Browsing Category

ଜିଲ୍ଲା

ସ୍ୱର୍ଗତ ଅମୀୟସାର୍ ଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତି ଚାରଣ ସଭା ଅନୁଷ୍ଠିତ।

ବୋଲଗଡ଼,୨୨/୦୭(ପିପିଟି): ବୋଲଗଡ଼ ବ୍ଲକ ବାଙ୍କୋଇ ବାସଭବନରେ ସ୍ବର୍ଗୀୟ ଅମୀୟ କୁମାର ପଟ୍ଟନାୟକ ସ୍ମୃତି ଚାରଣ ସଭା ଅବସର ପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ତଥା ସହିଦ କାଳିଆ ଭୁଇଁ ମୁଳ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି…
Read More...

ପୋଲସରାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ।

ପୋଲସରା,୨୨/୦୭(ପିପିଟି) : ପରିବା ଦୋକାନରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ । ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ। ଗଞ୍ଜାମ ଜିଲ୍ଲା ପୋଲସରା ଏନଏସି ଅଧୀନ ଗୋପବନ୍ଧୁ ହାଇସ୍କୁଲ ଛକଠାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।…
Read More...

ମହିଳା ଓ ଦଳିତଙ୍କ ଉପରେ ନିର୍ଯ୍ୟାତନା ଏବଂ ସଂଖ୍ୟାଲଘୁ ଉପରେ ଆକ୍ରମଣ ବନ୍ଦ କର ।

ବ୍ରହ୍ମପୁର,୨୨/୦୭(ପିପିଟି):ଡବଲ ଇଞ୍ଜିନ ସରକାର ରାଜ୍ୟରେ କ୍ଷମତାସୀନ ହେବାର ୧ ବର୍ଷରେ ରାଜ୍ୟରେ ଅପ୍ରତ୍ୟାଶିତ ଭାବେ ନାରୀ ଓ ଦଳିତଙ୍କ ଉପରେ ନିର୍ଯ୍ୟାତନା ଏବଂ ସଂଖ୍ୟାଲଘୁ ଉପରେ ଆକ୍ରମଣ କ୍ଷୀପ୍ରଗତିରେ ବୃଦ୍ଧି ପାଉଛି।…
Read More...

ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ।

ଯାଜପୁର,୨୨/୦୭(ପିପିଟି) : ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଡ଼ଚଣା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ବଡ଼ଚଣା ବିଧାୟକ…
Read More...

୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଯାଜପୁର,୨୧/୦୭(ପିପିଟି): ଆଜି ଅପରାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ଚଳିତ ବର୍ଷ ୭୯ ତମ ଯାଜପୁର ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ, ଶିବାନନ୍ଦ ସ୍ବାଇଁଙ୍କ ଅଧକ୍ଷତାରେ…
Read More...

ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ ।

ଭଞ୍ଜନଗର, ୨୧/୦୭(ପିପିଟି):ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଯୁଗ୍ମ ଶୁଣାଣି ଅଭିଯୋଗ ପ୍ରକୋଷ୍ଠରେ ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ ତରଫରୁ ସଭାପତି ବିଭୂତି ଭୂଷଣ ଜେନା, ସମ୍ପାଦକ ସୁବଳ ଚନ୍ଦ୍ର ଭୂୟାଁ,…
Read More...

ଧର୍ମଶାଳା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ।

ଯାଜପୁର,୨୧/୦୭(ପିପିଟି): ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି…
Read More...

ଦେଓଗାଁରେ ଦୁଇଟି ଧାନ ବୋଝେଇ ଟ୍ରକ ଅଟକ,ଛତିଶଗଡ ରୁ କଳାହାଣ୍ଡିକୁ ଚୋରା ଚାଲାଣ ସନ୍ଦେହ।

ଦେଓଗାଁ୨୧/୦୭: ବଲାଙ୍ଗିର ଜିଲ୍ଲାର ଦେଓଗାଁ ଥାନା ଅଞ୍ଚଳରେ ଗତ କିଛିଦିନ ତଳେ ଏକ ଚାଉଳ ବୁଝେଇ ଟ୍ରକକୁ ଅଟକ ରଖା ଯାଇଥିଲା। ଏହି ଟ୍ରକ କୁ ଯୋଗାଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା ପରେ ଚାଉଳ ଟ୍ରକଟି ଛାଡିଥିଲା ପୁଲିସ ।…
Read More...

ମାନପୁର ଓଭର ବ୍ରିଜ ମରାମତି ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ।

ଯାଜପୁର,୨୧/୦୭(ପିପିଟି): ବ୍ୟସ୍ତ ବହୁଳ ମାନପୁର ଓଭର ବ୍ରିଜକୁ ତୁରନ୍ତ ମରାମତି କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଇଂ…
Read More...

କର୍ମକ୍ଷେତ୍ରରେ ମହିଳା ସୁରକ୍ଷା ସମ୍ପର୍କିତ ସଚେତନତା କର୍ମଶାଳା ।

ଭଞ୍ଜନଗର, ୨୧/୦୭(ପିପିଟି): ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆଜି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତରଫରୁ ଯୌନ ଉତ୍ପୀଡନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ପ୍ରାରମ୍ଭରେ ପୁଷ୍ପାଞ୍ଜଳି ପଟ୍ଟନାୟକ ଅତିଥି…
Read More...