Browsing Category
ଜିଲ୍ଲା
ଉଢୁରା ପଂଚାୟତରେ ବିଜେଡ଼ିର ପଦଯାତ୍ରା ।
ବେଲଗୁଣ୍ଠା, ୦୭୵୧୦(ପିପିଟି):ବେଲଗୁଣ୍ଠା ବ୍ଳକ୍ ଉଢୁରା ପଂଚାୟତରେ ବିଜେଡ଼ିର ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନୁଆଁ ଉଢୁରା ଏବଂ ପରେ ପୁରୁଣା ଉଢୁରାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ନୂଆଁ ଉଢୁରା ଠାରେ ବଡ଼…
Read More...
Read More...
ସ୍ୱାସ୍ଥ୍ୟ ସଚେତନତାର ବାର୍ତା ଦେଇ ଥାଏ ଦ୍ୱିତୀୟା ଓଷାର ଘାଣ୍ଟ ତର କାରୀ ପାଇଁ ଆବଶ୍ୟକ ଥିବା ପନିପରିବା।
ବୋଲଗଡ଼,୦୭/୧୦(ପିପିଟି):ଓଡ଼ିଶା ର ଏକ ନିଜସ୍ୱ ପାରମ୍ପାରିକ ପର୍ବ ହେଉଛି ଦ୍ୱିତୀୟା ଓଷା।ଦ୍ୱିତୀୟା ଓଷା କଥାପଡିଲେ ଘାଣ୍ଟ ତରକାରୀ କଥା ମନେ ପଡିଥାଏ। ଯାହାକି ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ବା ମୂଳାଷ୍ଟମୀ ଦିନ…
Read More...
Read More...
ନବ ବଧୂଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଗିରଫ,୨ତୁଳା ସୁନା ସହ ଟିଭି, ଆଲମାରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ।
୦୬/୧୦/୨୦୨୩: ବଡ଼ ବଜାର ଥାନା ଅର୍ନ୍ତଗତ ଧାନମେରା ସାହିର ଏକ ଘରୁ ଗତ ମଙ୍ଗଳବାର ଦିନ ନବ ବଧୂ ଭୁବନେଶ୍ୱରୀ ମୁଖୀଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୁଲିସ । ଏ ନେଇ ମୃତ ଭୁବନେଶ୍ୱରୀଙ୍କ ବାପା ଲିଙ୍ଗରାଜ ମୁଖୀ ଥାନାରେ ହତ୍ୟା…
Read More...
Read More...
ବୀରମହାରାଜପୁର ମହାବିଦ୍ୟାଳୟ ପରିସରରେ ୫-ଟି ରୂପାନ୍ତରଣ ସମ୍ପର୍କିତ ସ୍ୱତନ୍ତ୍ର ଅଧିବେଶନ ।
ଉଲୁଣ୍ଡା,୦୬୵୧୦(ପିପିଟି): ପୂର୍ବରୁ ଶିକ୍ଷନୁଷ୍ଠାନ ମାନଙ୍କରେ ଭିତ୍ତିଭୂମି ନିମ୍ନମାନର ଥିବାବେଳେ ଏବେ କଲେଜ ଗୁଡିକ ୫-ଟି ଯୋଜନାରେ ଅନ୍ତର୍ଭୁକ୍ତ ହେବା ଫଳରେ ସେମାନଙ୍କ ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ଆସିଛି ।…
Read More...
Read More...
ଘୁମୁସର ଜିଲ୍ଳା ଦାବିରେ ଆସନ୍ତା ଏଗାରରେ ବେଲଗୁଣ୍ଠା ବନ୍ଦ ପାଇଁ ପ୍ରସ୍ତୁତି ବୈଠକ ।
ବେଲଗୁଣ୍ଠା, ୦୬୵୧୦(ପିପିଟି):ଘୁମୁସର ଜିଲ୍ଳା ଦାବି ନେଇ ଆସନ୍ତା ଏଗାର ତାରିଖରେ ବେଲଗୁଣ୍ଠା ବନ୍ଦ ଡାକରା ଦିଆଯାଇଛି । ଏନେଇ ଆଜି ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟରେ ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧିଙ୍କ…
Read More...
Read More...
କୋଦଳାରେ ଗଡ଼ିଲା ସାଇବର ସଚେତନତା ରଥ ।
କୋଦଳା,୦୬/୧୦(ପିପିଟି):ବର୍ତ୍ତମାନ ରାଜ୍ୟରେ ସାଇବର ଅପରାଧ ବଢିଚାଲୁଥିବା ବେଳେ ସାଇବର ଅପରାଧକୁ ରୋକ ଲଗାଇବାକୁ ପଦକ୍ଷପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର ସେପ୍ଟେମ୍ବର ୩୦ ରୁ ଏହି ଅଭିଯାନ ଆରମ୍ଭ କରାଯାଇ ରାଜ୍ୟରେ ୩୪ ଗୋଟି…
Read More...
Read More...
ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରିଙ୍କୁ ପ୍ରେସକ୍ଲବ, ପଂଚାୟତ ସମିତି ଏବଂ ସରପଞ୍ଚ, ସମିତିସଭ୍ୟଙ୍କ ତରଫରୁ ସ୍ୱାଗତ ।
ବେଲଗୁଣ୍ଠା, ୦୬୵୧୦ଗତକାଲି ଅର୍ଥାତ୍ ଗୁରୁବାର ଦିନ ବେଲଗୁଣ୍ଠା ବ୍ଳକ୍ ର ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଭାରତୀ ଦେବୀ ଯୋଗଦେବା ପରେ ଆଜି ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷ…
Read More...
Read More...
ବେଲଗୁଣ୍ଠାରେ ଉଦ୍ୟାନ କୃଷି କର୍ମଶାଳା ।
ବେଲଗୁଣ୍ଠା, ୦୬୵୧୦(ପିପିଟି):ବେଲଗୁଣ୍ଠା ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ୍ ମାଧ୍ୟମରେ ବ୍ଳକ୍ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ…
Read More...
Read More...
ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରତିଯୋଗୀତା ଅନୁଷ୍ଠିତ ।
ପୋଲସରା,୦୬୵୧୦(ପିପିଟି):ସ୍ଥାନୀୟ ହାତୀଓଟ ନୋଡାଲ ହାଇସ୍କୁଲ୍ ଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନରେ ପ୍ରାୟ କୋଡିଏ ଜଣ…
Read More...
Read More...
ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ସାଇବର ସୁରକ୍ଷା ଏବଂ ସଚେତନତା କାର୍ଯ୍ୟକ୍ରମ।
ପୋଲସରା, ୦୬୵୧୦(ପିପିଟି):ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ବିଜ୍ଞାନ ମହାବିଦ୍ୟାଳୟରେ ଓଡିଶା ସରକାରଙ୍କ ସାଇବର ସୁରକ୍ଷା ଅଭିଯାନ ୨୦୨୩।ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧକ୍ଷ ବନମାଳୀ…
Read More...
Read More...