Browsing Category

ଜିଲ୍ଲା

କାଲି ବବି କହିଲେ ପୁଣି ଲଢ଼ିବି, ଆଜି ବିଧାୟିକା ଓ ଜିଲ୍ଲା ସଭାପତି କହୁଛନ୍ତି ଭିନ୍ନ କଥା।

ଯାଜପୁର,୦୩/୧୦(ପିପିଟି): ଗତକାଲି ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ଠାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦଳର ପଦଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।…
Read More...

ଅଧାରେ ଅଟକିଛି ରାସ୍ତାକାମ; ଖାଲ ଢ଼ିପ ରାସ୍ତାରେ ଲୋକେ ହନ୍ତସନ୍ତ ; ଯନ୍ତ୍ରଣା ଭୋଗୁଛନ୍ତି ରୋଗୀ।

ବେଲଗୁଣ୍ଠା,୦୩/୧୦(ପିପିଟି):ବେଲଗୁଣ୍ଠା ବାଙ୍କି ବଜାର ନୃସିଂହ ଗେଟ୍ ଠାରୁ ପେଭର ପକାଇବା ପାଇଁ ଗତ ଦୁଇମାସ ତଳେ 19 ଲକ୍ଷ 95 ହଜାର ଟଙ୍କା ଟେଣ୍ଡର୍ ହୋଇଥିଲା । ଦୁଇମାସ ପୂର୍ବେ ଠିକା ସଂସ୍ଥା ପକ୍ଷରୁ କାମ ଆରମ୍ଭ କରିଥିଲେ…
Read More...

ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ।

ବେଲଗୁଣ୍ଠା, ୦୩/୧୦(ପିପିଟି):ବେଲ୍ଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ୱଚ୍ଛ ଭାରତ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରଧାନ ଯୋଗ ଦେଇଥିବା…
Read More...

ବାଲିଆପାଳ ବ୍ଲକରେ ବିଜେଡିର ଜନସଂପର୍କ ପଦଯାତ୍ରା ।

ବାଲିଆପାଳ,୦୨/୧୦: ଓଡ଼ିଶାର ସ୍ୱାର୍ଥ ଏବଂ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ହକ ପାଇଁ ଗାନ୍ଧୀ ଜୟନ୍ତୀରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳର ପ୍ରଥମ ପର୍ଯ୍ୟାୟ ପଦଯାତ୍ରା ଆୟୋଜିତ ହେଉଅଛି । ଏହି ପ୍ରରିପ୍ରେକ୍ଷୀରେ…
Read More...

ସୁବର୍ଣ୍ଣରେଖା ମହାବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ସହଯୋଗରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳିତ ।

ବାଲିଆପାଳ,୦୨/୧୦:ବାଲିଆପାଳ ବ୍ଲକ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଳିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର…
Read More...

କୄଷକ ଉତ୍ପାଦକ ସଂଗଠନ କର୍ମଶାଳା ।

ବାଲିଆପାଳ,୦୨/୧୦:କୄଷି ଉତ୍ପାଦନର ସୁଲଭ ବିକ୍ରିବଟା ନିମନ୍ତେ କୃଷକ ଉତ୍ପାଦକ ସଂଗଠନର ଭୂମିକା ମହତପୂର୍ଣ୍ଣ ଅଟେ । ତେଣୁ ଭାରତ ଏବଂ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ବ ଦେଉଛନ୍ତି । ଏହି ପ୍ରରିପ୍ରେକ୍ଷୀରେକୃଷି ବିଜ୍ଞାନ…
Read More...

କୂଅରୁ ଜଙ୍ଗଲୀ ବାରହା ଉଦ୍ଧାର।

ହରଭଙ୍ଗା,୦୨/୧୦ :ହରଭଙ୍ଗା ବ୍ଲକ ପୁରୁଣାକଟକ ବନାଞ୍ଚଳ ଅଧିନସ୍ଥ ଧଳପୁର ଗ୍ରାମର ଅଖିଳ ଲୌରିଆଙ୍କ କୂଅରୁ ବୁଧୁବାର ବନବିଭାଗ ଏକ ଜଙ୍ଗଲୀ ବାରହା ଉଦ୍ଧାର କରିଛି। ସୂଚନାମତେ ଗତକାଲି ରାତିରେ ଏକ ଜଙ୍ଗଲୀ ବାରହା ଅଖିଳଙ୍କ…
Read More...

ଯାଜପୁର ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।

ଯାଜପୁର,୦୨/୧୦(ପିପିଟି): ଆଜି ଯାଜପୁର ଜିଲ୍ଲା ସଦର ମହକୁମାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ସକାଳ ୮ ଘଟିକା ୩୦ ମିନିଟ ସମୟରେ…
Read More...