Browsing Category

ଜିଲ୍ଲା

ନିଜସ୍ୱ ଜ୍ଞାନ କୌଶଳରେ ଉପାନ୍ତ ଅଞ୍ଚଳର ଇଂଜିନିୟରିଂ ଛାତ୍ର ତିଆରି କରିଛନ୍ତି ଅଟୋମାଟିକ ହ୍ୟାଣ୍ଡ ସେନିଟାଇଜର ମେସିନ।

ରାୟଗଡା,୨୯/୦୭(ପିପିଟି);ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ବିସମକଟକ ବ୍ଲକରେ କନିଷ୍ଠ ଯନ୍ତ୍ରୀ ରୂପେ କାର୍ଯ୍ୟରତ ପି. ସୁଧାକର ରାଓଙ୍କ ସୁପୁତ୍ର ମାତ୍ର ୮ ଦିନରେ ୨ଟି ହ୍ୟାଣ୍ଡ ସେନିଟାଇଜର ତିଆରି କରିଛନ୍ତି।ଇଂଜିନିୟରିଂ…
Read More...

କୋଭିଡ୍ ପରିଚାଳନା କାର୍ଯ୍ୟକୁ ବ୍ୟାପକ କରିବା ସକାଶେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ଛତ୍ରପୁର, ତା.୨୯/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୂର୍ବାହ୍ନରେ ଜୁମ୍ ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର ଓ ବିଜ୍ଞାପିତ…
Read More...

କରୋନାରେ ଆତଙ୍କିତ ନ ହେବାପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳଙ୍କ ଆଶ୍ବାସନା ।

ଛତ୍ରପୁର, ତା.୨୯/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ଖବର ଶୁଣି ଆତଙ୍କିତ ନ ହେବାପାଇଁ ଏକ ଭିଡିଓ ବାର୍ତ୍ତାରେ ଜିଲ୍ଲାବାସୀଙ୍କୁ ଜଣାଇଛନ୍ତି । ସପ୍ତାହ ପୂର୍ବରୁ…
Read More...

ହିଞ୍ଜିଳିକାଟୁର ବିଭିନ୍ନ ଗଣମାଧ୍ୟମ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ।

ହିଞ୍ଜିଳିକାଟୁ,ତା-୨୯/୦୭(ପିପିଟି) ; ବର୍ତ୍ତମାନ ଗଞ୍ଜାମ ଜିଲ୍ଲା କରୋନାର ଭୟଭୀତ ପରିସ୍ଥିତି ଚାଲିଛି । ଏହାକୁ ହଟାଇବା ପାଇଁ ଅନେକ କରୋନା ଯୋଦ୍ଧା ନିଜ ଉଦ୍ୟମ ଜାରି ରଖିଛନ୍ତି । ସେଥି ମଧ୍ୟରୁ ଅନ୍ୟତମ କରେନା ଯୋଦ୍ଧା…
Read More...

ଉଲୁଣ୍ଡା ବ୍ଲକରୁ କାଳିଆ ଟଙ୍କା ଫେରାଇବେ ୩୩୫ ଜଣ ଅଯୋଗ୍ୟ ହିତାଧିକାରୀ ।

ଉଲୁଣ୍ଡା,୨୯/୦୭(ପିପିଟି); ରାଜ୍ୟ ସରକାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଦାନ କରାଯାଇଥିବା କାଳିଆ ଟଙ୍କା ରେ କେତେକ ଅଯୋଗ୍ୟ ହିତାଧିକାରୀ ସାମିଲ ଥିବା ଜଣାପଡିବା ପରେ ସେମାନଙ୍କୁ ସାବାଡ଼…
Read More...

କୋଭିଡ କେୟାର ହୋମ ରେ ଆଣ୍ଟିଜେନ ଟେଷ୍ଟ୍ ।

କୋଦଳା,୨୯/୦୭(ପିପିଟି) ;ଗଞ୍ଜାମ ଜିଲ୍ଲାରେ ବହୁମାତ୍ରାରେ ବଢିବାରେ ଲାଗିଛି ମହାମାରୀ କରୋନା ସଂକ୍ରମଣ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସିରେ ବି ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଅଞ୍ଚଳର ଲୋକେ ବାହାର କୋଭିଡ…
Read More...

ଆଜି ଭଞ୍ଜନଗର ରୁ ବାହାରିଲେ ୧୦ଜଣ ପଜିଟିଭ ।

ଭଞ୍ଜନଗର, ୨୯/୦୭(ପିପିଟି);ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରନା ସ୍ଥିତିରେ ସୁଧାର ଆସୁଥିବା ଦେଖାଯାଇଛି।ଯାହା ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।ଆଜି ସମଗ୍ର ଜିଲ୍ଲାରେ ୨୪୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା…
Read More...

ଛେଳି ଚୋରାଇ ବାକୁ ଯାଇ ହଣା ଖାଇଲେ,୨ ଯୁବକ ଗୁରୁତର ।

ଶେରଗଡ,୨୯/୦୭(ପିପିଟି); ଶେରଗଡ଼ ବ୍ଲକ ଷୋଳସଳା ଗ୍ରାମରେ ଥୁବା ଏକ ଗୁହାଳରୁ ଛେଳି ଚୋରାଇ ବାକୁ ଯାଇ ହତ୍ୟାର ଶିକାର ହୋଇଛନ୍ତି ଦୁଇ ଯୁବକ । ଉକ୍ତ ଯୁବକ ମାନେ ହେଲେ ଧବଳ ପୁର ଗ୍ରାମର ପବିତ୍ର ପ୍ରଧାନ,ଅଜୟ ବିଷୋୟୀ ।ଉକ୍ତ…
Read More...

ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୮ ।

ପାରଳାଖେମୁଣ୍ଡି,ତା-୨୯/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୦୬୧, ଚିକିତ୍ସିତ ସଂଖ୍ୟା ୧୦,୯୧୯, ମୃତ ସଂଖ୍ୟା ୧୫୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଜପତି ଜିଲ୍ଲାରେ…
Read More...

ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ।

ବ୍ରହ୍ମପୁର ,ତା-୨୯/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧୮,୦୬୧, ଚିକିତ୍ସିତ ସଂଖ୍ୟା ୧୦,୯୧୯, ମୃତ ସଂଖ୍ୟା ୧୫୯ ଓ ଅନ୍ଯ ମୃତ ସଂଖ୍ୟା ୩୬ । ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ…
Read More...