Browsing Category

ଜିଲ୍ଲା

ନଦୀପଠାରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,(ପିପିଟି)୧୧/୦୫,ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଓଖାଳି ଗ୍ରାମ ନିକଟ କଣ୍ଟେଇଯୋଡ଼ି ନଦୀପଠାରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଦେଓଖାଳି ଗ୍ରାମର ଲଡୁ ନାୟକ…
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ରାମନାଗୁଡା,(ପିପିଟି)୧୧/୦୫,କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଦୁର୍ଗୀ ଠାରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜେଡି ପକ୍ଷରୁ…
Read More...

ହିଞ୍ଜିଳି ପୌରପରିଷଦ ଦୂରଦୃଷ୍ଟି ଅଭାବରୁ ବାଛୁରିର ଜୀବନଗଲା ।

ହିଞ୍ଜିଳିକାଟୁ,(ପିପିଟି) ୧୧ / ୦୫ , ରାଜ୍ୟରେ ପଶୁପକ୍ଷୀ ମାନଙ୍କପାଇଁ ମହାମାରୀ କରୋନା ଯୋଗୁଁ ଖାଦ୍ୟ ଅଭାବ ହେତୁ ବହୁ ପ୍ରକୃତି ପ୍ରେମୀ ବୁଲିବୁଲି ସେମାନଙ୍କୁ ଖାଦ୍ୟ ବଣ୍ଟନ କରୁଛନ୍ତି ।କିନ୍ତୁ ହିଂଜିଳି କାଟୁରେ…
Read More...

ବିଶାଖାପାଟଣାରୁ ଝାରଖଣ୍ଡ ସାଇକେଲରେ ବାହାରିଲେ ଶ୍ରମିକ ।

ଭଞ୍ଜନଗର,(ପିପିଟି)୧୧/୦୫,ସାରାଦେଶରେ ସରକାରଙ୍କ ତରଫରୁ ଲକ୍ ଡାଉନ ଘୋଷଣା ହେବାପରେ ବହୁ ଲୋକ ନିଜ ନିଜର ଜୀବିକା ହରାଇ ଘରେ ବସିଛନ୍ତି।କାମଧନ୍ଦା ସବୁ ବନ୍ଦ ହୋଇ ଯାଇଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ବହୁ ଶ୍ରମିକ ଫସି…
Read More...

ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୯୧ ଛୁଇଁଲା ।

ଭୁବନେଶ୍ଵର ,(ପିପିଟି)୧୧/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୩୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ  ଆକ୍ରାନ୍ତ ସଂଖ୍ୟା ୩୯୧ ରେ ପହଞ୍ଚିଛି ।…
Read More...

ବିଜୁ ଛାତ୍ର ଜନତା ଦଳର ରକ୍ତଦାନ ।

ଢେଙ୍କାନାଳ,(ପିପିଟି)୧୦/୦୫,ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ୬ଷ୍ଠ ଜୀବନ ବିନ୍ଦୁ ରକ୍ତଦାନ ଶିବିର ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ୬୪ୟୁନିଟ ରକ୍ତ ସଂଗ୍ରହ ହେବ ସହିତ…
Read More...

ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୨୫ ରେ ପହଞ୍ଚିଲା । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୭୭ ।

ଭୁବନେଶ୍ଵର ,(ପିପିଟି)୧୦/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୨୫ରେ ପହଞ୍ଚିଛି । ଏହା ସହ ରାଜ୍ୟରେ  ଆକ୍ରାନ୍ତ ସଂଖ୍ୟା ୩୭୭ ରେ ପହଞ୍ଚିଛି । ବର୍ତ୍ତମାନ…
Read More...

ଗଞ୍ଜାମ ଜିଲ୍ଲାର ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଭିଡ଼ିଓ କନ୍ଫରେସିଙ୍ଗ ରେ ଆଲୋଚନା ।

ଭଞ୍ଜନଗର,(ପିପିଟି)୧୦/୦୫,କରୋନା ମୁକାବିଲାରେ ପୂର୍ବରୁ ଗଞ୍ଜାମ ଜିଲ୍ଲାର ସ୍ଥିତି ଭଲ ଥିବା ବେଳେ ପ୍ରବାସୀ ଓଡିଆମାନେ ରାଜ୍ୟକୁ ଫେରିବା ପରେ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲା ହଠାତ୍ ରେଡ଼ ଜୋନକୁ ଚାଲିଯାଇ ଥିଲା।ଦିନକୁ…
Read More...

ପ୍ରବାସୀ ଓଡ଼ିଆଙ୍କ ଭିଟାମାଟି ଯାଜପୁରକୁ ପ୍ରତ୍ୟାବର୍ତ୍ତନ ।

ଯାଜପୁର,(ପିପିଟି)୧୦/୦୫,ଯାଜପୁରପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ଉପଲବ୍ଧ ଥିବା ବଡ଼ଚଣାର ଛତିଆ ଶିବିରକୁ ଗସ୍ତ କରିଥିଲେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ। ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ଏହାର…
Read More...

ବିଜେପି ପକ୍ଷରୁ ଖବର କାଗଜ ବିତରକ ମାନଙ୍କୁ ସମ୍ମାନିତ କରିବା ସହ ଖାଦ୍ୟ ସାମଗ୍ରୀ ପ୍ରଦାନ ।

ବ୍ରହ୍ମପୁର,(ପିପିଟି)୧୦/୦୫,ବ୍ରହ୍ମପୁର ସହରରେ ବିଗତ କିଛି ଦିନ ଧରି ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି ।ଖବର କାଗଜକୁ ଘରେ ଘରେ ପହଞ୍ଚାଉଥିବା ବିତରକ ବନ୍ଧୁ ମାନଙ୍କୁ ବିଜେପି ପକ୍ଷରୁ…
Read More...