Browsing Category

ଜିଲ୍ଲା

ଭଞ୍ଜନଗର-ବ୍ରହ୍ମପୁର ରାସ୍ତାର ୧୧ ସ୍ଥାନରେ କ୍ୟାମେରା ।

ଭଞ୍ଜନଗର,୦୭/୦୩(ପିପିଟି):. ୧୫୭ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାପ୍ରବଣ ସ୍ଥାନ ଗୁଡ଼ିକ ଚିହ୍ନଟ ପରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ଯାନବାହନ ଉପରେ ଅଙ୍କୁଶ ଲଗାଇବାକୁ ପରିବହନ ବିଭାଗ ଅଣ୍ଟା ଭିଡ଼ିଛି। ଏଥିପାଇଁ…
Read More...

ଯାଜପୁରରେ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ।

ଯାଜପୁର,୦୭/୦୩(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ଜିଲ୍ଲାପାଳ ଅମ୍ବର କୁମାର କର ପତାକା ଦେଖାଇ ଯାତ୍ରୀ ବସଗୁଡିକୁ ଉଦଘାଟନ କରିଛନ୍ତି। ଏହି…
Read More...

ଜିଲ୍ଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ।

ଛତ୍ରପୁର,୦୭/୦୩(ପିପିଟି): ଜିଲ୍ଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି (ଦିଶା) ବୈଠକ ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଦିଶା କମିଟିର ଅଧ୍ୟକ୍ଷା ତଥା ଆସିକା ସାଂସଦ ଅନୀତା ଶୁଭଦର୍ଶନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ।

ମାଲକାନଗିରି, ୦୭/୦୩(ପିପିଟି):ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ 'ସୂଚନା…
Read More...

ଆନ୍ତର୍ଜାତୀୟ ମହିଳା ଦିବସର ପ୍ରଥମ ଦିନରେ “ଶକ୍ତି ସ୍ୱରୂପିଣୀ” କାର୍ଯ୍ୟକ୍ରମ ।

ମାଲକାନଗିରି, ୦୭/୦୩(ପିପିଟି):ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ମାଲକାନଗିରି ସ୍ପୋଟର୍ସ କମ୍ପ୍ଲେକ୍ସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମୁଖ୍ୟ ଅତିଥି…
Read More...

ପୋଲସରାରେ ତୃତୀୟ ପର୍ଯ୍ୟାୟ ପ୍ରବୋଧନ ତାଲିମ ଶିବିରରେ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଯୋଗଦାନ।

ପୋଲସରା ,୦୭/୦୩(ପିପିଟି) :ପୋଲସରା ବ୍ଲକ ସ୍ତରୀୟ ୩ୟ ପର୍ଯ୍ୟାୟ ପ୍ରବୋଧନ (ନୂତନ ପାଠ୍ୟପୁସ୍ତକ ସମ୍ବନ୍ଧୀୟ) ତାଲିମ ଶିବିର ଶେଷ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀହର୍ଷବାବୁ ଖାଡ଼ଙ୍ଗା ଏବଂ ଅତିରିକ୍ତ ଗୋଷ୍ଠୀ…
Read More...

ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ।

ପୋଲସରା,୦୬/୦୩(ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୦୬-୩-୨୬ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ…
Read More...

ପିପୁଲସ କଲେଜ ଏନସିସି କ୍ୟାଡଟ ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି।

ପୋଲସରା ,୦୬/୦୩(ପିପିଟି): ଗଞ୍ଜାମ ଜିଲ୍ଲାର ବୁଗୁଡାର ପିପୁଲସ କଲେଜର ୨୦୨୧-୨୪ ବ୍ୟାଚର ଏନସିସି ଆର୍ମି ୱିଙ୍ଗର ଏନସିସି କ୍ୟାଡେଟ୍ ସାଇବ ବିଷୋୟୀ ସୀମା ସୁରକ୍ଷା ବାହିନୀରେ ନିଯୁକ୍ତି ପାଇଥିବା ବେଳେ କଲେଜ ପକ୍ଷରୁ ତାଙ୍କୁ…
Read More...

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଯୋଗ ଏବଂ ଶାରିରୀକ କ୍ରୀଡା ଅନୁଷ୍ଠିତ ।

ଯାଜପୁର,୦୬/୦୨(ପିପିଟି):ଆନ୍ତର୍ଜାତିକ ମହିଳା ଦିବସ ୨୦୨୬ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଯାଜପୁର, ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ମାଇ ଭାରତ, ଯାଜପୁର ପକ୍ଷରୁ ସାମୂହିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି…
Read More...

ଗଂଜାମ ଜ଼ିଲ୍ଲା ପରିଷଦର ୮ମ ବୈଠକ; ପାନୀୟ ଜଳ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ ।

ଛତ୍ରପୁର,୦୬/୦୩(ପିପିଟି): ଆଜି ଗଂଜାମ ଜ଼ିଲ୍ଲା ପରିଷଦର ୮ମ ବୈଠକ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି…
Read More...