Browsing Category
ଜିଲ୍ଲା
ସିଂହାସନରେ ବିଜେ କଲେ ମାଆ ଶ୍ୟାମାକାଳୀ ।
ବେଲଗୁଣ୍ଠା,୨୬/୦୨,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଗତ ୨୦ ତାରିଖରୁ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ…
Read More...
Read More...
ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀଙ୍କ ବୈଠକ ।
ଚଣ୍ଡିଖୋଲ,୨୬/୦୨(ପିପିଟି): ପାକ୍ଷିକ ସମ୍ବାଦପତ୍ର "ବିରଜା ଭୂମି" ପକ୍ଷରୁ ତ୍ରୈମାସିକ ଆଲୋଚନା ଚକ୍ର ସ୍ଥାନୀୟ ନର୍ସିଂ କଲେଜ ପରିସରରେ ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଡଃ ଅଜୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...
Read More...
ବାଇକରେ ଗୋଡ଼ାଇ ଗୋଡ଼ାଇ ମହିଳାଙ୍କୁ ପିଟିଲେ,କଲେଜ ଛାତ୍ରଙ୍କୁ ହାଣିଲେ ଦୁବୃର୍ତ୍ତ ।
ଅନୁଗୋଳ,୨୬/୦୨: ଅନୁଗୋଳ ବ୍ଲକ ବେନ୍ତପୁର ଗ୍ରାମ ନିକଟରେ ଦୁଇ ଜଣ ଯୁବକ ଆଜି ଦିନ ଦ୍ୱିପ୍ରହରରେ ବାଇକରେ ଯାଉଥିବା ବେଳେ କଲେଜ ଛାତ୍ରଙ୍କୁ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିବା ମାଉସୀଙ୍କୁ ପିଟି ଥିବା ସୂଚନା ମିଳିଛି।…
Read More...
Read More...
ଅର୍ନ୍ତଜାତୀୟ ମହିଳା ଦିବସ ଉପଲକ୍ଷେ କ୍ରୀଡା ପ୍ରତିଯୋଗିତା ।
ମାଲକାନଗିରି, ୨୫/୦୨(ପିପିଟି):ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଅର୍ନ୍ତଜାତୀୟ ମହିଳା ଦିବସ-୨୦୨୬ ଉପଲକ୍ଷେ ମାଲ୍ୟବନ୍ତ ହୋଷ୍ଟେଲ ପରିସରରେ ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି…
Read More...
Read More...
ନିର୍ମାଣ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ ନିମନ୍ତେ ପ୍ରଶିକ୍ଷଣ ।
ଭୁବନେଶ୍ୱର,୨୫/୦୨(ପିପିଟି):ଆଜିର ଯୁଗ ହେଉଛି ନୂତନ ଜ୍ଞାନକୌଶଳ ଓ କୃତ୍ରିମ ବୁଦ୍ଧିମତ୍ତାର ଯୁଗ । ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନେଇ ଲକ୍ଷ୍ୟ ରଖିଥିବାବେଳେ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ବିଭିନ୍ନ…
Read More...
Read More...
ଜାତୀୟ ମାନବାଧିକାର ଆୟୋଗ ମନିଟରଙ୍କ ଓଡିଶା ଗସ୍ତ ଗସ୍ତ ।
ଭୁବନେଶ୍ୱର,୨୫/୦୨(ପିପିଟି):ଜାତୀୟ ମାନବାଧିକାର ଆୟୋଗର ସ୍ୱତନ୍ତ୍ର ମନିଟର ବାଲକ୍ରୀଷ୍ଣ ଗୋଏଲ ୬ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସେ ଓଡିଶା ଗସ୍ତରେ ରହିବେ । ଆଜି…
Read More...
Read More...
ଠେଲା ଗାଡ଼ିକୁ ଧକ୍କା ଦେଲା ବୁଲେଟ୍; ଜଣେ ଗୁରୁତର ।
ବେଲଗୁଣ୍ଠା, ୨୫/୦୨(ପିପିଟି):ଏକ ବୁଲେଟ୍ ଦ୍ରୁତ ଗତିରେ ଆସି ଏକ ଠେଲା ଗାଡିକୁ ପଛପଟୁ ଧକ୍କା ଦେବା ଫଳରେ ଠେଲା ଗାଡ଼ି ଧରି ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ମଙ୍ଗଳବାର ସନ୍ଧ୍ୟାରେ…
Read More...
Read More...
Chinmayee sahoo joined as Dharmasala IIC In Jajpur.
Jajpur,25/02(PPT): Most Popular police officer Chinmayee sahoo has joined as IIC Dharmasala In Jajpur District On Tuesday . Earlier, Sahoo was the IIC Inchage of Bari Police Station.…
Read More...
Read More...
ବିଭିନ୍ନ ଜନହିତକର କାର୍ଯ୍ୟ ଦ୍ୱାରା ରୋଟାରୀ ଦିବସ ପାଳନ ।
ଭଞ୍ଜନଗର, ୨୫/୦୨(ପିପିଟି ):ରୋଟାରୀ କ୍ଳବ, ଭଞ୍ଜନଗର ତରଫରୁ କ୍ଳବ ସଭାପତି ରୋଟାରୀୟାନ ରଞ୍ଜିତ କୁମାର ବାରିକଙ୍କ ସଭାପତିତ୍ୱରେ ରୋଟାରୀ ଦିବସ ପାଳନ କରାଯାଇଛି । ପ୍ରଥମେ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଳାସ ପଦର…
Read More...
Read More...
ଯୌନ ଶୋଷଣ ବା ଯୌନ ନିର୍ଯାତନା ସଚେତନତା କାର୍ଯ୍ୟକ୍ରମ ।
ବେଗୁନିଆପଡା,୨୫/୦୨(ପିପିଟି): ବୁଧବାର ଅପରାହ୍ନ ରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ପରିସରରେ କୋଦଳା ତାଲୁକା ଆଇନ ସେବା କମିଟି ଆନୁକୁଲ୍ୟରେ ଯୌନ ଶୋଷଣ ବା ଯୌନ ନିର୍ଯାତନାରୁ ଉଦ୍ଧାର ପାଇବା ନିମନ୍ତେ ଏକ…
Read More...
Read More...