Browsing Category

ଜିଲ୍ଲା

ଗୋବରାରେ କରୋନା ସନ୍ଦିଗ୍ଧ ଚିହ୍ନଟ ପରେ ସତର୍କତା ଅବଲମ୍ବନ ।

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୫/୦୫,ବେଳଗୁଣ୍ଠା ବ୍ଲକ ଗୋବରା ଠାରେ ପଞ୍ଚାୟତ ତରଫରୁ ସ୍ଥାନୀୟ ଜନସାଧାରଣ ଙ୍କୁ କରୋନା ଭୁତାଣୁ ଠାରୁ ସତର୍କତା ଅବଲମ୍ବନ କରିବା ପାଇଁ ଢେଣ୍ଡୁରା ବଜାଇ ରବିବାର ସଚେତନ କରାଯାଇଛି।ଗତ ୧୫ଦିନ ତଳେ…
Read More...

ଟ୍ରି ଫାଉଣ୍ଡେସନ ପକ୍ଷରୁ ମାସ୍କ ବଣ୍ଟନ ।

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୫, ଟ୍ରି ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନର ସମ୍ପାଦକ ନିରାକାର ବିଷୋୟୀଙ୍କ ନେତୃତ୍ଵରେ ଶେରଗଡ ବ୍ଳକର ଶୋଭାଚନ୍ଦ୍ରପୁର, ଲକ୍ଷ୍ମୀନୃସିଂହପୁର ଓ ଅନନ୍ତପୁର ଠାରେ ମାସ୍କ ବଣ୍ଟନ କରାଯାଇଥିଲା…
Read More...

ଗାଙ୍ଗପୁର ଥାନାରେ ରକ୍ତ ଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ।

ବେଲଗୁଣ୍ଠା,(ପିପିଟି ନ୍ଯୁଜ୍)୨୪/୦୫,ଆସନ୍ତା ବୁଧବାର ୨୭ ତାରିଖରେ ଗାଙ୍ଗପୁର ପୋଲିସ-ବେଲଗୁଣ୍ଠା ପ୍ରେସ କ୍ଳବର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ…
Read More...

ମୁସଲମାନ ସଂପ୍ରଦାୟର ଲୋକେ ଇଦ ପାଳିବେ ।

ଯାଜପୁର ,(ପିପିଟି ନ୍ଯୁଜ୍)୨୪/୦୫, ଆସନ୍ତାକାଲି ମୁସଲମାନ ସଂପ୍ରଦାୟର ଲୋକେ ଇଦ ଉଲ ପିଂତର ପାଳିବେ । ଏଥିପାଇଁ ଆଜି ଠାରୁ ବିଭିନ୍ନ ଦୋକାନ ବଜାରରେ ଗହଳି ଦେଖିବାକୁ ମିଳିଛି । ବିିଭିନ୍ନ ସାମଗ୍ରୀ କିଣିବା ପାଇଁ ଦୋକାନରେ…
Read More...

ଓଡିଶା ଓ ଆନ୍ଧ୍ରପ୍ରଦେଶ ଗିରିଶୋଲା ଗେଟ୍ ନିକଟରେ ପ୍ରବାସୀ ଓଡିଆଙ୍କୁ ଖାଦ୍ୟ ବଣ୍ଟନ ।

ଚିକିଟି,(ପିପିଟି ନ୍ଯୁଜ୍)୨୪/୦୫,ଦେଶ ରାଜ୍ୟରେ କରୋନା ସଙ୍କଟ ଲାଗିଥିବା ବେଳେ ଏହି ସମୟରେ ଯୁବ ସମାଜସେବୀ ଚିନ୍ମୟାନନ୍ଦ ଶ୍ରୀରୁପ ଦେଓ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଡିଶା-ଆନ୍ଧ୍ରପ୍ରଦେଶ ଗିରିସୋଲା ଠାରେ…
Read More...

ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ।

ଯାଜପୁର,(ପିପିଟି ନ୍ଯୁଜ୍)୨୪/୦୫, ଯାଜପୁର ସଦର ଥାନା ହନୁମାନ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଛନ୍ତି । ମୃତକ ହେଲେ ବରପଦା ଗ୍ରାମର ହେମନ୍ତ କୁମାର ସାହୁ ।…
Read More...

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ତରଫରୁ ହୋମିଓପ୍ୟାଥି ଔଷଧ ବିତରଣ ।

ଶେରଗଡ,(ପିପିଟି ନ୍ଯୁଜ୍)୨୪/୦୫,ବିଶ୍ୱରେ କରୋନା ଭୂତାଣୁ ମହାମାରୀରେ ପରିଣତ ହୋଇ ସଂପୂର୍ଣ୍ଣ ଜୀବନଜୀବିକା ପ୍ରଭାବିତ ହୋଇଛି।ଯାହାର କୁପ୍ରଭାବରରେ ସମଗ୍ର ମାନବସମାଜ କରୋନା ଯୁଦ୍ଧରେ ନିଜନିଜ କ୍ଷେତ୍ରରେ ଯୋଦ୍ଧା ସାଜି…
Read More...

ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୩୩୬ ଛୁଇଁଲା,୪୯୭ ଜଣ ସୁସ୍ଥ ।

ଭୁବନେଶ୍ଵର ,(ପିପିଟି)୨୪/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୪୮ରେ ରହିଛି ।ଦ୍ୱିତୀୟ ସ୍ଥାନରେ ଯାଜପୁର ସଂଖ୍ୟା ୨୩୯ ରହିଛି ।ନୂତନ ଆକ୍ରାନ୍ତ ୬୭ ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଞ୍ଚିଛି ।…
Read More...

ପଟିଲୋ ପଞ୍ଚାୟତରେ ଦ୍ବିତୀୟ ସଙ୍ଗରୋଧ କେନ୍ଦ୍ର ଖୋଲାଗଲା ।

ଜଗତସିଂହପୁର (ପିପିଟି ନ୍ଯୁଜ୍)୨୪/୦୫/-ତିର୍ତ୍ତୋଲ୍ ଥାନା ଅନ୍ତର୍ଗତ ପଟିଲୋ ଗ୍ରାମପଞ୍ଚାୟତ ର ମହିଳୋ ହାଇସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ରେ ପ୍ରବାସୀ ଓଡ଼ିଆଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଦ୍ବିତୀୟ ସଙ୍ଗରୋଧ…
Read More...

ହୀନ ରାଜନୀତିର ଶିକାର ହୋଇ ଗାଁ ସରକାରୀ କ୍ବାରେଣ୍ଟାଇନ ରହୁଛନ୍ତି ଯୁବକ, କାର୍ ଭିତରେ ରହି ସମୟ କାଟୁଛନ୍ତି ଯୁବକ ।

ଦିଗପହଣ୍ଡି,(ପିପିଟି ନ୍ଯୁଜ୍)୨୩/୦୫, ପ୍ରବାସୀ ଓଡ଼ିଆ ମାନେ ଫେରିବା ପରେ ସେମାନଙ୍କୁ ହୋମ କ୍ବାରେଣ୍ଟାଇନ ନତୁବା ସ୍ୱତନ୍ତ୍ର କ୍ଵରେଣ୍ଟାଇନ ସେଣ୍ଟର ଗୁଡିକରେ ରଖାଯିବାକୁ ନିର୍ଦ୍ଦେଶ ହୋଇଛି । ହେଲେ କିଛି ସ୍ଥାନରେ ହୀନ…
Read More...