Browsing Category
ଜିଲ୍ଲା
ସାନଖେମୁଣ୍ଡି ରେ ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲର ଅନୁଧ୍ୟାନ କଲେ ଜିଲ୍ଲାପାଳ ଏବଂ ଉପଜିଳ୍ଲପାଳ ।
ସାନଖେମୁଣ୍ଡି,୧୩/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦିନ କୁ ଦିନ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ରେ କରୋନା ସଂକ୍ରମଣ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ!-->…
Read More...
Read More...
ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ସ୍ଥିତି ସ୍ପଷ୍ଟ ହୋଇନାହିଁ; ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ସରକାରୀ ଜମି !
ଫୁଲବାଣୀ,୧୩/୦୭(ପିପିଟି);କନ୍ଧମାଳ ଜିଲ୍ଲା ସଦର ମହକୁମା ନିକଟ ତିଲକପଡା ଠାରେ ମେଡ଼ିକାଲ କଲେଜ ହେବା ନେଇ ପ୍ରଶାସନ ନିଷ୍ପତ୍ତି ନେଇଥିବା ଏକ ପ୍ରଚାର ଚାଲିଛି । ଏହାକୁ ଆୟୁଧ କରି ଫୁଲବାଣୀ ସହରର କିଛି ଜମି ମାଫିଆଙ୍କ!-->…
Read More...
Read More...
ନିୟମ ଉଲଂଘନ: ୨ଟି ମେଡ଼ିସିନ ଦୋକାନ ସିଲ ।
ଭଞ୍ଜନଗର,୧୩/୦୭(ପିପିଟି); ଭଞ୍ଜନଗର ଆର.ସି ରୋଡ଼ ରେ ଥିବା ଏକ ମେଡ଼ିସିନ ଷ୍ଟୋରକୁ କୋଭିଡ଼ ନିୟମ ଉଲଂଘନ କରିବା ଅଭିଯୋଗରେ ଏକ ସପ୍ତାହ ପାଇଁ ସିଲ କରାଯାଇଛି। ତହସିଲଦାର ଆଲୋକ କୁମ୍ଭାର ପ୍ରଧାନ ଭଞ୍ଜନଗର ର ବିଭିନ୍ନ ଔଷଧ!-->…
Read More...
Read More...
ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୩୭୩୭ , ସୁସ୍ଥ ସଂଖ୍ୟା ୮୭୫୦ ଓ ମୃତ ସଂଖ୍ୟା ୭୦ ।
ଭୁବନେଶ୍ଵର,ତା-୧୩/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୪୧୪୭ ମଧ୍ୟରୁ ୨୧୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୩ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୨ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୩୩୬ ମଧ୍ୟରୁ ୮୮୩!-->…
Read More...
Read More...
ବଜ୍ରାଘାତ ରେ ବୃଦ୍ଧଙ୍କ ମୃତ୍ୟୁ ।
ଭଞ୍ଜନଗର,୧୨/୦୭(ପିପିଟି); ଭଞ୍ଜନଗର ବ୍ଲକ ସାର୍ଦ୍ଦୁଳ ନିକଟ ଜାନକୀ ପୁର ଗ୍ରାମର ବଛିଆ ନାୟକ(୬୬) ଆଜି ଅପରାହ୍ନରେ ନିଜ ଜମିରେ କାମ କରୁଥିବା ବେଳେ ହାଠାତ୍ ବଜ୍ରପାତ ଘଟିବାରୁ ସେ ଗୁରୁତର ଆହତ ହୋଇଥିଲେ ।ଏହାଦେଖି!-->…
Read More...
Read More...
ବୁଗୁଡା ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଅକାଳ ବିୟୋଗ ।
ବୁଗୁଡା,୧୨/୦୭(ପିପିଟି); ବୁଗୁଡା ନଗର ବିଜେପି ଯୁବ ମୋର୍ଚ୍ଚା ସଭାପତି ଶିବପ୍ରସାଦ ବିଷୋୟୀଙ୍କ ଶନିବାର ରାତ୍ରରେ ଅକାଳ ବିୟୋଗ ଘଟିଛି । ସେ ପ୍ରାୟ ସାତ ହେଲା ଜ୍ଜରରେ ପୀଡିତ ଥିଲେ । ଶନିବାର ରାତ୍ର ପ୍ରାୟ ୧୨ ଟା ସମୟରେ!-->…
Read More...
Read More...
ଆଜି ପୁଣି ୨ପୋଲିସଙ୍କ ସମେତ ୯ଜଣ ଆକ୍ରାନ୍ତ ଚିହ୍ନଟ ।
ଭଞ୍ଜନଗର,୧୨/୦୭(ପିପିଟି); ରବିବାର ମିଳିଥିବା ସୂଚନା ଅନୁସାରେ ପୁଣି ଭଞ୍ଜନଗର ଥାନାର ୨ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ଫଳରେ ଆଜି ପର୍ଯ୍ୟନ୍ତ ମୋଟ ୨୩ଜଣ ପୋଲିସ ଆକ୍ରାନ୍ତ ହୋଇଛନ୍ତି।ସେହିପରି ସ୍ଥାନୀୟ!-->…
Read More...
Read More...
ବ୍ଲକ ସ୍ତରୀୟ କଳାକାର ସମାବେଶ ।
ପଦ୍ମପୁର,୧୨/୦୭(ପିପିଟି) ;ବରଗଡ ଜିଲ୍ଲା ପାଇକମାଲ ବ୍ଲକ ସ୍ତରୀୟ ଲୋକକଳା ଓଡିଆ,ଭାଷା ସାହିତ୍ୟ ସାଂସ୍କୃତି ସଂଘ ତରଫରୁ ଆଜି ପାଇକମାଲ ବ୍ଲକ ଅଧିନରେ ଥିବା ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ହାଇସ୍କୁଲ ପରିସରରେ ଏକ!-->…
Read More...
Read More...
କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ।
ଛତ୍ରପୁର,୧୨/୦୭; ଗଞ୍ଜାମ ଜିଲ୍ଲାର କୋଭିଡ୍ - ୧୯ କାର୍ଯ୍ୟ ସମ୍ପାଦନରେ ନିୟୋଜିତ ୩ ଜଣ କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ଗଞ୍ଜାମ ଗଭୀର ଶୋକ ପ୍ରକାଶ କରିଛନ୍ତି । କୋଭିଡ୍ ଯୋଦ୍ଧ କେ.ଅଶାନ୍ତ ପାତ୍ର !-->…
Read More...
Read More...
ରାଜ୍ୟରେ ସଂକ୍ରାମିତ ସଂଖ୍ୟା ୧୩୧୨୧ , ସୁସ୍ଥ ସଂଖ୍ୟା ୮୩୬୦ ଓ ମୃତ ସଂଖ୍ୟା ୬୪ ।
ଭୁବନେଶ୍ଵର,ତା-୧୨/୦୭(ପିପିଟି); ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୩୮୬୪ ମଧ୍ୟରୁ ୨୦୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୯ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୦୧ ହୋଇଛି । ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ସଂଖ୍ୟା ୧୩୦୭ ମଧ୍ୟରୁ ୮୬୮!-->…
Read More...
Read More...