Browsing Category

ଜିଲ୍ଲା

୨୪ରୁ କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ।

ଚାନ୍ଦବାଲି,୨୩/୦୪:କନିକା-ଚାନ୍ଦବାଲି ବୈତରଣୀ ମହୋତ୍ସବ ମଙ୍ଗଳବାର ଦିନ ସ୍ଥାନୀୟ ଦୁର୍ଗା ପଡିଆ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମିଳନୀ ରେ ବୈତରଣୀ ମହୋତ୍ସବ ର ଉଦ୍ଦେଶ୍ୟ ବିଷୟରେ…
Read More...

ମୃତ ପର୍ଯ୍ୟଟକଙ୍କୁ ଚାନ୍ଦବାଲି ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି।

ଚାନ୍ଦବାଲି,୨୩/୦୪: ଜମ୍ମୁ କାଶ୍ମୀରର ପହଲଗମ୍ ଠାରେ ଗତ କାଲି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଚାନ୍ଦବାଲି ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏନେଇ ଚାନ୍ଦବାଲି ଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ବୁଧୁବାର ସଂଧ୍ୟାରେ…
Read More...

ଯାଜପୁର ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ।

ଯାଜପୁର,୨୩/୦୪(ପିପିଟି): ଆଜି ଯାଜପୁର ଷଷ୍ଠ ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ନଳିନୀ ପ୍ରଭା ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ…
Read More...

ଶୈକ୍ଷିକ ପ୍ରଗତି ପାଇଁ ବୋଲଗଡ଼ରେ ଆଲୋଚନାଚକ୍ର ଅନୁଷ୍ଠିତ।

ବୋଲଗଡ଼,୨୩/୦୪:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ନୂଆସାହି ସାଧନ କେନ୍ଦ୍ର ଅନ୍ତର୍ଗତ ନଅଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସଂଯୋଜକ ଚନ୍ଦ୍ର ଶେଖର ନାୟକଙ୍କ ତତ୍ତ୍ଵବଧାନରେ ବାମନ ସରକାରୀ ଉଚ୍ଚ…
Read More...

ବେନିୟମ ବନ୍ଧୁକ ରଖିବା ଅଭିଯୋଗରେ ୨ଗିରଫ ।

ଭଞ୍ଜନଗର, ୨୩/୦୪(ପିପିଟି) : ବୁଧବାର ପୁଣିଥରେ ବେନିୟମ ବନ୍ଧୁକ ଉଦ୍ଧାର କରିବା ସହ ୨ଜଣଙ୍କୁ ଗିରଫ କରିଛି ଭଞ୍ଜନଗର ପୋଲିସ। ମଙ୍ଗଳବାର ବେନିୟମ ଭାବେ ବନ୍ଧୁକ ରଖିବା ଅଭିଯୋଗରେ ୩ ଜଣ ଗିରଫ ହୋଇଥିବା ବେଳେ ବୁଧବାର ଏଥିରେ ଆଉ…
Read More...

ମୁକୁଳା ପାଚେରୀ ପାଲଟିଛି ମଦୁଆଙ୍କ ଆଡ୍ଡାସ୍ଥଳୀ।

ବୋଲଗଡ,୨୩/୦୪(ପିପିଟି): ବୋଲଗଡ ସଦରମହକୁମା ସ୍ଥିତ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟାଳୟର ପାଚେରୀ ଦୀର୍ଘଦିନ ଧରି ସପୂର୍ଣ୍ଣ ନହୋଇଥିବା ଯୋଗୁଁ ମୁକୁଳା ପଡିରହିଛି । ଖୋର୍ଦ୍ଧା - ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର…
Read More...

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ ।

ସୁବର୍ଣ୍ଣପୁର ,୨୨/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ, ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଶ୍ଵ ଧରିତ୍ରୀ…
Read More...

କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଦିବସୀୟ ପ୍ରାଥମିକ ଚିକିତ୍ସା ଶିବିର ଅନୁଷ୍ଠିତ।

ସୁବର୍ଣ୍ଣପୁର ,୨୨/୦୪(ପିପିଟି) : ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସୁବର୍ଣ୍ଣପୁର ଙ୍କ ମାର୍ଗଦର୍ଶନ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା…
Read More...