେ…
Read More...

ଓକିଲ ସଂଘ ସଭାପତି ଅଭିମନ୍ୟୁ ଓ ସମ୍ପାଦକ ହରେକୃଷ୍ଣ ।

ଭଞ୍ଜନଗର,୨୫/୦୩(ପିପିଟି):ଚଳିତ ବର୍ଷ ଭଞ୍ଜନଗର ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଇନଜୀବୀ ଅଭିମନ୍ୟୁ ଗୌଡ ସଭାପତି ଏବଂ ହରେକୃଷ୍ଣ ମହାପାତ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଉପ…
Read More...

କଣ୍ଟେନର ମାଡି ଯିବାରୁ ବିଜେଡି କର୍ମୀଙ୍କ ମୃତ୍ୟୁ ।

ପୋଲସରା,୨୪/୦୩(ପିପିଟି):ଆଜି ଗୋଟିଏ କଣ୍ଟେନର ମାଡି ଯିବାରୁ ଜଣେ ବରିଷ୍ଠ ବିଜେଡି କର୍ମୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ପୋଲସରା ବ୍ଳକ ର ମାଳ ତେନ୍ତୁଳିଆ ପଞ୍ଚାୟତ ଅନ୍ତର୍ଗତ ଖଇରଚଟା ଗ୍ରାମର ବରିଷ୍ଠ…
Read More...

ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ।

ମାଲକାନଗିରି,୨୪/୦୩(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି -୭ ଗ୍ରାମ ନିକଟ ମୁଖ୍ୟ ରାସ୍ତା କଡ଼ରେ ଥିବା ଜମି ଭିତରେ ନିଖୋଜ ପ୍ରେମୀ ଯୁଗଳଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି । ପ୍ରେମକୁ ପରିବାରଙ୍କ ପକ୍ଷରୁ ସ୍ବୀକୃତି ନ…
Read More...