Browsing Category

ଜିଲ୍ଲା

ବଜ୍ରପାତରେ ସାତ ଗାଈ ଓ ଦୁଇ ବାଛୁରୀ ମୃତ ।

ଦିଗପହଣ୍ଡି,(ପିପିଟି)୦୬/୦୬,ଭ୍ରମରପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଶନିବାର ଅପରାହ୍ନରେ ଘଡ଼ଘଡ଼ି ବର୍ଷା ସହ ବଜ୍ରପାତ ମାଡରେ ୭ ଟି ଗାଇ ସମେତ ୨ ଟି ବାଛୁରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବରନୁଯାୟୀ ,
Read More...

ଜନନେତା ଗଣନାଥ ପାତ୍ରଙ୍କ ଦେହାନ୍ତରେ କ୍ରାନ୍ତିକାରୀ କୃଷକ ସଭାର ଶୋକ ।

ଆସ୍କା,(ପିପିଟି)୦୬/୦୬,ବାଲିଆପାଳ ଆନ୍ଦୋଳନର ଅଗ୍ରଣୀ ଯୋଦ୍ଧା ସାଥି ଗଣନାଥ ପାତ୍ର ଆଜି ସଂଧ୍ୟା ୫.୩୦ରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।କୃଷକ ମାନଙ୍କ ଜମି ଅଧିକାର ଆନ୍ଦୋଳନ, ବିସ୍ଥାପନ ବିରୋଧୀ ଆନ୍ଦୋଳନ ଏବଂ ଶ୍ରମିକ ଓ
Read More...

କରୋନା ପାଇଁ ବିଶ୍ୱ ପରିବେଶ ଦିବସକୁ ନିରାଡମ୍ବରରେ ପାଳନକଲେ ଗଛ ମଣିଷ ଶ୍ରୀନିବାସ ।

ଯାଜପୁର,(ପିପିଟି)୦୬/୦୬ ,ବିଶ୍ୱ ପରିବେଶ ଦିବସ । ପରିବେଶକୁ ସୁସ୍ଥ, ସୁନ୍ଦର ଓ ସବୁଜ ରଖିବା ପାଇଁ ବୃକ୍ଷର ଭୁମିକା ବହୁ ଗୁରୁତ୍ୱ ବହବ କରେ । ପ୍ରତିବର୍ଷ ସରକାରୀ ଓ ବେସରକାରୀ ସ୍ଥରରେ ଏହାକୁ ବହୁଆଡମ୍ବରରେ ପାଳନ କରାଯାଏ
Read More...

ଡେଞ୍ଜର ଜୋନ କଳିଙ୍ଗା ଘାଟିରେ ବସ ଓ ଟ୍ରକ ଧକ୍କା, ୫ ଗୁରୁତର ।

 ଭଞ୍ଜନଗର,(ପିପିଟି)୦୬/୦୬, ଭଞ୍ଜନଗର ଠାରୁ ୩୦ କିଲୋମିଟର ଦୂର କଳିଙ୍ଗା ଘାଟିରେ ବାରମ୍ବାର ଦୁର୍ଘଟଣା ଯୋଗୁଁ ଏହା ଡେଞ୍ଜର ଜୋନ ଭାବେ ବେଶ ପରିଚିତ।ଏଠାରେ କୌଣସି ନୂତନ ଗାଡ଼ି ଚାଳକ ସାବଧାନ ହୋଇ ଗାଡ଼ି ନ ଚଲେଇଲେ
Read More...

କରୋନାରେ ପ୍ରଭାବିତ କାଇଁଚ କାରିଗର ,ସରକାରୀ ସହାୟତା ଦାବି ।

ଯାଜପୁର,(ଏ.ରାଉତ)୦୬/୦୬, ମହାମାରୀ କରୋନାକୁ ନେଇ ବିଶ୍ୱ ସ୍ତବ୍ଧ ହୋଇପଡିଛି । ଏଥିରୁ ମୁକୁଳିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଆପାଣାଉଛନ୍ତି । ଆରମ୍ଭରୁ ଲକଡାଉନ ଜାରି କରିଛନ୍ତି । ସେହିପରି ଗାଡି ଚଳାଚଳ, ଛକ
Read More...

ପାଞ୍ଚ ଫୁଟ ଲମ୍ବର ଏକ ବିଷ ଧାର ନାଗ ସାପ ଉଦ୍ଧାର ।

ସାନଖେମୁଣ୍ଡି,(ପିପିଟି)୦୬/୦୬ , କରୋନା ଭୁତାଣୁ ବା କୋଭିଡ଼ ୧୯ ଏବେ ଓଡିଶା ରେ ସକ୍ରିୟ ଅଛି । ଏବେ ପର୍ଯ୍ୟନ୍ତ ଗୋଷ୍ଠି ସଂକ୍ରମଣ ହେଇନାହିଁ । ଭୁତାଣୁ ଦିନ କୁ ଦିନ ବଢ଼ିବାରେ ଲାଗିଛି । ସାରା ବିଶ୍ୱରେ ଏହାର କୌଣସି ଔଷଧ
Read More...

ସଟ୍ ଡାଉନରେ କୋଦଳା ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ।

କୋଦଳା,(ପିପିଟି)୦୬/୦୬, କରୋନା ମହାମାରୀ କୁ ଗୁରୁତର ସହ ନେଇ ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୧ ଟି ଜିଲ୍ଲାକୁ ଜୁନ ମାସର ଶନି ଓ ରବିବାର ଦୁଇ ଦିନିଆ ସଟ୍ ଡାଉନର ନିର୍ଦେଶ
Read More...

ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଦାବି ପତ୍ର ପ୍ରଦାନ ।

ବୌଦ୍ଧ,(ପିପିଟି)୦୬/୦୬, ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ନେଇ ଯଥା କୋଭିଡ ୧୯ରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୫୦୦ ଟଙ୍କା ସହାୟତାରୁ ବଞ୍ଚିତ ନିର୍ମାଣ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ,୨୦୧୯-୨୦ଶିକ୍ଷା
Read More...

ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବକେୟା ଦରମା ପ୍ରଦାନ ପାଇଁ ଦାବି ।

ବୌଦ୍ଧ,(ପିପିଟି)୦୬/୦୬,ଆଜି ଏଆଇଟିୟୁସି ସହବନ୍ଧିତ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ବୌଦ୍ଧଡିଭିଜନରେ କାର୍ଯ୍ୟରତ ସବୁଠୁ କମ ଦରମା ପାଇ ସର୍ବାଧିକ କାର୍ଯ୍ୟକରୁଥିବା ଠିକାକର୍ମଚାରୀ ମାନଙ୍କ ଦୀର୍ଘ ୦୪ମାସର ବକେୟା ଦରମା
Read More...

ବ୍ରହ୍ମପୁର ସାଉଥକୋ ୟୁଟିଲିଟି ସିଟି ସର୍କଲର ଟେଣ୍ଡର ଫିକ୍ସିଂ କୁ ନେଇ ହାଇକୋର୍ଟ ମାମଲା ରୁଜୁ ।

ବ୍ରହ୍ମପୁର,(ପିପିଟି)୦୬/୦୬, ବ୍ରହ୍ମପୁର ସ୍ଥିତ ସାଉଥକୋ ୟୁଟିଲିଟି ସିଟି ସର୍କଲର ଟେଣ୍ଡର ଫିକ୍ସିଂ ଓ ଅନିୟମିତତା ହୋଇଥିବା ନେଇ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ଅଭିଯୋଗ ଉଠାଇଥିଲା । ସିଟି ସର୍କଲର
Read More...