Browsing Category
ଜିଲ୍ଲା
ଦୁଇ ଦିନ ମଧ୍ୟରେ ଅଧାରୁ ପାଠ ଛାଡ଼ିଥିବା ଷାଠିଏରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇବା ପାଇଁ…
ବେଲଗୁଣ୍ଠା,୦୯/୦୨(ପିପିଟି ):ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ସରକାର ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିରେ ରାଜ୍ୟର…
Read More...
Read More...
ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ।
ବାଲିଗୁଡା, ୦୯/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ ଜି ବି ଭି)ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ର…
Read More...
Read More...
ନାଟ୍ୟ ନିର୍ଦ୍ଦେଶକମାନେ ନାଟ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ ସାଜିବା ଉଚିତ : ସୀମାନ୍ତ ନଟରାଜ ।
ବେଲଗୁଣ୍ଠା,୦୯/୦୨(ପିପିଟି):ଓଡ଼ିଶା ନାଟ୍ୟ ନିର୍ଦ୍ଦେଶକ ସଂଘ, ଗଞ୍ଜାମ ଜିଲ୍ଲା ଶାଖାର ତୃତୀୟ ବାର୍ଷିକୋତ୍ସବ ବେଲଗୁଣ୍ଠା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘ ସଭାପତି…
Read More...
Read More...
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବାଲିଗୁଡା ରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ।
ବାଲିଗୁଡା, ୦୯/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ମେଳା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏ ନେଇ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାପାଳ ବେଦ…
Read More...
Read More...
ପୋଲସରାରେ ବିଶାଳ ହିନ୍ଦୁ ସମ୍ମିଳନୀ।
ପୋଲସରା,୦୯/୦୨ (ପିପିଟି) :ପୋଲସରା ସହର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ହିନ୍ଦୁ ସମାଜ ତରଫରୁ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୮ ତାରିଖ ରବିବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
Read More...
Read More...
ଫାୟାର ସେଫଟି ସିଲିଣ୍ଡର ଲାଗି ଯାତ୍ରୀ ସୁରକ୍ଷିତ ।
ଭଞ୍ଜନଗର, ୦୮/୦୨(ପିପିଟି):ଭଞ୍ଜନଗର ବସଷ୍ଟାଣ୍ଡ ଠାରେ ଘରୋଇ ଯାତ୍ରୀବାହୀ ବସ ବରାଳ ଦେବୀରେ ଲାଗିଲା ନିଆଁ। କୌଣସି ସଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଜଣାପଡିଛି। ହେଲେ ଏଥିରେ କୌଣସି ଯାତ୍ରୀ ମାନଙ୍କ କ୍ଷୟକ୍ଷତି ହୋଇ…
Read More...
Read More...
ମାଙ୍କୁ ଭିଡ଼ିଓ କଲ କରି ଝୁଲିପଡ଼ିଲା ପୁଅ ।
ଦୋବଲ,୦୮/୦୨: ମାଙ୍କୁ ଭିଡ଼ିଓ କଲ କରି ଝୁଲିପଡ଼ିଲା ପୁଅ। ଏଭଳି ଦୁଃଖଦ ଘଟଣା ଘଟିଛି ଧାମନଗର ବ୍ଲକ ରାଧାବଲ୍ଲଭପୁର ପଞ୍ଚାୟତ ବନ୍ଦଟିଆ ଗ୍ରାମର। ଏହି ଗ୍ରାମର ହରେକୃଷ୍ଣ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ (୨୮)କୋଲକାତାର ଦୀର୍ଘ…
Read More...
Read More...
କଦମଫୁଲ ସାହିତ୍ୟ ସଂସଦ ର ବାର୍ଷିକୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ।
ସୁବର୍ଣ୍ଣପୁର ,୦୮/୦୨(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷାନିକେତନ ର ସଭାଗୃହ ଠାରେ କୋସଲି ସାହିତ୍ୟ ଅନୁଷ୍ଠାନ କଦମଫୁଲ ସାହିତ୍ୟ ସଂସଦର ଷଷ୍ଠ ବାର୍ଷିକ ଉତ୍ସବ ପତ୍ରିକା…
Read More...
Read More...
ଗୃହରକ୍ଷୀ ପରୀକ୍ଷା ଶେଷ; ଦୌଡ଼ରେ କେବଳ ଜଣେ ଯୁବକ ଆହତ ।
ଭଞ୍ଜନଗର ୦୭/୦୨(ପିପିଟି):ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଶନିବାର ଖାଲିଥିବା ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ସାଧାରଣ ଡ୍ୟୁଟି ପାଇଁ ଦୌଡ ଏବଂ ଲମ୍ବ ଡିଆଁ ପରୀକ୍ଷା ଅନୁଷ୍ଠିତ ହୋଇଛି। ଏହା…
Read More...
Read More...
୫୨ବର୍ଷରେ ଚାଲିଗଲେ ବରିଷ୍ଠ ଆଇନଜୀବି ପୀତବାସ ।
ଭଞ୍ଜନଗର, ୦୭/୦୨(ପିପିଟି):ଭଞ୍ଜନଗର ବାର ଆସୋସିଏସନର ବରିଷ୍ଠ ସଦସ୍ୟ ପୀତବାସ ଦାଶ (୫୨)ଙ୍କ ଆଜି ଅପରାହ୍ନରେ ପରଲୋକ ହୋଇଛି। ସେ ବିଗତ କିଛି ହେବ ଅସୁସ୍ଥ ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ।ଆଜି…
Read More...
Read More...