Browsing Category

ଜିଲ୍ଲା

ସ୍କୃଟି ଧକ୍କାରେ ପାନୀୟଜଳ ବିଭାଗ କନିଷ୍ଠ ଯନ୍ତ୍ରୀ ଗୁରୁତର ।

ରାମନାଗୁଡା,(ପିପିଟି)୦୨/୦୫, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତ ଏକ କଲର୍ଭଟ ନିକଟରେ ସ୍କୃଟି ଧକ୍କା ଫଳରେ ରାମନାଗୁଡା ପାନୀୟ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଦୀପ୍ତିରାଣୀ ମୁନି ଗୁରୁତର ଆହତ
Read More...

ରାମନାଗୁଡା ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ନୂତନ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ ।

ରାମନାଗୁଡା,(ପିପିଟି)୦୨/୦୫ : ରାୟଗଡ଼ା ଜିଲ୍ଲା ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନୂତନ ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ରୂପେ ଡ଼ଃ ପ୍ରବିଣ କୁମାର ଜେନା ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରାମନାଗୁଡା
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଞ୍ଚାୟତରେ ବିଶୋଧକ ସିଞ୍ଚନ ଓ ମାସ୍କ ବଣ୍ଟନ ।

ଢେଙ୍କାନାଳ,(ପିପିଟି)୦୨/୦୫ ,ଆଜି ଢେଙ୍କାନାଳ ବିଜୁ ଛାତ୍ର ଜନତା ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ସଦର ବ୍ଲକର ତରଭା ଓ ନୂଆଗାଁ ଗ୍ରାମପଞ୍ଚାୟତକୁ ବିଶୁଦ୍ଧିକରଣ କରିବା ସହିତ ମାସ୍କ ବଣ୍ଟନ ଏବଂ ଲୋକମାନଙ୍କୁ
Read More...

୬୧୦୦ ଲିଟର ଦେଶୀ ମଦ ଜବତ,ଚାରି ଜଣ ଗିରଫ ।

ବେଲଗୁଣ୍ଠା,(ପିପିଟି)୦୨/୦୫ ,କରୋନା ପାଇଁ ମଦ ଦୋକାନ ବନ୍ଦ ଥିବା ବେଳେ ବହୁ ଜାଗାରେ ଚୋରା ମଦ କାରବାର ବୃଦ୍ଧି ପାଇଛି ।ଫଳରେ ପୋଲିସ ଓ ପ୍ରଶାସନ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖି ଦେଶୀ ,ବିଦେଶୀ ମଦ ଜବତ କରି ଚୋରା ମଦ
Read More...

ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟରେ ସୁରତରୁ ଆସିଥିବା ୫୬ଜଣ କ୍ବାରେଣ୍ଟାଇନ ରେ ରହିଲେ ।

ଶେରଗଡ,(ପିପିଟି)୦୨/୦୫ଶେରଗଡ଼ ବ୍ଲକ କୁ ଶନିବାର ଅପରାହ୍ନ ୩ଟା ବେଳେ ସୁରତରୁ ପୁଣି ଏକ ବସ ଆସି ପହଞ୍ଚିଛନ୍ତି।ଉକ୍ତ ଗାଡ଼ିରେ ୫୬ଜଣ ଯାତ୍ରୀଙ୍କୁ ଶେରଗଡ଼ ନିକଟସ୍ଥ ତାକରଡା ଶହୀଦ ଉଚ୍ଚ ବିଦ୍ୟାଳୟ ରେ ରଖାଯାଇଛି।ଉକ୍ତ ୫୬ ଜଣ
Read More...

ସୁରତ ପାଣ୍ଡେଶ୍ଯରା ରୁ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।

ପୋଲସରା,(ପିପିଟି)୦୨/୦୫, ସୁରତ ପାଣ୍ଡେଶ୍ଯରା ରୁ ବସ୍ ଯୋଗେ ଫେରିଲେ ୫୬ ଜଣ ପ୍ରବାସୀ ଓଡିଆ ।ଆଜି ପ୍ରବାସୀ ଓଡିଆଙ୍କୁ ଧରି ବସ୍ ପୋଲସରା ବ୍ଲକ୍ ଅନ୍ତର୍ଗତ କଳମ୍ବ ପଞ୍ଚାୟତରେ ଅପରାହ୍ନ ୩ଟା ୧୫ ମିନଟରେ ପହଞ୍ଚିଥିଲା ।
Read More...

ଉଦ୍ଧାର ହେଲା ୧୨ଫୁଟର ଅହିରାଜ।

ପାତ୍ରପୁରୁ,୦୨/୦୫,ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଫିସ ନିକଟ କରୁଣାକର ଉଚ୍ଚ ନୋଡାଲ ସ୍କୁଲରୁ ଗତକାଲି ଏକ ୧୨ ଫୁଟର ଅହିରାଜକୁ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ ଓ ବନ ବିଭାଗ । ସାରା ଦେଶରେ ଲକ୍ ଡାଉନ ଜାରୀ
Read More...

ମାସ୍କ ବାଣ୍ଟି ସଚେତନତାର ବାର୍ତ୍ତା ଦେଲେ ଏସପି ।

ଉଲୁଣ୍ଡା,(ପିପିଟି)୦୨/୦୫ , ସାରା ବିଶ୍ୱରେ କରୋନା ଭୁତାଣୁ ଆତଙ୍କ ଖେଳାଇ ଥିବା ବେଳେ ତାକୁ କିଭଳି ରୋକା ଯାଇପାରିବ ତାକୁ ନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନିଆଯାଉଛି ।ଏ ନେଇ
Read More...

ତୈଲିକ ବୈଶ୍ୟ ସମାଜ ପକ୍ଷରୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର,(ପିପିଟି)୦୨/୦୫, ଆକସ୍ମିକ ଭାବେ ଉଭା ହୋଇଥିବା କରୋନା ମହାମାରୀର ମୁକାବିଲା ସକାଶେ ବରଗଡ ଜିଲ୍ଲା ତୈଲିକ ବୈଶ୍ୟ ସମାଜ ତରଫରୁ ଓଡିଶା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆଜି ୨୧ହଜାର ଟଙ୍କାର ବ୍ୟାଙ୍କ
Read More...

ବିଶ୍ୱ ଶ୍ରମିକ ଦିବସରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ ଭାବ ଉପରେ ପ୍ରଶ୍ନ…

ବିଶ୍ୱ ଶ୍ରମିକ ଦିବସରେ ସିନେ ଶ୍ରମିକ ଆସୋସିଏସନ ର ସମ୍ପାଦକ ରାଜ୍ୟ ସରକାରଙ୍କ ବୈମାତୃକ ମନ ଭାବ ଉପରେ ପ୍ରଶ୍ନ ଉଠାଇଲେ ।ବୋଲଗଡ ,(ପିପିଟି)୦୨/୦୫,ମଇ ୧ତାରିଖକୁ ସାରା ବିଶ୍ୱରେ ଶ୍ରମିକ ଦିବସ ଭାବେ
Read More...