Browsing Category

ଜିଲ୍ଲା

ନବକଳେବର ପାଇଁ ଦାରୁ ଚିହ୍ନଟ ।

କୋଦଳା,୨୧/୦୨(ପିପିଟି):କୋଦଳା ଭାଇଗାସାହି ଠାରେ ପୂଜା ପାଉଥିବା ଜଗତର ନାଥ ଜଗନ୍ନାଥ ବିଗ୍ରହ ଦୀର୍ଘ ୨୦୦ ବର୍ଷ ହୋଇଯାଇଥିବା ବେଳେ ମହାପ୍ରଭୁଙ୍କୁ ନବକଳେବର କରିବା ପାଇଁ ଗ୍ରାମବାସୀ ଓ ମନ୍ଦିର କମିଟି ନିଷ୍ପତ୍ତି ନେଇ ପୁରୀ…
Read More...

ପୋଲସରା ଦିବ୍ୟଜୀବନ ଶାଖା ସଂଘର ସାଧାରଣ ବୈଠକ ଏବଂ ନୂତନ କମିଟି ଗଠନ ।

ପୋଲସରା ,୨୧/୦୨(ପିପିଟି) :ପୋଲସରା ଦିବ୍ୟଜୀବନ ସଂଘ ଶାଖାର ସାଧାରଣ ଅଧିବେଶନ ଏଵଂ ନୂତନ କମିଟି ଗଠନ ହୋଇଯାଇଛି। ବରିଷ୍ଠ ସଭ୍ୟ ସାରଂଗପାଣି ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାଖାର କର୍ମକର୍ତ୍ତା ଏଵଂ ସଭ୍ୟ…
Read More...

ଯାଦୁ ଦେଖାଇ ଋଷିଆ ନାଗରିକଙ୍କ ମନ ଜିଣିଲେ ଯାଦୁଗର ଜେ.କୁମାର ।

ପୋଲସରା ୨୧/୦୨(ପିପିଟି) : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଜିତେନ୍ଦ୍ର କୁମାର ସାହୁ ସେ ଯାଦୁ ଖେଳ ଦେଖାଇ ଅଞ୍ଚଳରେ ଯାଦୁଗର ଜେ କୁମାର ଭାବେ ବେଶ୍ ପରିଚିତ ଅଛନ୍ତି । ଯାହାକି ଜିତେନ୍ଦ୍ର କୁମାର ସାହୁ…
Read More...

ଯୁବ ବ୍ୟବସାୟୀଙ୍କୁ ସୁଦୃଢ କରିବା ଦିଗରେ ନାନୋ ୟୁନିକର୍ନ ଯୋଜନା ।

ମାଲକାନଗିରି, ୨୧/୦୨(ପିପିଟି) :ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଜିଲ୍ଲା ପାଠାଗାର ଠାରେ ନାନୋ ୟୁନିକର୍ନ ଯୋଜନାରେ ହିତାଧିକାରୀଙ୍କ ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଜିଲ୍ଲା ଦକ୍ଷତା ବିକାଶ…
Read More...

ସାମ୍ବାଦିକ ପ୍ରଶିକ୍ଷଣ ଶିବିର କର୍ମଶାଳା ଅନୁଷ୍ଠିତ।

ବୋଲଗଡ, ୨୧/୦୨(ପିପିଟି):ବୋଲଗଡ କାର୍ଯ୍ୟରତ ସାମ୍ବାଦିକ ପରିବାର ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସାମ୍ବାଦିକ ପ୍ରଶିକ୍ଷଣ କର୍ମଶାଳା ବୋଲଗଡ ସ୍ଥିତ ମିନି ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ବିଏସଏନଏଲ ଟାୱାର ଅଛି କିନ୍ତୁ କାର୍ଯ୍ଯକ୍ଷମ ନାହିଁ; ତୁରନ୍ତ ମୋବାଇଲ ସେବା ଯୋଗାଇବା ପାଇଁ ଦାବି ।

ବ୍ରହ୍ମପୁର,୨୧/୦୨(ପିପିଟି): କୁକୁଡାଖଣ୍ଡି ବ୍ଲକର ଆଦିବାସୀ ପଞ୍ଚାୟତ କଙ୍କିଆ ବିଏସଏନଏଲ ସେବାରୁ ବଞ୍ଚିତ। କଙ୍କିଆ ପଞ୍ଚାୟତର ସରକଟ, ଖଣ୍ଡାଳବନ୍ଧ ଓ ଅମୁଣିଆ ଗ୍ରାମରେ ଏକ ବର୍ଷ ଧରି ବିଏସଏନଏଲ ଟାୱାର ନିର୍ମାଣ ସରିଛି।…
Read More...

ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ସଚିବାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ -୨୦୨୫ ।

ଭୁବନେଶ୍ବର,୨୦/୦୨: ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ହାଇଟେକ୍ ମେଡିକାଲ କଲେଜ ପଡ଼ିଆରେ ଦୀର୍ଘ ପାଞ୍ଚ ବର୍ଷ ପରେ ବେଶ୍ ଉତ୍ସାହର ସହ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ୨୦ତମ ସଚିବାଳୟ କ୍ରିକେଟ…
Read More...

ବିଧାୟକ, ବ୍ଲକ ଅଧ୍ୟକ୍ଷା ଓ ଜନପ୍ରତିନିଧିମାନଙ୍କ ଅନୁପସ୍ଥିତିରେ ସାଂସଦଙ୍କ ରୁଦ୍ଧ ଦ୍ୱାର ସମୀକ୍ଷା ବୈଠକ ।

ବୋଲଗଡ଼,୨୦/୦୨(ପିପିଟି):ସାଧାରଣ ନିର୍ବାଚନକୁ ୮ମାସ ବିତିଯାଇଥିବାବେଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାଂସଦୀୟ କ୍ଷେତ୍ର ଅର୍ନ୍ତଗତ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଗୁରୁବାର ଦିନ ପ୍ରଶାସନିକସ୍ତରୀୟ ଉନ୍ନୟନ ମୂଳକ…
Read More...

ଚାଷ ଜମିକୁ ବାଟ ନମିଳିବାରୁ ତେଜୁଛି ଚାଷୀଙ୍କ ଅସନ୍ତୋଷ ।

ଖୋର୍ଦ୍ଧା,୨୦/୦୨: ଖୋର୍ଦ୍ଧା ତହସିଲ ଅଧିନସ୍ଥ ବରସାହି ମୋୖଜ଼ା ର ଦକ୍ଷିଣ ଦିଗରେ ଥିବା ପ୍ରାୟ ୧୯ଏକର ଚାଷ ଜମିକୁ ଜଣେ ବ୍ୟକ୍ତି ତାରବାଡ଼ କରିବା ଦ୍ୱାରା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ତାରବାଡ଼ ଦ୍ୱାରା…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ।

ବ୍ରହ୍ମପୁର,୨୦/୦୨(ପିପିଟି): ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା…
Read More...