Browsing Category
ଜିଲ୍ଲା
ଶାର୍ଦ୍ଦୁଳ ଗ୍ରାମରେ ଚୋର କୁ ହତ୍ୟା; ବନ୍ଧା ହେଲେ ୨୦ ଗ୍ରାମବାସୀ ।
ଭଞ୍ଜନଗର, ୧୪/୦୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୁଳ ଗ୍ରାମରେ ଜଣେ ଚୋର କୁ ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଛନ୍ତି।ଏହି ଘଟଣାରେ ଭଞ୍ଜନଗର ପୋଲିସ ଆଜି ସନ୍ଧ୍ୟାରେ ମୋଟ ୨୦ଜଣଙ୍କୁ ଗିରଫ…
Read More...
Read More...
କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଯୁବକର ଉନ୍ମତ୍ତ କାଣ୍ଡ ।
ମାଲକାନଗିରି,୧୪/୦୨(ପିପିଟି):ମାଲକାନଗିରି ସଦର ମହକୁମା ସ୍ଥିତ କୁମୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରୀ ଡେଇଁ ଜଣେ ଯୁବକ ଉନ୍ମତ୍ତ କାଣ୍ଡ କରିଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପରିସର ମଧ୍ୟରେ ଯୁବକଟି ଏକ ମଦ…
Read More...
Read More...
ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ପ୍ରତିକାର ଉପରେ ସଚେତନତା ।
ମାଲକାନଗିରି,୧୪/୦୨(ପିପିଟି):ନେତାଜୀ ଉଚ୍ଚ ବିଦ୍ୟାଳୟରେ ସାପ କାମୁଡ଼ା ଓ ଏହାର ପ୍ରତିକାର ଉପରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏମଭି-୪୭ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରମେଶ…
Read More...
Read More...
ଶ୍ରୀ ଅରୋବିନ୍ଦ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର ।
ମାଲକାନଗିରି ,୧୪/୦୨(ପିପିଟି):ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ.ଭି - ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହାର ତଦନ୍ତ ଜିଲ୍ଲା ଶିକ୍ଷା…
Read More...
Read More...
ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ୨-୦ ଗୋଲରେ ଢେଙ୍କାନାଳ ବିଜୟୀ।
ବୋଲଗଡ଼ ,୧୪/୦୨(ପିପିଟି): ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ…
Read More...
Read More...
ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ ।
ବାଲିଗୁଡା, ୧୪/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।…
Read More...
Read More...
ଗୋଟିଏ ରାତିରେ ପାଞ୍ଚଟି ସ୍ଥାନର ୮ ମନ୍ଦିରରୁ ଚୋରୀ,ଲକ୍ଷାଧିକ ଟଙ୍କର ସୁନା ଓ ରୁପା ଅଳଙ୍କାର ଲୁଟ ।
ବାଣପୁର,୧୪/୦୨:ବାଲୁଗାଁ ଥାନା ବାଲୁଗାଁ ଏନ୍.ଏ.ସି. ଅଞ୍ଚଳର ୫ ଟି ସ୍ଥାନର ଆଠଟି ମନ୍ଦିରରୁ ଲୁଟ କରି କଳାକନା ବୁଲେଇଛନ୍ତି ଦୁର୍ବୃତ୍ତ । ଗତକାଲି ରାତିରେ ବାଲୁଗାଁ ସାମନ୍ତରାୟପୁର ସାହିର ଗୋଟିଏ ପରିସରରେ ଥିବା ୪ ଟି…
Read More...
Read More...
କାରରୁ ବାହାରିଲା ୧୦୬କେଜି ଗଞ୍ଜେଇ, ଜଣେ ଗିରଫ ।
ଭଞ୍ଜନଗର ୧୪/୦୨(ପିପିଟି):କନ୍ଧମାଳ ଜିଲ୍ଲାରୁ ପୁରୀ କୁ କାର୍ ଯୋଗେ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଶୁକ୍ରବାର ଭଞ୍ଜନଗର ପୁଲିସ ଜଣକୁ କାବୁ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ପୁରୀ ଜିଲ୍ଲା କାକଟପୁର ଥାନା ଗୋପୀକାନ୍ତପୁର…
Read More...
Read More...
ଚଳିତବର୍ଷ ଅପ୍ରେଲ ୧୬ ରୁ ମଇ ୧୫ ତାରିଖ ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା ।
ଛତ୍ରପୁର,୧୩/୦୨(ପିପିଟି):ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଋଷିକୂଲ୍ୟା ସମ୍ମୀଳନୀ କକ୍ଷ ଠାରେ ଆଜି ଅପରାହ୍ନରେ ୨୦୨୭ ମସିହାରେ ହେବାକୁ ଥିବା ଜନଗଣନା ସମ୍ପର୍କିତ…
Read More...
Read More...
ବେଗୁନିଆପଡ଼ା ବ୍ଳକ ପରିସରରେ ବେଟି ବଚାଓ ବେଟି ପଢାଓ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
କୋଦଳା,୧୩/୦୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ପରିସରରେ ଶୁକ୍ରବାର ବେଟି ବଚାଓ ବେଟି ପଢାଓ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ…
Read More...
Read More...