Browsing Category

ଜିଲ୍ଲା

ମା’ ସିଂହାସନୀ ପୀଠରେ ରଜପର୍ବ ପାଳନ ପ୍ରସ୍ତୁତି।

ପୋଲସରା ,୦୭/୦୬(ପିପିଟି) :ମା' ସିଂହାସନୀ ପୀଠରେ ଆସନ୍ତା ୧୪ ତାରିଖରୁ ତିନିଦିନବ୍ୟାପୀ ରଜପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାନୀୟଜଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଭିଡ ନିୟନ୍ତ୍ରଣ, ଶୃଙ୍ଖଳିତ…
Read More...

ଅନ୍ତଃ ଜିଲ୍ଲା ମ୍ୟାଚରେ ରୋନିତ ଶ୍ରେଷ୍ଠ ଖେଳାଳି ରୁପେ ପୁରଷ୍କୃତ।

ବୋଲଗଡ଼,୦୭/୦୬(ପିପିଟି):ଅନ୍ତଃ ଜିଲ୍ଲା ମ୍ୟାଚରେ ୬ ୱିକେଟ ନେଇ ରୋନିତ ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାନନଗର ଗ୍ରାମର ସାମ୍ବାଦିକ ଅଶୋକ ପ୍ରଧାନଙ୍କ ଏକ ମାତ୍ର…
Read More...

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ଲଢେଇକୁ ଜୋରଦାର କରିବାକୁ ଡାକରା ।

ବ୍ରହ୍ମପୁର,୦୬/୦୬(ପିପିଟି): ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ଦାବିରେ ଆଜି ଅଖିଳ ଭାରତ କିଶାନ୍ ମଜଦୂର ସଭା (AIKMS)ର ସୋରଡା ବ୍ଲକ୍ ଶାଖା ପକ୍ଷରୁ ଏକଲପୁର ପଞ୍ଚାୟତର ଲୋକାମାରି ଠାରେ ଏକ ଗଣ ସମାବେଶ ଆୟୋଜିତ ହୋଇଯାଇଛି…
Read More...

ଦମ ଦେଖାଇଲା ବିଜେଡି, ପାଳିଲା କଳା ଦିବସ,କଲା ପ୍ରତିବାଦ ସଭା, ଦେଲା ଦାବି ପତ୍ର ।

ଯାଜପୁର,୦୬/୦୬(ପିପିଟି): ପୂର୍ବ ଘୋଷଣା ମୁତାବକ ଆଜି ସୁକିନ୍ଦା ବିଜୁ ଜନତା ଦଳ ପକ୍ଷରୁ ସୁକିନ୍ଦାରେ ବଢ଼ି ଚାଲିଥିବା ଗୁଣ୍ଡାରାଜ ଓ ଆତଙ୍କ ରାଜ ବିରୁଦ୍ଧରେ କଳା ଦିବସ ପାଳିତ ହୋଇ ଯାଇଛି।ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ…
Read More...

ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଗ୍ରୀଷ୍ମକାଳୀନ ଶିବିର ।

ମାଲକାନଗିରି,୦୬/୦୬(ପିପିଟି) :ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କୁ ନେଇ ଆଜିଠାରୁ ଆରମ୍ଭ ହୋଇଛି ଗ୍ରୀଷ୍ମକାଳୀନ ଶିବିର ।ଏହି ଶିବିର ରେ ମୁଖ୍ୟଅତିଥି ଭାବେ ଜିଲ୍ଲାଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଯୋଗ ଦେଇ ଶିବିରଟିକୁ…
Read More...

ଯାଜପୁର ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫ ପାଳିତ।

ଯାଜପୁର,୦୬/୦୬(ପିପିଟି): ଆଜି ପୂର୍ବାହ୍ନରେ ମିଶନ ଶକ୍ତି ସମ୍ମିଳନୀ ଗୃହ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ସମବାୟ ବର୍ଷ ୨୦୨୫ ପାଳିତ ହୋଇଯାଇଅଛି। ଯାଜପୁର ଜିଲ୍ଲା ସମବାୟ ବିଭାଗ ଆନୁକୁଲ୍ୟରେ ସଶକ୍ତ ସମବାୟ,ସୁଦୃଢ ସମବାୟ…
Read More...

ଟ୍ରକ ଓ ଡମ୍ଫର ମୁହାଁମୁହିଁ,ଜଣେ ମୄତ ।

ବାସୁଦେବପୁର,୦୬/୦୬: ଆଜି ଅପରାହ୍ନ ସମୟରେ ବାସୁଦେବପୁର -ଜାମୁଝାଡି ରାସ୍ତାର ମଖଲପୁର ଠାରେ ସଡକ ଦୁର୍ଘଟଣାରେ ଜଣଙ୍କର ମୄତ୍ୟୁ ଘଟିଛି । ସୂଚନାଯୋଗ୍ୟ,ଧାମରାରୁ କୋଇଲା ବୋଝେଇ ଟ୍ରକ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା…
Read More...

ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ, ଛେଳି ସହ ୭ ବାଇକ୍ ଜବତ ।

ମାଲକାନଗିରି,୦୬/୦୬(ପିପିଟି) :ଗତ କାଲି ରାତିରେ ମାଲକାନଗିରି ଥାନା ପୁଲିସ ଦଳ ଗୌଡ଼ଗୁଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢାଉ କରି ବାଜିରେ ଲାଗିଥିବା ଛେଳିକୁ ଆଣି ଥାନାରେ ବାନ୍ଧି ରଖିବା ସହିତ ସାତଟି…
Read More...