Browsing Category

ଜିଲ୍ଲା

ରତନୀ ଲଜ୍ ରୁ ପୋଲିସ ଦ୍ବାରା ମୃତ ଶରୀର ଉଦ୍ଧାର।

ପୋଲସରା, ୨୮/୦୨(ପିପିଟି):ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ପୋଲସରା ବସଷ୍ଟାଣ୍ଡ ନିକଟସ୍ଥ ରତନୀ ଲଜରୁ ଗତକାଲି ପୋଲସରା ପୋଲିସ ଏକ ମୃତ ଦେହ ଉଦ୍ଧାର କରିଥିଲା। ମୃତକଙ୍କ ନାମ ରବୀନ୍ଦ୍ର କୁମାର ଭଞ୍ଜଦେଓ ତାଙ୍କ ଘର…
Read More...

ବିଏଡ଼ କଲେଜରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ।

ଭଞ୍ଜନଗର, ୨୮/୦୨(ପିପିଟି):ସର୍ବ ଭାରତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତର ଆକାଂକ୍ଷା କୁ ସାକାର କରିବା ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସାରା ଦେଶରେ କାର୍ଯ୍ୟକାରୀ ହେଉଅଛି।ସେହିପରି…
Read More...

ଜିଲ୍ଲାସ୍ତରୀୟ ଉନ୍ନୟନ,ସମନ୍ୱୟ ଏବଂ ପରିଚାଳନା (ଦିଶା) କମିଟି ବୈଠକ।

ଯାଜପୁର,୨୮/୦୨(ପିପିଟି): ଆଜି ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ଉନ୍ନୟନ, ସମନ୍ୱୟ ଓ ପରିଚାଳନା (ଦିଶା) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଯାଜପୁର ଲୋକସଭା ସାଂସଦ ଡଃ ରବୀନ୍ଦ୍ର ନାରାୟଣ…
Read More...

କୃଷକ ଉତ୍ପାଦକ ସଂଘ ର ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳା ।

ବ୍ରହ୍ମପୁର,୨୮/୦୨(ପିପିଟି): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର କୃଷକ ଉତ୍ପାଦକ ସଂଘ ଉତ୍କର୍ଷ କେନ୍ଦ୍ର ଦ୍ବାରା ଆୟୋଜିତ ରାଜ୍ୟ ସ୍ତରୀୟ ସମୀକ୍ଷା କର୍ମଶାଳାରେ…
Read More...

ବେଗୁନିଆପଡାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ, ଅଧ୍ୟକ୍ଷା,ଉପାଧ୍ୟକ୍ଷାଙ୍କ ସମେତ ୩୭ ଜନ ପ୍ରତିନିଧି ଅନୁପସ୍ଥିତ ।

ବେଗୁନିଆପଡା,୨୭/୦୨(ପିପିଟି):ଗୁରୁବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପରିସର ମର୍ଦ୍ଦରାଜ ସମ୍ମିଳନୀ କକ୍ଷରେ ବେଗୁନିଆପଡା ପଞ୍ଚାୟତ ସମିତିର ପଞ୍ଚମ ସ୍ୱତନ୍ତ୍ର ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ…
Read More...

ପାଇଲିପଡା ପଞ୍ଚାୟତରେ ସରପଞ୍ଚ ଦାୟିତ୍ବ ନେଲେ ନାଏବ ସରପଞ୍ଚ ସଲିଳା ।

ବେଲଗୁଣ୍ଠା ,୨୭/୦୨(ପିପିଟି):ବେଲଗୁଣ୍ଠା ବ୍ଳକ୍ ପାଇଲିପଡା ପଞ୍ଚାୟତର ଅନାସ୍ଥାରେ ସରପଞ୍ଚ ପଦବୀ ହରାଇବା ପରେ ନାଏବ ସରପଞ୍ଚ ଥିବା ସଲିଳା ମହାରଣା ଆଜି ଦିନ ଏକ ଘଣ୍ଟା ସମୟରେ ଗ୍ରାମସେବିକା ଲିଟି ନାୟକଙ୍କ ଠାରୁ ସରପଞ୍ଚ…
Read More...

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକ ।

ସୁବର୍ଣ୍ଣପୁର ,୨୭/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି(ଦିଶା) ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କମିଟି ଅଧ୍ୟକ୍ଷ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କ…
Read More...

ଆଜିବି ଆମ ଧର୍ମ ସଂସ୍କୃତିରେ ଜୀବିତ କେତକୀ ଫୁଲ।

ବୋଲଗଡ଼,୨୭/୦୨(ପିପିଟି):ଆମ ଧର୍ମୀୟ ସଂସ୍କୃତି ଓ ଧର୍ମୀୟ ଭାବନା ଅନୁସାରେ ବର୍ଷକରେ ଗୋଟିଏ ଦିନ ଖୋଜା ପଡିଥାଏ କେତକୀ ଫୁଲ। କେବଳ ମହାଶିବରାତ୍ରି ଦିନ ହିଁ ଏହି କେତକୀ ଫୁଲକୁ ଭଗବାନ ଭଗବାନ ଶିବଙ୍କ ଠାରେ ଲାଗି କରାଯାଇଥାଏ।…
Read More...

ଜିଲାପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଅଧ୍ୟକ୍ଷା ମମତା।

ବେଲଗୁଣ୍ଠା ,୨୭/୦୨(ପିପିଟି):ବେଲଗୁଣ୍ଠା ପଞ୍ଚାୟତ ସମିତିର ଉପନିର୍ବାଚନରେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବଡବୋର ସିଂ ପଞ୍ଚାୟତର ସମିତି ସଭ୍ୟା ମମତା ଭୋଳ ଦିନ ୧ ଟା ୩୦ ମିନିଟ ସମୟରେ ଛତ୍ରପୁର ରେ ଜିଲ୍ଲାପାଳ…
Read More...

୩୦ଟି ପିତ୍ତଳ ନାଗ ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଜବତ, ୨ଗିରଫ ।

ଭଞ୍ଜନଗର, ୨୬/୨. ଗତ କିଛି ଦିନ ହେବ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିରକୁ ଟାର୍ଗେଟ କରିଛନ୍ତି ଦୁର୍ବୁତ୍ତ। ଶିବରାତ୍ରୀର ଦିନକ ପୂର୍ବରୁ ଭଞ୍ଜନଗର ଥାନା ଅଧିନ ଶ୍ରୀରାମ ନଗର ସ୍ଥିତ ଶ୍ରୀ ଅରବିନ୍ଦ…
Read More...