Browsing Category
ଜିଲ୍ଲା
ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମରେ ଶିକ୍ଷାରଥକୁ ସ୍ୱାଗତ।
ବୋଲଗଡ଼,୦୨/୦୪(ପିପିଟି):ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାରଙ୍କ ସଂଯୋଜନାରେ ବୁଧବାର ଦିନ ପ୍ରବେଶ ଉତ୍ସବ ଓ…
Read More...
Read More...
ଅବସର ପ୍ରାପ୍ତ ଆର୍ମି ଯବାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ମାଲକାନଗିରି,୦୨/୦୪(ପିପିଟି) :ଭାରତୀୟ ସେନା ବାହିନୀରେ ସୈନିକ ଭାବେ ଦୀର୍ଘ ୧୭ ବର୍ଷ ସେବା ଯୋଗାଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚାଲାଣ ଗୁଡା ପଞ୍ଚାୟତର ଅକ୍ଷାତ ପଲ୍ଲୀ ଆଲୁରୁ ଗ୍ରାମର ଗଙ୍ଗାଧର ଧୁରୁଆ ଆଜି…
Read More...
Read More...
ବିଭିନ୍ନ ବିଦ୍ୟାଳୟରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ।
ବେଲଗୁଣ୍ଠା,୦୨/୦୪(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି କ୍ଷତ୍ରିୟବରପୁର ପିଏମ୍ ଶ୍ରୀ ନୋଡ଼ାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟରେ…
Read More...
Read More...
ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା।
ଖୋର୍ଦ୍ଧା,୦୨/୦୪(ପିପିଟି): ଗ୍ରୀଷ୍ମ ପ୍ରବାହ ବଢିବା ସାଙ୍ଗକୁ ବଢୁଛି ତରଭୁଜର ଚାହିଦା। ଦିନକୁ ଦିନ ଗ୍ରୀଷ୍ମର ପ୍ରବାହ ବଢିବାରେ ଲାଗିଛି। ଟାଣ ଖରା ଦାଉରୁ ଆଶ୍ବସ୍ଥି ପାଇବା ପାଇଁ ଖରାଦିନେ ପଥିକ ମାନଙ୍କର ଥଣ୍ଡାଜାତୀୟ…
Read More...
Read More...
ବେଲଗୁଣ୍ଠା ସାହିତ୍ୟ ଘର ପକ୍ଷରୁ ଉତ୍କଳ ଦିବସ ପାଳନ ; ହାତବୁଣା ଖଦଡ଼ ପିନ୍ଧି ଉତ୍କଳ ଦିବସ ପାଳିଲେ ସଦସ୍ୟ ।
ବେଲଗୁଣ୍ଠା, ୦୧/୦୪(ପିପିଟି) : ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସମଗ୍ର ଉତ୍କଳ ଉତ୍ସବ ମୁଖର ହୋଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ଉତ୍କଳ ଦିବସ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ…
Read More...
Read More...
ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ଦିବସ ପାଳିତ।
ମାଲକାନଗିରି, ୦୧/୦୪(ପିପିଟି) :ମାତୃଭୂମି ଓ ମାତୃଭାଷାର ସ୍ଥାନ ସବୁଠାରୁ ଉର୍ଦ୍ଧ୍ବରେ । ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ସ୍ଵାଧୀନତା ପୂର୍ବରୁ ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ। ତେଣୁ ନିଜ…
Read More...
Read More...
ଉତ୍କଳ ଦିବସ ଆମ ଜାତୀୟ ଅସ୍ମିତାର ପରିଚାୟକ : ବରିଷ୍ଠ କଳାକାର ମହାସଂଘ
ଭଞ୍ଜନଗର,୦୧/୦୪(ପିପିଟି) :କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ଏବଂ ଗଞ୍ଜାମ ଜିଲ୍ଲା ଶାଖାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ବାଲାଜୀପେଣ୍ଠ ମହାସଂଘ କାର୍ଯ୍ୟାଳୟ ପରିସରରେ ପବିତ୍ର…
Read More...
Read More...
ଉପଖଣ୍ଡସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ; ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ସାମ୍ବାଦିକ ପୁରସ୍କୃତ ।
ଭଞ୍ଜନଗର, ୦୧/୦୪(ପିପିଟି):ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ମଙ୍ଗଳବାର ଓଡିଶା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି…
Read More...
Read More...
ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ।
ପୋଲସରା,୩୧/୦୩(ପିପିଟି): ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମର ମନୁ ସାହୁ (ବୟସ - ୪୫) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ…
Read More...
Read More...
ରାଷ୍ଟ୍ରୀୟ ନବ ବର୍ଷ ପାଳନ ।
ଖଣ୍ଡଗିରି,୩୧/୦୩ : ସ୍ଥାନୀୟ ବିବେକାନନ୍ଦ କନ୍ୟା କୁମାରୀ ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ନଗର ସଂଚାଳକ ପ୍ରଫେସର ସତ୍ୟ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ…
Read More...
Read More...