Browsing Category
ଜିଲ୍ଲା
ଉପଖଣ୍ଡ ସ୍ତରୀୟ ଗ୍ରୀଷ୍ମ ପ୍ରବାହ ନିମିତ୍ତ ମୁକାବିଲା ପ୍ରସ୍ତୁତି ବୈଠକ ।
ଭଞ୍ଜନଗର,୧୩/୦୩(ପିପିଟି): ଗୁରୁବାର ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଗାମୀ ଗ୍ରୀଷ୍ମ ପ୍ରବାହ ନିମିତ୍ତ ଏକ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ…
Read More...
Read More...
ଆଜିବି ବଞ୍ଚିଛି ଲୋକକଳା ଦାସକାଠିଆ ବା ରାମତାଳି।
ବୋଲଗଡ଼,୧୩/୦୩(ପିପିଟି):ସମୟଥିଲା ଦାସକାଠିଆ ଦେଖିବା ପାଇଁ ଲୋକମାନଙ୍କର ଆଗ୍ରହ ଥିଲା। ଜଣେ ଗାୟକ ଓ ଜଣେ ପାଳିଆ ଏବଂ ଦୁଇଟି ଛୋଟିଆ କାଠରେ ପ୍ରସ୍ତୁତ ବାଦ୍ୟଯନ୍ତ୍ର ବଜାଇ ପୌରାଣିକ କଥାବସ୍ତୁ, ଶିକ୍ଷଣୀୟ ଲୋକ କଥା ଓ…
Read More...
Read More...
ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଧାରଣା ସହ ଦାବୀପତ୍ର ପ୍ରଦାନ ।
ସୁବର୍ଣ୍ଣପୁର ,୧୩/୦୩(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାଵୀପତ୍ର ପ୍ରଦାନ କରାଯାଇଛି। ସଂଘର ସଭାପତି ନରହରି ମହାପାତ୍ରଙ୍କ…
Read More...
Read More...
ସୁସ୍ଥ ପରିବେଶ ଦିଏ ଆତ୍ମତୃପ୍ତି: ଭଞ୍ଜନଗର ଆଇଆଇସି ।
ଭଞ୍ଜନଗର, ୧୩/୦୩(ପିପିଟି) ; ନିଜ ଚାରିପାଖରେ ଥିବା ସୁନ୍ଦର ପରିବେଶ ଓ ସୁସ୍ଥ ବାତାବରଣ ଯୋଗୁଁ ଅନେକାଂଶରେ କର୍ମ କ୍ଲାନ୍ତି ଜୀବନରେ ସାମାନ୍ୟ ଆରାମ ମିଳିଥାଏ।ତେଣୁ ଏମିତି ଅନେକ ପରିବେଶବିତ୍ତ୍ ଓ ପ୍ରକୃତି ପ୍ରେମୀ ଅଛନ୍ତି…
Read More...
Read More...
ସାଇକେଲ ରାଲିରେ ଜଙ୍ଗଲ ସୁରକ୍ଷା ସଚେତନତା ।
ଭଞ୍ଜନଗର, ୧୩ା/୦୩(ପିପିଟି):ଗ୍ରୀଷ୍ମପ୍ରବାହ ସମୟରେ ବିଭିନ୍ନ ସ୍ଥାନରେ ନିଆଁ ଲାଗି ବହୁ ମୂଲ୍ୟବାନ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି।ଯାହାକି ବନବିଭାଗ ପାଇଁ ଚିନ୍ତାର କାରଣ ସାଜିଛି।ତେଣୁ ସଚେତନତା ଉପରେ ଅଧିକ ଗୁରୁତ୍ୱ…
Read More...
Read More...
ଆତ୍ମରକ୍ଷା ତାଲିମ୍ ଶିବିର ଉଦଯାପନ ।
ଭଞ୍ଜନଗର, ୧୨/୦୩(ପିପିଟି) : ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ରେ ଗତ ୧ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...
Read More...
ହାତରୁ ଖାଇ,ଘୋଡ଼ା ଆଗରେ ଧାଇଁବା ।
ଗଞ୍ଜାମ ରେ ଏକ ପ୍ରବାଦ ରହିଛି:- ହାତରୁ ଖାଇ, ଘୋଡା ଆଗରେ ଧାଇଁବା । ଅର୍ଥାତ ବିନା ପାରିଶ୍ରମିକରେ ବେଠି ଖଟିବା । ଭାରତ ସ୍ବାଧୀନ ହେବାର ହେବାର ୭୮ ବର୍ଷ ବା ସମ୍ବିଧାନ
ପ୍ରଣୟନ ହେବାର ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ବେଠି…
Read More...
Read More...
ଜାତୀୟ ରାଜପଥ ଦେଇ ପାରିହେଲା ଦନ୍ତା ।
ସମ୍ବଲପୁର,୧୨/୦୩: ସକାଳ ପ୍ରାୟ ୬ ଟା ସମୟରେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଲକ୍ ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥ ଉପରେ ପଇଦାମାଲ ଗ୍ରାମରୁ ମାଲିମୁଣ୍ଡା ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ଦନ୍ତାହାତୀ ପାରି…
Read More...
Read More...
ଆରପାରିରେ ଗାୟକ ସୁଧାକର କମଳାକାନ୍ତ ନାୟକ ।
ବାସୁଦେବପୁର,୧୧/୦୩: ଓଡିଶାର ନିଜସ୍ୱ ଲୋକକଳା ପାଲା ମାଧ୍ୟମରେ ସଂସ୍କୃତି ପରମ୍ପରାର ଗାଥାକୁ ସମଗ୍ର ରାଜ୍ୟ ସମେତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ,ଆନ୍ଧ୍ରପ୍ରଦେଶ ଓ ବିହାର ରାଜ୍ୟରେ ଲୋକପ୍ରିୟତା ଅର୍ଜନ କରିଥିବା ବର୍ଷିୟାନ…
Read More...
Read More...
ଯାଜପୁର ଠାରେ ଜିଲ୍ଲାସ୍ତରୀୟ ବୃହତ ନିଯୁକ୍ତି ମେଳା ଆୟୋଜିତ ।
ଯାଜପୁର,୧୧/୦୩(ପିପିଟି): ସ୍ଥାନୀୟ ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସର ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣଙ୍କ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ, ଯାଜପୁରଙ୍କ ଦ୍ଵାରା ଏକ ଜିଲ୍ଲା ସ୍ତରୀୟ ବୃହତ୍ ନିଯୁକ୍ତି…
Read More...
Read More...