Browsing Category

ଜିଲ୍ଲା

ଦ୍ୱିତୀୟ ପର୍ଯ୍ୟାୟ ‘ ସମ୍ଭବ ‘ ତାଲିମ ଶିବିର ଉଦଘାଟିତ ।

ମାଲକାନଗିରି,୨୧/୦୭(ପିପିଟି) :ସ୍ଥାନୀୟ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ମାଲକାନଗିରି ଜିଲ୍ଲାର ୧୨୯ ଟି ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ୫ ଦିନିଆ ତାଲିମ ଶିକ୍ଷଣ ପେଟିକା 'ସମ୍ଭବ ' ଉଦଘାଟିତ ହୋଇଯାଇଛି । ଏହି…
Read More...

ଶ୍ରାବଣରେ ପରିବା ବଜାରରେ ଲାଗିଛି ନିଆଁ, ଗରୀବଙ୍କ ପାଇଁ କଞ୍ଚାଲଙ୍କା ସ୍ୱପ୍ନ ।

ଭଞ୍ଜନଗର ୨୦/୦୭(ପିପିଟି) : ନିମ୍ନଶ୍ରେଣୀର ଲୋକଟିଏ ଭାତ ସହ ଲୁଣ ଲଙ୍କା ଖାଇ ଜୀବନ କାଟୁଥିବା ବେଳେ ଶ୍ରାବଣ ମାସରେ ପନିପରିବା ଦର ଆକାଶ ଛୁଆଁ ଯୋଗୁଁ କଞ୍ଚାଲଙ୍କାଟିଏ ମଧ୍ୟ ମିଳିବା କଷ୍ଟକର ହୋଇପଡ଼ିଛି।ଗରୀବ ଲୋକଙ୍କୁ ଚାଉଳ…
Read More...

ସୁସ୍ଥ ପଞ୍ଚାୟତ ଗଠନ ପାଇଁ ତିନି ଦିନିଆ କର୍ମଶାଳା ।

ମାଲକାନଗିରି,୨୦/୦୭(ପିପିଟି) :ସରକାରଙ୍କ ଉଦ୍ୟମରେ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଏକ ଦୀର୍ଘ ତିନି ଦିନିଆ ତାଲିମ ଶିବିର ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରରେ ଆୟୋଜିତ ହୋଇଥିଲା।…
Read More...

ଏଫ୍ ଏମ୍ କଲେଜ ଛାତ୍ରୀଙ୍କୁ ନ୍ଯାୟ ଦାବିରେ, ଆରଡିସି ଅଫିସ ଘେରାଉ ନେଇ ପ୍ରସ୍ତୁତି ବୈଠକ।

ପୋଲସରା,୨୦/୦୭ (ପିପିଟି): କିଛିଦିନ ପୂର୍ବେ ଓଡିଶାରେ ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ସାରା ରାଜ୍ୟବାସୀଙ୍କୁ ମର୍ମାହତ କରି ଦେଇଥିବା ବେଳେ ବିଭିନ୍ନ ରାଜ୍ୟନୈତିକ ଦଳ ଓ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଥିବା…
Read More...

ପଡୋଶୀ ଘର ବିଛାଇ ଥିବା ବେଆଇନ ବିଦ୍ୟୁତ୍ ତାର ଲାଗି ନାବାଳକର ମୃତ୍ୟୁ ।

ପୋଲସରା,୨୦/୦୭ (ପିପିଟି) : ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମରେ ପଡୋଶୀ ଘର ବିଛାଯାଇ ଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ ନାବାଳକ ର ମୃତ୍ୟୁ ଘଟିଛି। ନାବାଳକ ଜଣଙ୍କ ତନ୍ମୟ ସାହୁ (୧୨ ) ରୋଡ଼ ସାହି ପରମାନନ୍ଦ…
Read More...

ସୌନ୍ଦର୍ଯ୍ୟ କରଣ ଯୋଜନାରେ ଚମକିଲା ଚକରା ବିଷୋୟୀ ଛକ ।

ଭଞ୍ଜନଗର ୨୦/୦୭(ପିପିଟି) :ଭଞ୍ଜନଗର ଲଣ୍ଡେଇ ସାହି ବାଇପାସ୍ ରୋଡ଼ର ବୀର ଚକରା ବିଷୋୟୀ ଛକରେ ଥିବା ଖୋଲାସ୍ଥାନକୁ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇ ଯାଇଛି।ଉକ୍ତ…
Read More...

ସାମ୍ବାଦିକଙ୍କୁ ହତ୍ୟା ମାମଲାରେ ୨ ଅଭିଯୁକ୍ତ ଗିରଫ।

ମାଲକାନଗିରି,୧୯/୦୭(ପିପିଟି) :ଗତ ଜୁଲାଇ ୧୨ ତାରିଖରେ ୱେବ୍ ଚେନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ମାଲକାନଗିରି ପୋଲିସ ଆଜି ହାଇଦ୍ରାବାଦରୁ ଗିରଫ…
Read More...

ନିମ୍ନମାନର ପେଭର ରୋଡ଼ କାର୍ଯ୍ୟ, ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ହଡପ ।

ହିଞ୍ଜିଳିକାଟୁ,୧୯/୦୭(ପିପିଟି): ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ବୁରୁପଡା ପଞ୍ଚାୟତର ପୋଡିଙ୍ଗି ଗ୍ରାମରେ, ପୋଡିଙ୍ଗି ଠାରୁ ବୁରୁପଡା ଯିବା ରାସ୍ତା ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ପାର୍ଶ୍ଵ ରାସ୍ତାରେ ପେଭର ରୋଡ କରିବା…
Read More...

ବେଆଇନ୍ ଭାବେ ମହିଳା ସରପଞ୍ଚଙ୍କୁ ପଦଚ୍ୟୁତ କରିବା ବିରୁଦ୍ଧରେ ଜିଲ୍ଲା ସରପଞ୍ଚ ମହାସଂଘ ପକ୍ଷରୁ ନ୍ୟାୟ ପ୍ରଦାନ ସକାଶେ…

ପୋଲସରା,୧୯/୦୭ (ପିପିଟି) :ଚଳିତ ଜୁଲାଇ ମାସ ୧୧ ତାରିଖ ଶୁକ୍ରବାର ଦିନ ପୋଲସରା ବ୍ଲକ୍ ବାଲିଛାଇ ଗ୍ରାମ ପଞ୍ଚାୟତ ମହିଳା ସରପଞ୍ଚ ସିଲୁ ବେହେରାଙ୍କ ବିରୁଦ୍ଧରେ ମିଥ୍ୟା ଦୁର୍ନୀତି ଅଭିଯୋଗ ଅଣାଯାଇ ଅନାସ୍ଥା ପ୍ରସ୍ତାବ…
Read More...

ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କୋଦଳା,୧୯/ ୦୭(ପିପିଟି): ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ରୟତ ମହାସଭା ବେଗୁନିଆପଡ଼ା ଶାଖା ପକ୍ଷରୁ ବେଗୁନିଆପଡ଼ା ଥାନା ପରିସରରେ ବୃକ୍ଷରୋପଣ ଏବଂ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ…
Read More...