Browsing Category

ଜିଲ୍ଲା

ଅବ୍ୟବସ୍ଥା ଘେରରେ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।

ବାଲିଗୁଡ଼ା,୨୧/୦୨(ପିପିଟି): ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନ ରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା । ଏହା କେଉଁ…
Read More...

ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର ।

ବାଲିଗୁଡ଼ା,୨୧/୦୨(ପିପିଟି): ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ ।…
Read More...

କିଶୋରୀ ବାଳିକାଙ୍କ ପାଇଁ କୌଶଳ ତାଲିମ ।

ମାଲକାନଗିରି, ୨୧/୦୨(ପିପିଟି):ସ୍ଥାନୀୟ ଏଫଏଲସି ସଭା ଗୃହ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀଙ୍କ ଆନୁକୂଲ୍ଯରେ କିଶୋରୀ ବାଳିକାଙ୍କୁ ଆଦ୍ବିକା କାର୍ଯ୍ଯକ୍ରମ…
Read More...

ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ପ୍ରସ୍ତୁତି ।

ଭଞ୍ଜନଗର, ୨୧/୦୨(ପିପିଟି):ଚଳିତବର୍ଷ ହେବାକୁ ଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏହି ପରିପ୍ରେକ୍ଷୀରେ ଶନିବାର ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ…
Read More...

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ।

ମାଲକାନଗିରି, ୨୧/୦୨(ପିପିଟି):ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ମାଲକାନଗିରି ଜିଲ୍ଲାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ସତର୍କତା ମୂଳକ…
Read More...

ବୋଲଗଡ଼ ମଣ୍ଡଳ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ସ୍କ୍ୱାର୍ଡ।

ବୋଲଗଡ଼,୨୧/୦୨(ପିପିଟି): ଶନିବାର ଦିନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଇଂରାଜୀ ପରୀକ୍ଷା ଚାଲୁଥିବା ବେଳେ ଅତିରିକ୍ତଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ଡ.ପ୍ରଜ୍ଞା ପାରମିତା ଜେନା,ଖୋର୍ଦ୍ଧା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର…
Read More...

କେନ୍ଦୁପତ୍ର କର୍ମଚାରୀ ସଂଘର ଗଣଧାରଣା ଦ୍ବିତୀୟ ଦିନରେ ।

ମାଲକାନଗିରି,୨୧/୦୨(ପିପିଟି):ଆଜି ମାଲକାନଗିରି କେନ୍ଦୁପତ୍ର କର୍ମଚାରୀ ସଂଘର ଗଣ ଧାରଣା ଦ୍ଵିତୀୟ ଦିନରେ ପହଞ୍ଚିଛି। ମାଲକାନଗିରି ସଦର ମହକୁମା ଠାରେ ଥିବା କେନ୍ଦୁପତ୍ର ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ କର୍ମକର୍ତ୍ତାମାନେ…
Read More...

ଯାଜପୁରର ଇଟା ଭାଟିରୁ ୧୪ ଜଣ ନାବାଳକଙ୍କ ସମେତ ୨୯ ଜଣ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର ।

ଯାଜପୁର,୧୯/୦୨(ପିପିଟି): ବନ୍ଧକ ଶ୍ରମ ବିରୁଦ୍ଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯାଜପୁର ଜିଲ୍ଲା ପ୍ରଶାସନ ବୁଧବାର ଦିନ ବ୍ୟାସନଗର ତହସିଲ ଏବଂ କୋରାଇ ପୋଲିସ ସୀମା ଅନ୍ତର୍ଗତ ବେଣାପୁର ଗ୍ରାମର ଜଗନ୍ନାଥ ଫ୍ଲାଏ…
Read More...

ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ।

ମାଲକାନଗିରି,୨୦/୦୨(ପିପିଟି):ମାଲକାନଗିରି ଜିଲ୍ଲା ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲୁ, ରାଜ୍ୟ ମହିଳା ବିଜୁ ଜନତା ଦଳର ଉପ ସମ୍ପାଦିକା କବିତା ମହନ୍ତ ଓ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଦହନା…
Read More...

ହୃତପିଣ୍ଡ ସମସ୍ୟାର ଉନ୍ନତ ଚିକିତ୍ସା ନିମନ୍ତେ ଶିଶୁକୁ ପଠାଯିବ ଚେନ୍ନାଇ ।

ବେଲଗୁଣ୍ଠା, ୨୦/୦୨(ପିପିଟି):ହୃତପିଣ୍ଡ ସମସ୍ୟାର ଉନ୍ନତ ଧରଣର ଚିକିତ୍ସା ନିମନ୍ତେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁକୁ ପଠାଯିବ ଚେନ୍ନାଇ ସ୍ଥିତ ଆପୋଲୋ ଶିଶୁ ହସ୍ପିଟାଲ୍ । ସୂଚନା ପ୍ରକାରେ…
Read More...