Browsing Category

ଜିଲ୍ଲା

ତିନୋଟି ବେଆଇନ ପଥର କ୍ରସର ସିଲ ।

ଟିଟିଲାଗଡ,୦୫/୦୪: ଟିଟିଲାଗଡ଼ ତହସିଲ ଅଧିନସ୍ଥ କୁମୁଡ଼ିପଦର ଓ ପେଣ୍ଡରାପଦର ଗ୍ରାମ ମଧ୍ୟରେ ତିନୋଟି ପଥର କ୍ରସରକୁ ପ୍ରଶାସନ ଆଜି ସିଲ କରିଛି । ବଲାଙ୍ଗିର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ଅଧିକାରି ବବିତା ସିଂଙ୍କ ଆଜି ଟିଟିଲାଗଡ଼…
Read More...

ମହାନ ସଙ୍ଘ ପକ୍ଷରୁ ଯୋଗ ଉତ୍ସବ-୨୫ ଅନୁଷ୍ଠିତ ।

ବ୍ରହ୍ମପୁର,୦୫/୦୪(ପିପିଟି):ବର୍ତ୍ତମାନ ବିଶ୍ୱ ରେ ଯେପରି ଦ୍ରୁତ ଗତିରେ ବିଭିନ୍ନ ପ୍ରକାର ରୋଗ ବ୍ୟପୁଛି ଓ ସ୍ୱସ୍ଥ୍ୟ ହାନି ଘଟୁଛି,ସେଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ମାତ୍ର ଏକ ସରଳ ଉପାୟ । ଅତୀତରେ ଯୋଗ ଦ୍ୱାରା ମୁନି…
Read More...

ସତୀଗୁଡା ଡ଼୍ୟାମର ଜଳ ସ୍ତର ହ୍ରାସ, ଆଗାମୀ ଦିନରେ ଉତ୍କଟ ପାନୀୟ ଜଳ ସଙ୍କଟ ସମ୍ଭାବନା ।

ମାଲକାନଗିରି,୦୫/୦୪(ପିପିଟି) :ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ଯୋଗାଣ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ହେଉ ଥିବା ବେଳେ ଏହି ଜଳ ସତୀଗୁ୍ଡା ଡ୍ୟାମରୁ ସଂଗ୍ରହ କରାଯାଇଥାଏ । ବର୍ତ୍ତମାନ…
Read More...

ଏନ୍ଏସି ପକ୍ଷରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ।

ପୋଲସରା,୦୫/୦୪(ପିପିଟି): ପୋଲସରା ଏନ୍ଏସି ପକ୍ଷରୁ ଓଡ଼ିଆ ପକ୍ଷ-୨୦୨୫ ପାଳନ କରାଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସଂଗୀତା ବେହେରା…
Read More...

ଓଡ଼ିଆରେ ନାମଫଳକ ଅଭିଯାନ- ସଚେତନତା ପଦଯାତ୍ରା।

ଛତ୍ରପୁର,୦୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ତରଫରୁ 'ଓଡ଼ିଆ ପକ୍ଷ ' ପାଳନ ଅବସରରେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଏହାର ଚତୁର୍ଥ ଦିବସରେ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ମାନଙ୍କରେ ଓଡ଼ିଆରେ ନାମ ଫଳକ…
Read More...

ମୋ ପୋଷାକ ମୋ ପରିଚୟ ଦିବସ ।

କୋଦଳା,୦୪/୦୪(ପିପୁଟି) ଗୁରବାର ୧୧ ଘଣ୍ଟ ସମୟରେ କୋଦଳା ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ " ମୋ ପୋଷାକ - ମୋ ପରିଚୟ " ଦିବସ ପାଳନ କରାଯାଇଅଛି । ଏଥିରେ…
Read More...

ଓଡ଼ିଆରେ ନାମ ଫଳକ ଅଭିଯାନ ନେଇ ସଚେତନତା ଶୋଭାଯାତ୍ରା ।

ମାଲକାନଗିରି, ୦୪/୦୪(ପିପିଟି) :ଓଡ଼ିଆ ପକ୍ଷ ପାଳନର ଚତୁର୍ଥ ଦିନରେ ଓଡ଼ିଆରେ ନାମ ଫଳକ ଅଭିଯାନ ସଚେତନତା ଶୋଭା ଯାତ୍ରା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଛି। ଜିଲ୍ଲାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ…
Read More...

ବେଲଗୁଣ୍ଠାରେ ପଞ୍ଚୁଦଣ୍ଡ ମହାମିଳନ ।

ବେଲଗୁଣ୍ଠା,୦୪/୦୪(ପିପିଟି):ଆଜି ବେଲଗୁଣ୍ଠା ଶାସନ ସାହି କର୍ତ୍ତା ଉପେନ୍ଦ୍ର ନାଥଙ୍କ ଗୃହ ସମ୍ମୁଖରେ ପଞ୍ଚୁଦଣ୍ଡ ମହା ମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ମହାମିଳନରେ ବେଲଗୁଣ୍ଠା, ବେଲଗୁଣ୍ଠା ଖଦାଳ ସାହି, ଏ. କରଡ଼ାବାଡ଼ି,ବଣ…
Read More...

ସୂଚନା ଅଧିକାର ଆଣିଦେଇଛି ଅସାଧାରଣ କ୍ଷମତା ।

ଭଞ୍ଜନଗର, ୦୪/୦୪(ପିପିଟି):ଆଜି ରାଜନୀତି ବିଭାଗ ତରଫରୁ ଭଞ୍ଜନଗର ସାବିତ୍ରୀ ମହିଳା ମହା ବିଦ୍ୟାଳୟରେ ଏକ ପଠଚକ୍ର ଅନୁଷ୍ଠିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକ ସଭାରେ ଅଧ୍ୟକ୍ଷତା କରିଥିଲେ। ପାଠଚକ୍ରର…
Read More...

ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ।

ବେଲଗୁଣ୍ଠା, ୦୪/୦୪(ପିପିଟି) : ପୂର୍ବ ଶତ୍ରୁତାକୁ ନେଇ ଗାଙ୍ଗପୁର ଥାନା ଅନ୍ତର୍ଗତ ମକରାପଲ୍ଲୀ ଗ୍ରାମର ବୁଲୁ ନାଇକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଯୁବକଙ୍କର ଭଉଣୀ ମାନିନୀ ନାଇକ ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି…
Read More...