Browsing Category

ଜିଲ୍ଲା

ରଜ କୁଇନ୍ -୨୦୨୫ ମୁକୁଟ ପିନ୍ଧିଲେ ଶିବାନୀ ।

ଭଞ୍ଜନଗର, ୨୪/୬(ପିପିଟି) : ଭଞ୍ଜନଗର ଜେଲ ପଡ଼ିଆରେ ଗତ ୧୨ତାରିଖରୁ ଚାଲିଥିବା ରଜ ମହୋତ୍ସବ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି।ଏହି ଅବସରରେ ପ୍ରଥମ ଥର ପାଇଁ ରଜ କୁଇନ -୨୦୨୫ର ଆୟୋଜନ କରାଯାଇଥିଲା।ଶେଷ ଦିବସରେ…
Read More...

ଜିଲ୍ଲାରେ ଜଳ ବିଶୋଧନ ଓ ଆଇ.ଇ.ସି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ।

ଯାଜପୁର,୨୩/୦୬(ପିପିଟି): ଆଜି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓସ୍ୱାନ ଭି.ସି ରୁମ୍ ଠାରେ ଜିଲ୍ଲାରେ ଜଳ ବିଶୋଧନ ପ୍ରକ୍ରିୟା ଓ ଆଇ.ଇ.ସି ଉପରେ ଏକ ସମୀକ୍ଷା ବୈଠକ ଆଭାସୀ…
Read More...

ଧରାକୋଟ ଦଳିତ ନିର୍ଯାତନା ନେଇ ଆଜି ଦଳିତ ମହାସଭାର ବୈଠକ ।

ବ୍ରହ୍ମପୁର,୨୩/୦୬(ପିପିଟି): ଗତକାଲି ତଥାକଥିତ ଗୋରକ୍ଷକ ନାଁରେ ବଜରଙ୍ଗ ଦଳ ଓ ବିଜେପି ସମର୍ଥକ ମାନଙ୍କ ଦ୍ଵାରା ଧରାକୋଟ ବ୍ଳକର ଖାରିଗୁମ୍ମା ଓ ପରେ ଜାହାଡା ଠାରେ ଦଳିତ ସମ୍ପ୍ରଦାୟର ଦୁଇ ଜଣ ଗରିବ ଲୋକଙ୍କ ଉପରେ ସଂଗଠିତ…
Read More...

କାମରେ ଆସୁନାହିଁ ଜୈବ ବିଘଟନ ଗୃହ।

ବୋଲଗଡ଼,୨୩/୦୬(ପିପିଟି): ପ୍ରତେକ ଗ୍ରାମରୁ ବାୟୁମଣ୍ଡଳର ପ୍ରଦୂଷଣ ରୋକିବା ସହିତ ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର ରଖିବାପାଇଁ, ସରକାରଙ୍କ ତରଫରୁ ଜୈବ ବିଘଟନ ଗୃହ ନିର୍ମାଣ କରାଯାଇଛି କିନ୍ତୁ ଏହି ଗୃହରେ ଆଜିକା ଦିନରେ…
Read More...

ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଆକ୍ରମଣରେ ୧୦ ଖ୍ରୀଷ୍ଟିଆନ ବ୍ଯକ୍ତି ଆହାତ ।

ମାଲକାନଗିରି,୨୨/୦୬(ପିପିଟି) :ମାଲକାନଗିରି ଥାନା ଅନ୍ତର୍ଗତ କତାମାଟେରୁ ଗାଁ ରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନଙ୍କ ଅତର୍କିତ ଆକ୍ରମଣରେ ପ୍ରାୟ ୧୦ ଜଣ ଖ୍ରୀଷ୍ଟାୟାନ ସଂପ୍ରଦାୟ ଲୋକମାନେ ଗୁରୁତର ଆହାତ ହୋଇ ମାଲକାନଗିରି…
Read More...

କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ଟିକାବାଲି ଗସ୍ତ :ରିନୁ ମହାପାତ୍ରଙ୍କ ପରିବାରବର୍ଗଙ୍କୁ ଭେଟିଲେ ।

ବାଲିଗୁଡା, ତା, ୨୨/୦୬: (ପିପିଟି): ରାଜ୍ୟରେ ମହିଳା ଓ ନାବାଳିକା ବଳାତ୍କାର କୁ ପ୍ରସଙ୍ଗ କରିଛି କଂଗ୍ରେସ । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଖରାପ ହୋଇ ପଡ଼ିଥ‌ିବା ଅଭିଯୋଗ କରି ବିଜେପି ସରକାର ବିରୋଧରେ ଅଭିଯାନ ଆରମ୍ଭ…
Read More...

ସି. ପି. ଆଇ ର ଜଗନ୍ନାଥ ପ୍ରସାଦ ବ୍ଲକ ଆଞ୍ଚଳିକ ସମ୍ମିଳନୀ ।

ପୋଲସରା,୨୨/୦୬ (ପିପିଟି) : ସି. ପି. ଆଇ ର ଜଗନ୍ନାଥପ୍ରସାଦ ବ୍ଲକ ସ୍ତରୀୟ ଆଞ୍ଚଳିକ ସମ୍ମିଳନୀ ପଞ୍ଚଭୂତି ଠାରେ ଅନୁଷ୍ଠିତ ହୋଇଯାଇଛି. ସମ୍ମିଳନୀ ଆରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ସାଥୀ ସୋମନାଥ ନାୟକ ପାର୍ଟିର ଲାଲ…
Read More...

ବୁଗୁଡ଼ାରେ ନବୀନ ବାବୁଙ୍କ ଆରୋଗ୍ୟ କାମନା କରି ଠାକୁରଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ।

ପୋଲସରା ,୨୨/୦୬(ପିପିଟି) : ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶ କ୍ରମେ ବୁଗୁଡ଼ା ବ୍ଲକ ଓ ଏନ୍.ଏ.ସି. ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ସାଢେ଼ ଚାରି କୋଟି ଜନ ମାନସର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…
Read More...