Browsing Category

ଜିଲ୍ଲା

ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।

କୋଦଳା,୨୯/୧୨(ପିପିଟି):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଫାଶୀ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ…
Read More...

ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।

ବାଲିଗୁଡା, ୨୯/୧୨(ପିପିଟି): ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣ ଭୋଜି…
Read More...

ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପ ସଭାପତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା ।

ବାଲିଗୁଡା,୨୮/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ (୫୦) ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସନ୍ତୋଷ ଗତ…
Read More...

ଦାରିଙ୍ଗବାଡି ଶୀତ ମହୋତ୍ସବ-୨୦୨୬ ପୋଷ୍ଟର ଉନ୍ମୋଚନ ।

ବାଲିଗୁଡା,୨୮/୧୨(ପିପିଟି): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶୀତ ମହୋତ୍ସବ ଜାନୁୟାରୀ ୮ ତାରିଖ ଠାରୁ ୧୧ ତାରିଖ ୪ ଦିନ ଧରି ଦାରିଙ୍ଗବାଡି ର ମିନି ଷ୍ଟାଡିଅମ ପରିସରରେ…
Read More...

ଓପିଏସ୍‌ସି ଫଳାଫଳ ୧୬ ସ୍ଥାନରେ ମାନସ ରଞ୍ଜନ ବେହେରଦଳେଇ ।

ବାଲିଗୁଡା, ୨୮/୧୨(ପିପିଟି): ଓପିଏସସି (OPSC) ଭେଟେରିନାରି ଆସିଷ୍ଟାଣ୍ଡ ସର୍ଜନ ପରୀକ୍ଷାରେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ ରଞ୍ଜନ ବେହରଦଳାଇ ୧୬ ତମ ସ୍ଥାନ ରଖି…
Read More...

ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଜୀଅନ୍ତା ପୋଡ଼ି ହତ୍ୟା ନେଇ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ।

ବାଲିଗୁଡା,୨୮/୧୨(ପିପିଟି): ବାଂଲାଦେଶର ଢାକାଠାରେ ୧୮ ଡିସେମ୍ବରରେ ଇସଲାମ କଟରବାଦୀମାନେ ବାଂଲାଦେଶର ହିନ୍ଦୁ ଯୁବକ ଦୀପୁ ଦାସଙ୍କୁ ନିର୍ମମ ଭାବେ ମାରି ଜୀଅନ୍ତା ଅବସ୍ଥାରେ ଗଛରେ ଝୁଲାଇ ପୋଡ଼ି ହତ୍ୟା କରିଥିବା ଘଟଣାକୁ ନେଇ…
Read More...

ପାଟପୁର ଶାସନ ପାଇଁ ସରକାରୀ ଯୋଜନା ଥିଲେ ମଧ୍ୟ ଅପହଞ୍ଚ ହୋଇପଡିଛି ।

ବୋଲଗଡ଼,୨୮/୧୨(ପିପିଟି):ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାକରିଛନ୍ତି ସାଧାରଣ ଜନତା ସେଥିରୁ ସୁବିଧା ସୁଯୋଗର ଫାଇଦା ଉଠାଇ ପାରିବେ, କିନ୍ତୁ ତାହା ଫେଲ୍ ମାରିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟପୁର…
Read More...

କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ।

ବେଲଗୁଣ୍ଠା, ୨୮/୧୨(ପିପିଟି ):ସୋରଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ୍ ର ୧୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିସିସି ସଦସ୍ୟ ତଥା ସୋରଡା କଂଗ୍ରେସ୍ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥଙ୍କ…
Read More...

ଅଲୋଡ଼ା ହୋଇ ବୁଦାରେ ପଡ଼ିରହିଛି ଗୃହ ପାଳିତ ପଶୁ ପକ୍ଷୀଙ୍କ ଔଷଧ ଏବଂ ଇଞ୍ଜେକ୍ସନ ।

ବେଲଗୁଣ୍ଠା,୨୬/୧୨(ପିପିଟି):ଗୃହପାଳିତ ପଶୁପକ୍ଷୀଙ୍କ ନିମନ୍ତେ ସରକାରଙ୍କ ତରଫରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା କେନ୍ଦ୍ର ମାନଙ୍କୁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଟୀକା,ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଇ ଦିଆଯାଇଥାଏ । କିନ୍ତୁ ବହୁ…
Read More...

ନିଶାସକ୍ତ ଜ୍ୱାଇଁ ର ଉନ୍ମତ କାଣ୍ଡ : ଜ୍ବାଇଁର ଟାଙ୍ଗିଆ ଚୋଟରେ ବୃଦ୍ଧା ଶାଶୁଙ୍କ ମୃତ୍ୟୁ ।

ବାଲିଗୁଡ଼ା,୨୭/୧୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା ସିର୍ତ୍ତିଗୁଡ଼ା ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ନିଶାସକ୍ତ ଜ୍ବାଇଁ ଉନ୍ମୁକ୍ତ କାଣ୍ଡ ଘଟାଇଛି।…
Read More...