Browsing Category

ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଭିନ୍ନକ୍ଷମ ଯୁବକଙ୍କ ସହାୟତା ।

କୁକୁଡାଖଣ୍ଡି,(ପିପିଟି ନ୍ଯୁଜ୍)୦୩/୦୪-କୋଭିଡ୍ -୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୁକୁଡାଖଣ୍ଡିର ଭିନ୍ନକ୍ଷମ କେ.ମଣି ବାବୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।ସେ ବ୍ଯାଙ୍କ ଡିମାଣ୍ଡ ଡ୍ରାଫ୍ଟ କରି…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଙ୍କ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍) ୦୩/୦୪-ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରୀ ସିଲଭ ରାଣୀ ପଣ୍ଡା ୨୫୦୦ ଟଙ୍କା ଅର୍ଥ ରାଶି ସହାୟତା ପ୍ରଦାନ କରିଛନ୍ତି। ପ୍ରଦତ୍ତ ଅର୍ଥକୁ ସେ…
Read More...

ଶେରଗଡ ଖିରିଡା ପଞ୍ଚାୟତରେ ରାସନ ସାମଗ୍ରୀ ଓ ଟଙ୍କା ବଣ୍ଟନ ।

ଶେରଗଡ,(ପିପିଟି ନ୍ଯୁଜ୍)୦୩/୦୪-ଶେରଗଡ଼ ବ୍ଲକ ର ଖିରିଡା ଗ୍ରାମ ପଞ୍ଚାୟତରେ ଗାଁ ଗାଁ ବୁଲି ରାସନ କାର୍ଡ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଏବଂ ୧୦୦୦ ଟଙ୍କା ହିତାଧିକାରୀଙ୍କ ମାନଙ୍କୁ ପ୍ରଦାନ କରାଯାଇଛି ଏବଂ…
Read More...

ମୁନିସିପାଲଟିର ବିଭିନ୍ନ ୱାର୍ଡରେ ଭତ୍ତା ବଣ୍ଟନ ।

ହିଞିଳିକାଟୁ,(ପିପିଟି ନ୍ଯୁଜ୍) ୦୩/୦୪:- ସ୍ଥାନୀୟ ପୌର ପରିଷଦ ତରଫରୁ ପ୍ରତ୍ୟେକ ୱାର୍ଡରେ ୪ମାସର ଭତ୍ତା କାରାଯାଇଛି। ଶୁନାରୀ ଡିମ୍ବିରା ସାହି ,ରେଗିଡି ସାହି,ଅଗ୍ନିଶମ ବିଭାଗ ସାହି ବା ୱାର୍ଡ ନଂ ୬ ରେ ସମସ୍ତ…
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ପୋଲସରା ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ।

ପୋଲସରା,( ପିପିଟି ନ୍ଯୁଜ୍)୦୩/୦୪- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କୋଭିଡ୍ -୧୯ ସମୀକ୍ଷା କରିବା ପାଇଁ ପୋଲସରା ଅଞ୍ଚଳ ଗସ୍ତ କରିବା ସମୟରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି…
Read More...

ପୋଲିସ ହାବୁଡରେ ଚୋରା ମଦ ବେପାରୀ ।

ଦିଗପହଣ୍ଡି(ପିପିଟି ନ୍ଯୁଜ୍)୧/୦୪ , ସାରା ବିଶ୍ୱ ଏବେ ଭୟଙ୍କର କରୋନା ଭୁତାଣୁ ପାଇଁ ଚିନ୍ତିତ ଓ ଭୟଭୀତ ଥିବା ବେଳେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଚୋରା ମଦ ବେପାରୀ ମାନେ ଲକ ଡାଉନ ର ଫାଇଦା ଉଠାଇ ମାଲାମାଲ…
Read More...

ଯୁବ ସାମ୍ବାଦିକଙ୍କ କୋଭିଡ୍ -୧୯ ପାଇଁ ଦାନ

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୧/୦୪ ଉଦୀୟମାନ ଅଭିଜ୍ଞ ଯୁବ ସାମ୍ବାଦିକ, ଆଇନ ଛାତ୍ର, ପ୍ରକୃତି ବନ୍ଧୁ ପୁରଷ୍କାର ପ୍ରାପ୍ତ ତତ୍ ସହ ପି.ଏଫ୍.ଏ ର ସଦସ୍ଯ ତଥା ସ୍ୱେଚ୍ଛାସେବୀ ସମୀର କାନ୍ତ ତ୍ରିପାଠୀ କୋଭିଡ-୧୯ର ଯୁଦ୍ଧ…
Read More...

ଅସହାୟଙ୍କ ପାଖରେ ସହାୟତା ପହଞ୍ଚିଲା

କୁକୁଡାଖଣ୍ଡି,(ପିପିଟି ନ୍ଯୁଜ୍)୧/୦୪ ଆଙ୍କୁଶପୁର ପଂଚାୟତର ଅସହାୟ ଶ୍ୟାମା ଆଚାରି ବୟସ ପ୍ରାୟ ୭୪ ହେବ। ସେ ଆଙ୍କୁଶପୁର ତକ୍ଷଶିଳା ସ୍କୁଲ ପାଖରେ ଏକ ପରିତ୍ୟକ୍ତ ସ୍ଥାନରେ ଏକାନ୍ତରେ ରହି ଆସୁ ଥିଲେ। ତାଂକୁ ବର୍ତ୍ତମାନ…
Read More...

୮ ଏକର ଆଖୁ ନିଆଁ ଲାଗି ପାଉଁଶ

ଶେରଗଡ,(ପିପିଟି ନ୍ଯୁଜ୍)୧/୦୪- -ଶେରଗଡ ବ୍ଳକ ଅନ୍ତର୍ଗତ ତାକରଡା ଗ୍ରାମପଞ୍ଚାୟତର ତାକରଡା ଗ୍ରାମରେ ବୁଧବାର ଅପରାହ୍ନ ପ୍ରାୟ 5ଟା ବେଳେ ନିଆଁ ଲାଗି 40ଭରଣ ଆଖୁ ଫସଲ ପୋଡି ପାଉଁଶ ହୋଇଯାଇଛି ଖବର ପାଇ ଶେରଗଡ ଦମକଳ ବାହିନୀ…
Read More...

ରାଶନ କାର୍ଡଧାରୀଙ୍କୁ ୧୦୦୦ଟଙ୍କା ସହାୟତା ଦିଆଯିବ

ଭୁବନେଶ୍ୱର,(ପିପିଟି ନ୍ଯୁଜ୍) ୧।୦୪- କରୋନା ଭାଇରସ୍‌କୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ସମୟରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଆବଶ୍ୟକ ପରିମାଣରେ…
Read More...