Browsing Category

ଜିଲ୍ଲା

ଲାୟନ୍ସ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ,୩୧ୟୁନିଟ୍ ରକ୍ତ ସଂଗ୍ରହ ।

ପଦ୍ମପୁର,(ପିପିଟି)୧୪/୦୬,ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ସ୍ଥାନୀୟ ସାଇ ମଲ୍ଟି ସିଟି ହସ୍ପିଟାଲ ଠାରେ ଏକ ରକ୍ତ ଦାନ ଶିବିର ଆୟଜିତ ହୋଇଥିଲା। ଏଠାରେ ସର୍ବମୋଟ ୩୧ ୟୁନିଟ୍ ରକ୍ତ ସଂଗୃହୀତ
Read More...

ସଟଡାଉନକୁ ସଫଳ କରିବା ପାଇଁ ପ୍ରତ୍ୟେକ ଘରେ ୫୦ କେଜି ଚାଉଳ ଏବଂ ୧୦ ହଜାର ଟଙ୍କା ରୋଜଗାର ସହାୟତା ପ୍ରଦାନ କର ।

ବ୍ରହ୍ମପୁର,(ପିପିଟି)ତା ୧୪/୦୬, ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ରୋକିବା ନାମରେ ପୁଣିଥରେ ସଟଡାଉନ ଆସନ୍ତା ତା ୩୦ ଜୁନ ୨୦୨୦ରିଖ  ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜରୁରୀ ସାମଗ୍ରୀ
Read More...

ସତର୍କ ଘଣ୍ଟି ! ସାବଧାନ କରୋନା ଧାଉଁଛି ଆଗକୁ ଆଗକୁ ।

ପଦ୍ମପୁର,(ପିପିଟି)୧୪/୦୬ ,ବରଗଡ ଜିଲ୍ଲାରେ କରୋନା ଆଗକୁ ଆଗକୁ ମାଡିବାରେ ଲାଗିଛି । ଓଡିଶା ରାଜ୍ୟସରକାର ବାରମ୍ବାର ତାଗିତ କରୁଥିବା ସତ୍ୱେ ଲୋକେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରିବାର ପରିଣାମ ବର୍ତମାନ ଆମ ବରଗଡ
Read More...

ପଞ୍ଚାୟତକୁ ସଟଡାଉନ ଘୋଷଣା ସହିତ ବିଶୋଧକ ସିଞ୍ଚନ କରାଯାଇଛି ।

ବରଗଡ,(ପିପିଟି)୧୪/୦୬ , ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଝାରବନ୍ଧ ପଞ୍ଚାୟତ ଓ କନ୍ଦାଡଙ୍ଗର ପଞ୍ଚାୟତରେ ଜଣେ ଲେଖାଏଁ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆଜି ଝାରବନ୍ଧ ପଞ୍ଚାୟତକୁ ସରପଞ୍ଚ ସଟଡାଉନ
Read More...

ବିପତ୍ତି ସମୟର ବନ୍ଧୁ ଯୁବସମାଜସେବୀ ହିମାଂଶୁ ।

ଯାଜପୁର,(ପିପିଟି) ୧୪/୦୬ , ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ତଥା ଯୁବ ସମାଜସେବୀ ହିମାଂଶୁ ଶେଖର ସାହୁ  ରସୁଲପୁର ବ୍ଲକର ଓଡ଼ିଶୋ  ପଞ୍ଚାୟତ ର ମାନପୁର ଗ୍ରାମର ଆକାଶ ସମାଲ, ବୟସ ୧୨ ବର୍ଷର ବାଳକ ର ଚାଷ କାମରେ
Read More...

କୃଷକ ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ୧୫ ଜୁନ ଦେଶବ୍ୟାପୀ ଦାବି ଦିବସକୁ ସଫଳ କର, କ୍ରାନ୍ତିକାରୀ କୃଷକ ସଭା ।

ବ୍ରହ୍ମପୁର,(ପିପିଟି) ୧୪/୦୬, କୃଷକ ଓ କୃଷିର ସର୍ବନାଶ କରିବା ପାଇଁ ମୋଦି ସରକାର ରାତି ଅଧିଆ ୦୩ଟି ଅଧ୍ୟାଦେଶ ଆଣିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜାତୀୟ ପରିଷଦ
Read More...

କରୋନା ପଜିଟିଭ ବାହାରିବାରୁ ପଞ୍ଚାୟତକୁ ୨୪ ଘଣ୍ଟା ସଟଡାଉନ ଘୋଷଣା ।

କଳାହାଣ୍ଡି,(ପିପିଟି),୧୩/୦୬,କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା କର୍ମଚାରୀ ୨ ଜଣ ମହିଳାଙ୍କୁ କୋରନା ପଜିଟିଭି ଥିବା ଏବଂ ରୁପ୍ରlରୋଡ ଗ୍ରାମପାୟତର ବିଲାଟ ଗ୍ରାମର ଜଣେ ଯୁବକ
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟକୁ ନେଇ ବିବାଦ,ଥାନାରେ ମାମଲା ରୁଜୁ ।

ହିଞ୍ଜିଳିକାଟୁ,(ପିପିଟି)୧୩/୦୬, ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ଖରିଡା ଗ୍ରାମରେ ମନରେଗା କାର୍ଯ୍ୟରେ ମଣିଷ ବଦଳରେ ମେସିନ୍ କାର୍ଯ୍ୟ କରୁଥିବା ନେଇ ବିବାଦ ଦେଖାଦେଇଛି ।ସୂଚନା ଅନୁଯାୟୀ ଖରିଡା ବଡବନ୍ଧ ପଙ୍କ ଉଦ୍ଧାର
Read More...

ସଟ ଡାଉନକୁ ସମର୍ଥନ ଜଣାଇଲେ ସାନଖେମୁଣ୍ଡି ବ୍ଲକ ବାସି।

ସାନଖେମୁଣ୍ଡି,(ପିପିଟି)୧୩/୦୬, କରୋନା ଭୁତାଣୁ ସଂକ୍ରମଣ ରାଜ୍ୟରେ କାୟା ବିସ୍ତାର କରି ଚାଲିଛି । ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସଂକ୍ରମିତ ଦିନକୁ ଦିନ  ଦ୍ରୁତ ଗତିରେ ବଢି ଥିବା ଚିହ୍ନଟ ହୋଇଛି । କେନ୍ଦ୍ର ଓ ରାଜ୍ୟ
Read More...