Browsing Category

ଜିଲ୍ଲା

ଯାଜପୁର ଜିଲ୍ଲାରେ “ଆମ ପୋଷାକ ଆମ ପରିଚୟ” କାର୍ଯ୍ୟକ୍ରମ ଅନୁଷ୍ଠିତ।

ଯାଜପୁର,୦୩/୦୪(ପିପିଟି): ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ୨୦୨୫ ପାଳନର ତୃତୀୟ ଦିବସରେ ଜିଲ୍ଲା ସ୍ତରୀୟ "ଆମ ପୋଷାକ ଆମ ପରିଚୟ" ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀଙ୍କ…
Read More...

ପୂର୍ବତନ ମନ୍ତ୍ରୀ ବିଜେପିକୁ ଟାର୍ଗେଟ କରିଥିବା ବେଳେ ପାଲଟା ଜବାବ ଦେଲା ବିଜେପି ।

ପୋଲସରା ୦୩/୦୪(ପିପିଟି) : ଗତ ୦୧/୦୪/୨୫ ତରିଖରେ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଯାହାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆକ୍ଷେପ…
Read More...

ନବ ନିର୍ବାଚିତ ବେଲଗୁଣ୍ଠା ବ୍ଳକ୍ ଅଧ୍ୟକ୍ଷା ମମତା ଭୋଳଙ୍କ ଦାୟିତ୍ୱ ଗ୍ରହଣ ।

ବେଲଗୁଣ୍ଠା,୦୩/୦୪(ପିପିଟି) : ବେଲଗୁଣ୍ଠା ବ୍ଳକ୍ ର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ଦେହାନ୍ତ ପରେ କିଛିଦିନ ଧରି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସିଥିଲେ I ଏହାପରେ ବ୍ଳକ୍…
Read More...

ଯୋଗ ଉତ୍ସବ ଆୟୋଜନ ନେଇ ମହାନ ସଂଘ ପକ୍ଷରୁ ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର,୦୩/୦୪(ପିପିଟି):ଯୋଗ ହିଁ ଜୀବନ ଓ ଯୋଗାର ପ୍ରସାର ପ୍ରଚାର ନେଇ ସାରା ଭାରତରେ ଶହେ ଦିନ ଶହେ ସହରରେ ଯୋଗ ଉତ୍ସବ କାର୍ଯ୍ୟକ୍ରମ, କେନ୍ଦ୍ର ସରକାର ଆୟୁଷ ମନ୍ତ୍ରାଣଳୟ ତରଫରୁ ମୋରାଜିଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ…
Read More...

ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

ପୋଲସରା,୦୩/୦୪(ପିପିଟି): ପୋଲସରା ବ୍ଲକ୍ ମନ୍ଦାର ଗ୍ରାମର ବସୁମତୀ ପାତ୍ର (ବୟସ - ୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି…
Read More...

ଝିଅକୁ ପିଟିପିଟି ଘରେ ସଂଜ୍ଞା ହୀନ ଭାବେ ପକାଇ ବାପାଙ୍କ ଆତ୍ମହତ୍ୟା ।

ଧାମରା,୦୨/୦୪:ଘରୋଇ କଳିରୁ ଝିଅକୁ ପିଟିପିଟି ସଂଜ୍ଞାହୀନ କରି ଝିଅକୁ ଘରେ ପକାଇ ଦେଇ ବାପା ଘର ଠାରୁ କିଛି ଦୂରରେ ଏକ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି…
Read More...

ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଦ୍ୱିବାର୍ଷିକ ଯାତ୍ରା, ଅସ୍ଥାୟୀ ମନ୍ଦିରରେ ଶୁଭଖୁଣ୍ଟି ସ୍ଥାପନ ।

ବେଲଗୁଣ୍ଠା,୦୨/୦୪(ପିପିଟି):ଗଞ୍ଜାମ ଜିଲ୍ଲାର ମନ୍ଦିର ମାଳିନୀ ସହର ବେଲଗୁଣ୍ଠାର ୨୦୨୫ ତଥା ଏହି ବର୍ଷ ହେବାକୁ ଥିବା ଐତିହାସିକ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି…
Read More...

ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉତ୍ସବ ଉଦଯାପିତ।

ପୋଲସରା,୦୨/୦୪(ପିପିଟି):ପୋଲସରା ସ୍ଥିତ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିବସୀୟ ପିଏମ୍ ଶ୍ରୀ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତଥା ବିଇଓ ଶଙ୍କର୍ଷଣ ସଡଙ୍ଗୀଙ୍କ ଅଧ୍ୟକ୍ଷତାରେ…
Read More...

ଡକାୟତି ଯୋଜନା ବେଳେ ୪ଗିରଫ; ପିସ୍ତଲ ସହ ଗୁଳି ଜବତ ।

ଭଞ୍ଜନଗର,୦୨/୦୪(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ ପାର୍କ ନିକଟ ମତ୍ସ୍ୟ ଉତ୍ପାଦନ କେନ୍ଦ୍ର ରାସ୍ତାରେ ମଙ୍ଗଳବାର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚାରି ଜଣ ଯୁବକଙ୍କୁ ସନ୍ଦେହରେ ଅଟକ ରଖି ପଚରା ଉଚରା କରିବା ବେଳେ…
Read More...

ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଶିକ୍ଷାରଥକୁ ସ୍ୱାଗତ।

ବୋଲଗଡ଼,୦୨/୦୪(ପିପିଟି):ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାରଙ୍କ ସଂଯୋଜନାରେ ବୁଧବାର ଦିନ ପ୍ରବେଶ ଉତ୍ସବ ଓ…
Read More...